ଆସିବ ନୂଆ ନୀତି, ଦିଲ୍ଲୀବାସୀ ଫେରି ପାଇବେ ପୁରୁଣା ଗାଡି
ନୂଆଦିଲ୍ଲୀ: ପରିବର୍ତ୍ତନ ହେଲା ଦିଲ୍ଲୀ ସରକାର ଆଭିମୁଖ୍ୟ। ପେଟ୍ରୋଲ ପମ୍ପରେ ପୁରୁଣା ଗାଡ଼ିକୁ ପେଟ୍ରୋଲ ଓ ଡିଜେଲ ଦିଆ ନଯିବା ଓ ତାକୁ ଜବତ କରାଯିବା ଘଟଣାକୁ ନେଇ ବିବାଦ ଦେଖାଦେବା ପରେ ଦିଲ୍ଲୀ ସରକାର ନୂଆ ଘୋଷଣା କରିଛନ୍ତି। ଦିଲ୍ଲୀରେ ୧୦ ରୁ ୧୫ ବର୍ଷ ପୁରୁଣା ଯାନବାହନ ଜବତ ଅଭିଯାନ ଉପରେ…