ଶ୍ରୀ ଭାଗବତ ସାର ୮୭: ସେ ସ୍ୱୟଂକର୍ତ୍ତା ଓ ସମଗ୍ର ସୃଷ୍ଟିର ସର୍ବରୂପ ଓ ବ୍ରହ୍ମ ହିଁ ରସ ସ୍ୱରୂପ
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଏପରି ଏକ ଗ୍ରନ୍ଥ ଯାହାକୁ ସ୍ୱୟଂ ବ୍ୟାସଦେବ କହିଛନ୍ତି "ପିବତ ଭାଗବତଂ ରସମାଳୟଂ "
ଏଠାରେ ଭାଗବତଙ୍କୁ ରସ ସ୍ୱରୂପରେ ବିବେଚନା କରାଯାଇଛି। ଯଦି ତୈତ୍ତିରୀୟ ଉପନିଷଦକୁ ରସର ସ୍ୱରୂପତା ନିର୍ଣ୍ଣୟ ପାଇଁ ନିଆଯାଏ ତେବେ…