ଖୋଲୁ ଖୋଲୁ ପୁଣି ବ୍ୟାନ୍ ହେଲା ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ…
ନୂଆଦିଲ୍ଲୀ: ଖୋଲିବାର ୨୪ ଘଣ୍ଟା ମଧ୍ୟରେ ଭାରତରେ ପାକିସ୍ତାନୀ ସେଲିବ୍ରିଟି ଏବଂ ପ୍ରଭାବଶାଳୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ପୁଣି ଥରେ ବ୍ୟାନ୍ କରାଯାଇଛି। ଗୋଟିଏ ଦିନ ପୂର୍ବରୁ ଭାରତରେ ଅନେକ ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଦେଖାଯିବା ଆରମ୍ଭ କରିଥିଲା,…