‘ଦୁର୍ଘଟଣାରେ ନିଜ ଭୁଲ ଯୋଗୁଁ ମୃତ୍ୟୁ ହେଲେ ମିଳିବନି କୌଣସି ବୀମା ରାଶି’, ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି…
ନୂଆଦିଲ୍ଲୀ: ବର୍ତ୍ତମାନ ଦୁର୍ଘଟଣା ଜନିତ ମୃତ୍ୟୁ ବଢିବାରେ ଲାଗିଛି । ପ୍ରତିଦିନ ସଡକ ଦୁର୍ଘଟଣାରେ ଶହ ଶହ ଲୋକ ଜୀବନ ହାରୁଛନ୍ତି । ହେଲେ ଅନେକ ସମୟରେ ଏହି ଦୁର୍ଘଟଣା, ଗାଡି ଚଳାଉଥିବା ବ୍ୟକ୍ତିଙ୍କ ବେପାରୁଆ ଢଙ୍ଗ ଏବଂ ଅସାବଧାନତା ପାଇଁ ଘଟିଥାଏ । ଯାହାକୁ ନେଇ ଏବେ ବଡ ରାୟ ଦେଇଛନ୍ତି…