Latest Odisha News

BREAKING NEWS

Monthly Archives

July 2025

ବହୁ ପ୍ରତୀକ୍ଷିତ ‘ରାମାୟଣ’ର ଟିଜର ଆଉଟ୍; ରାମ ଓ ରାବଣ ଝଲକ…

ମୁମ୍ବାଇ: ନିତେଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ପୌରାଣିକ ଚଳଚ୍ଚିତ୍ର 'ରାମାୟଣ'ର ପ୍ରଥମ ଲୁକ୍ ଆଜି ଲଞ୍ଚ ହୋଇଛି। ରଣବୀର କପୁର, ସାଇ ପଲ୍ଲବୀ ଏବଂ ୟଶଙ୍କ ପରି ଷ୍ଟାରଙ୍କ ଅଭିନୀତ ଏହି ମେଗା ଫିଲ୍ମର ପ୍ରୋମୋ ଦେଶର ୯ଟି ବଡ଼ ସହରରେ ଏକକାଳୀନ ପ୍ରଦର୍ଶିତ ହୋଇଥିଲା। ଫିଲ୍ମର ପ୍ରଥମ ଲୁକ୍…

ପୁଣି ୯,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ମାଇକ୍ରୋସଫ୍ଟ

ନୂଆଦିଲ୍ଲୀ: ବିଶ୍ୱର ପ୍ରମୁଖ ଟେକ୍ କମ୍ପାନୀଗୁଡ଼ିକ ମଧ୍ୟରୁ ଗୋଟିଏ ମାଇକ୍ରୋସଫ୍ଟ। ପୁଣିଥରେ କମ୍ପାନୀ ବିଶ୍ୱସ୍ତରରେ କର୍ମଚାରୀଙ୍କ ସଂଖ୍ୟା ୪ ପ୍ରତିଶତକୁ ଛଟେଇ କରିବାକୁ ଯାଉଛି। ଏକ ରିପୋର୍ଟ ଅନୁଯାୟୀ ୯୦୦୦ରୁ ଅଧିକ ମାଇକ୍ରୋସଫ୍ଟ କର୍ମଚାରୀ ଛଟେଇର ସମ୍ମୁଖୀନ ହେଉଛନ୍ତି। ଏହି ବଡ଼…

ଆମେରିକାରେ ନାଗରିକତା ପାଇଁ କଣ ରହିଛି ନିୟମ? ଜାଣନ୍ତୁ କେମିତି ବାହାର ହେବେ ଏଲନ ମସ୍କ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉଦ୍ୟୋଗପତି ଏଲନ୍‌ ମସ୍କ କିଛି ଦିନ ତଳେ ପରସ୍ପର ସହ ନିକଟତର ଥିବା ଦେଖାଯାଉଥିଲା। ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାରରେ ମଧ୍ୟ ଏଲନ୍‌ ମସ୍କ ସବୁଆଡେ ଦେଖା ଦେଉଥିଲେ। କିନ୍ତୁ ଏବେ ପରିସ୍ଥିତି ବଦଳିଯାଇଛି ଏବଂ ଉଭୟଙ୍କ ମଧ୍ୟରେ ଥିବା…

“ଶବରୀ ସାଂସ୍କୃତିକ ଭବନ” ଓଡ଼ିଶାବାସୀଙ୍କ ସ୍ୱାଭିମାନର ପରିଚୟ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରେ ଗୁରୁବାର ଶବରୀ ସାଂସ୍କୃତିକ ପରିଷଦର “ଶବରୀ ଭବନ”ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଶବରୀ ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ ଭୁବନେଶ୍ୱରସ୍ଥ ଆଇଆରସି ଭିଲେଜ ଠାରେ କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ନିମନ୍ତେ “ଶବରୀ…

ପଠାନକୋଟ କ୍ୟାଣ୍ଟରୁ ଦକ୍ଷିଣ ଭାରତକୁ ଯାତ୍ରା କରିବ ‘ଭାରତ ଗୌରବ’ ଟ୍ରେନ 

ନୂଆଦିଲ୍ଲୀ: ଦକ୍ଷିଣ ଭାରତର ପ୍ରସିଦ୍ଧ ଧାର୍ମିକ ସ୍ଥଳଗୁଡ଼ିକୁ ଦର୍ଶନ କରିବାକୁ ଚାହୁଁଥିବା ଭକ୍ତମାନଙ୍କ ପାଇଁ ଭାରତ ଗୌରବ ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସ୍ୱତନ୍ତ୍ର ଟ୍ରେନ 28 ଜୁଲାଇରେ ଦକ୍ଷିଣ ଭାରତର ଦିବ୍ୟ ଯାତ୍ରାରେ ବାହାରୁଛି। ଏହି ୧୩ ଦିନିଆ ଯାତ୍ରା ପଠାନକୋଟ…

ଏହି ୩ ଜିଲ୍ଲା ନିମନ୍ତେ ସାଙ୍ଗଠନିକ ପାଇଁ ଷ୍ଟିଅରିଂ କମିଟି ଗଠନ କଲା କଂଗ୍ରେସ

ଭୁବନେଶ୍ୱର: ବଲାଙ୍ଗୀର, ନବରଙ୍ଗପୁର ଓ ଗଞ୍ଜାମ (ପୂର୍ବ) ସାଙ୍ଗଠନିକ ଜିଲ୍ଲାରେ ଜିଲ୍ଲା ସଂଯୋଜକ ନିଯୁକ୍ତି ହୋଇନଥିବାରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ୩ଟି ପୃଥକ ଷ୍ଟିଅରିଂ କମିଟି ଗଠନ କରି ସେମାନଙ୍କ ନାମ ତାଲିକା ନିମ୍ନମତେ ଘୋଷଣା କରିଛନ୍ତି । ବଲାଙ୍ଗୀର…

ଇଂଲଣ୍ଡ ମାଟିରେ ଇତିହାସ ରଚିଲେ ଶୁଭମନ ଗିଲ

ବର୍ମିଂହାମ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ଶୁଭମନ ଗିଲ ଇଂଲଣ୍ଡ ମାଟିରେ ଇତିହାସ ରଚିଛନ୍ତି । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ଦ୍ୱିଶତକ ମାରିଛନ୍ତି । ତାଙ୍କ ପୂର୍ବରୁ କୌଣସି ଭାରତୀୟ ଅଧିନାୟକ ଇଂଲଣ୍ଡ ମାଟିରେ ଦ୍ୱିଶତକ ମାରି ନ ଥିଲେ । ସେହିପରି ପ୍ରଥମ ଏସୀୟ ଅଧିନାୟକ ଭାବେ ଗିଲ…

ଘାନା ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ କଟକର ରୁପା ତାରକସୀ ପର୍ସ ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଘାନା ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ କଟକର ରୁପା ତାରକସୀ ପର୍ସ ଉପହାରରେ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଉପହାରର ଓଡ଼ିଶା ସହ ସମ୍ପର୍କ ରହିଛି। ଏହି ଉପହାରଟି ହେଉଛି କଟକରେ ନିର୍ମିତ ଏକ ସୁନ୍ଦର ରୁପା ତାରକସୀର ପର୍ସ। ରୁପା ତାରକସୀ ହସ୍ତଶିଳ୍ପ ପାଇଁ ସାରା…

SIM କାର୍ଡକୁ ନେଇ ଆସିଲା ସାଂଘାତିକ ଖବର, ସତର୍କ ହୁଅନ୍ତୁ ନହେଲେ…

ନୂଆଦିଲ୍ଲୀ: ଦୂରସଂଚାର ବିଭାଗ (DoT) ଦେଶବ୍ୟାପୀ ଲକ୍ଷ ଲକ୍ଷ ମୋବାଇଲ ଉପଭୋକ୍ତାଙ୍କୁ ସାଇବପ ଅପରାଧୀଙ୍କଠାରୁ ସତର୍କ ରହିବାକୁ ପରାମର୍ଶ ଦେଇଛି, ଯେଉଁମାନେ ସିମ୍‌ କାର୍ଡ ସେବାର ପ୍ରତିନିଧି ସାଜି ଲୋକଙ୍କୁ ଠକିବାକୁ ଚେଷ୍ଟା କରୁଛନ୍ତି। ଏହି ଚେତାବନୀ DoTର ଅଧିକାରିକ X ଆକାଉଣ୍ଟ ମାଧ୍ୟମରେ…

ଦୁଇ ମାସରେ ଆରମ୍ଭ ହେବ ମସ୍କଙ୍କ Starlink ଇଣ୍ଟରନେଟ ସର୍ଭିସ, ଜାଣନ୍ତୁ କେତେ ରହିବ ଦାମ୍

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ମାଲିକାନାଧୀନ ସାଟେଲାଇଟ ଇଣ୍ଟରନେଟ ସେବା ପ୍ରଦାନକାରୀ କମ୍ପାନୀ ଷ୍ଟାରଲିଙ୍କକୁ ସମ୍ପ୍ରତି ଭାରତରେ ସେବା ଆରମ୍ଭ କରିବା ପାଇଁ ଅନୁମତି ମିଳିଛି। ତିନି ବର୍ଷ ପୂର୍ବେ କମ୍ପାନୀ ଏହି ଅନୁମତି ପାଇଁ ଆବେଦନ କରିଥିଲା ଏବଂ ତିନି ବର୍ଷ…