Latest Odisha News

BREAKING NEWS

Monthly Archives

July 2025

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅତିପ୍ରିୟ ପୋଡପିଠା, ଏମିତି ହୁଏ ପ୍ରସ୍ତୁତ…

ପୁରୀ: ପୁରୀ ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ ଜଗନ୍ନାଥ । ରଥଯାତ୍ରା ପରେ ଆଡପମଣ୍ଡପକୁ ବିଜେ କରିଛନ୍ତି କାଳିଆ ଠାକୁର । ବାହୁଡା ଯାତ୍ରାରେ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀମାଙ୍କ ହାତରୁ ମହାପ୍ରଭୁ ପୋଡପିଠା ଖାଇବେ । ଏହି ପରମ୍ପରା କାହୁଁ କେଉଁ ଯୁଗରୁ ଚାଲି ଆସୁଛି ।…

ଜୁଲାଇ ୮ରେ ବିଜେପି ରାଜ୍ୟ ସଭାପତି ଚୟନ

ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ପୁନଃ ପ୍ରକ୍ରିୟା ଆରମ୍ଭ । ଆସନ୍ତା ୭ରେ ନାମାଙ୍କନ ଓ ୮ରେ ରାଜ୍ୟ ସଭାପତି ନିର୍ବାଚନ ପାଇଁ ଭୋଟିଂ ହେବ । ଏହା ପରେ ଫଳାଫଳ ଘୋଷଣା ସହ ନୂଆ ସଭାପତିଙ୍କ ନାଁ ଘୋଷଣା ହେବ । ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ଡ.କେ.ଲକ୍ଷ୍ମଣଙ୍କ…

ଅନିଶ୍ଚିତତା ଭିତରେ ପୁରୀ ବିମାନବନ୍ଦର!

ପୁରୀ: ପୁରୀ ବିମାନବନ୍ଦର ଜଙ୍ଗଲ ଜମି ମଞ୍ଜୁରୀକୁ ସ୍ଥଗିତ ରଖିଲା ପରିବେଶ ମନ୍ତ୍ରଣାଳୟର ଜଙ୍ଗଲ ପରାମର୍ଶଦାତା କମିଟି (ଏଫଏସି) । ମନ୍ତ୍ରଣାଳୟ ପକ୍ଷରୁ ଅଲିଭ୍ ରିଡଲେ କଇଁଛ , ଇରାୱାଡ୍ଡି ଡଲଫିନ୍ ଏବଂ ପ୍ରବାସୀ ପକ୍ଷୀଙ୍କ ପାଇଁ ସମ୍ଭାବ୍ୟ କ୍ଷତି ଏବଂ ଘୂର୍ଣ୍ଣିଝଡ଼ରୁ ଉପକୂଳକୁ ସୁରକ୍ଷା…

ପୁରୀ ସହର ହେବ ମହାନଗର ନିଗମ, ପ୍ରତିଷ୍ଠା ହେବ ବିଶ୍ବସ୍ତରୀୟ ଜଗନ୍ନାଥ ମ୍ୟୁଜିୟମ

ପୁରୀ: ଏବେ ପବିତ୍ର ପୁରୀ ସହରରେ ମହାପ୍ରଭୁଙ୍କ ଘୋଷଯାତ୍ରା ଜାରି ରହିଛି । ଏହି ଅବସରରେ ପୁରୀକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୁରୀ ପୌରପାଳିକାକୁ ମହାନଗର ନିଗମ କରାଯିବ ବୋଲି ଆଜି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ପୁରୀ ସହରକୁ ନୂଆ ଢାଞ୍ଚାର…

ହିମାଚଳରେ ପ୍ରକୃତିର ତାଣ୍ଡବ: ୬୯ ମୃତ,୩୭ ନିଖୋଜ; ୭୦୦କୋଟିର ସମ୍ପତ୍ତି ନଷ୍ଟ

ହିମାଚଳପ୍ରଦେଶ:ମୌସୁମୀ ଆସିବା ସହିତ ହିମାଚଳପ୍ରଦେଶରେ ପ୍ରବଳ ବର୍ଷା ଏବଂ ବିପର୍ଯ୍ୟୟ ତାଣ୍ଡବ ସୃଷ୍ଟି କରିଛି। ହିମାଚଳରେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଧ୍ୱଂସାବଶେଷ ଜାରି ରହିଛି। ମୌସୁମୀ ଆରମ୍ଭ ହେବା ପରଠାରୁ ୬୯ ଜଣ ପ୍ରାଣ ହରାଇଛନ୍ତି, ୩୭ ଜଣ ନିଖୋଜ ଅଛନ୍ତି ଏବଂ ୧୧୦ ଜଣ ଆହତ ହୋଇଛନ୍ତି।…

ଅନ୍ଧ ହୋଇ ଯାଇଥାନ୍ତେ ଶୁଭମନ ଗିଲ

ଏଜବେଷ୍ଟନ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଅବସରରେ ଭାରତୀୟ ଦଳର ଅଧିନାୟକ ଶୁଭମନ ଗିଲ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି । ଦ୍ୱିଶତକ ମାରି ଭାରତ ପାଇଁ ଇତିହାସ ରଚିଥିବା ଗିଲ ଇଂଲଣ୍ଡ ବ୍ୟାଟିଂ ବେଳେ ସ୍ଲିପ ସ୍ଥାନରେ ଫିଲ୍ଡିଂ କରୁଥିଲେ । ହ୍ୟାରୀ ବ୍ରୁକ…

ଶରଧାବାଲି ଦଳାଚକଟା ଭିଡିଓ ପଠେଇବାକୁ ଅପିଲ୍ କଲେ ଅନୁ ଗର୍ଗ

ଭୁବନେଶ୍ବର:ପୁରୀର ଶରଧାବାଲିରେ ଦଳାଚକଟା ଭଳି ପରିସ୍ଥିତି ନେଇ ଉନ୍ନୟନ କମିଶନର ତଥା ପୁରୀ ଅଘଟଣ ତଦନ୍ତକାରୀ କମିଟି ଅଧ୍ୟକ୍ଷ ଅନୁ ଗର୍ଗ ପ୍ରତିକ୍ରିୟା ଦେଇଛନ୍ତି। ତଦନ୍ତକାରୀ ଅଧିକାରୀ ଗର୍ଗ କହିଛନ୍ତି, ଅନେକ ଲୋକ ଦଳାଚକଟା ସମୟର ଭିଡିଓ କରିଥିଲେ। ଯେ କେହି ଭେଟି ତଥ୍ୟ ଦେବାକୁ…

ଶରଧାବାଲିରେ ଦଳାଚକଟା ଅଘଟଣ ପାଇଁ ସତ୍ୟବାଦୀ ବିଧାୟକ ଦାୟୀ: ଆପ୍

ପୁରୀ: ପୁରୀ ଶ୍ରୀମନ୍ଦିରର ପବିତ୍ରତା ଓ ପରମ୍ପରାକୁ ନଷ୍ଟ କଲେ ସତ୍ୟବାଦୀ ବିଧାୟକ । ଏଭଳି ଅଭିଯୋଗ ଆଣି ଆଜି ସାମ୍ବାଦିକ ସମିଳନୀ କରି ବିଧାୟକଙ୍କ ଉପରେ ଜୋରଦାର ବାର୍ଷିଛି ପୁରୀ ଆମ ଆଦମୀ ପାର୍ଟି । ସୂଚନା ମୁତାବକ, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏକ ଭିଡିଓ, ଯେଉଁ ଭିଡ଼ିଓ ଟିରେ…

‘ଅପରେସନ ସିନ୍ଦୂରରେ ସୀମାରେ ୩ ଦେଶ ସହ ଲଢୁଥିଲା ଭାରତ’, ବଡ ଖୁଲାସା କଲା ଭାରତୀୟ ସେନା….

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ବେଳେ ଭାରତ ସୀମାରେ ୩ ଶତ୍ରୁ ଦେଶ ସହ ଲଢୁଥିଲା । ଭାରତୀୟ ସେନାର ଉପ-ମୁଖ୍ୟ ସେନା କର୍ମଚାରୀ (କ୍ଷମତା ବିକାଶ ଏବଂ ନିରନ୍ତରତା) ଲେଫ୍ଟନାଣ୍ଟ ଜେନେରାଲ ରାହୁଲ ଆର ସିଂହ ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଏଫଆଇସିସିଆଇ ଦ୍ୱାରା ଆୟୋଜିତ 'ନ୍ୟୁ ଏଜ୍ ମିଲିଟାରୀ…

ପୁଣି ଜାମିନ୍ ଆବେଦନ କଲେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ବର: ପୁଣି ଜାମିନ୍ ଆବେଦନ କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌ କୋର୍ଟରେ ଜାମିନ୍ ଆବେଦନ କଲେ । ଗତକାଲି SDJM କୋର୍ଟରେ ଜାମିନ୍ ଆବେଦନ ଖାରଜ ହୋଇଥିଲା । ସୋମବାର ବିଏମସିର ଅତିରିକ୍ତ କମିଶନରଙ୍କୁ ମାଡ ଘଟଣାରେ ଗୁରୁବାର ଆତ୍ମସମର୍ପଣ କରିବା ପରେ…