Latest Odisha News

BREAKING NEWS

Monthly Archives

July 2025

ଶେଖ ହାସିନାଙ୍କୁ ୬ ମାସର ଜେଲ ଦଣ୍ଡାଦେଶ

ଢାକା: ବାଂଲାଦେଶର ଢାକାସ୍ଥିତ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ (ଆଇସିଟି) ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆୱାମୀ ଲିଗ୍ ମୁଖ୍ୟ ଶେଖ ହାସିନାଙ୍କୁ ଅଦାଲତଙ୍କ ଅବମାନନା ଅଭିଯୋଗରେ ୬ ମାସ ଜେଲଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ଗତ ବର୍ଷ ଅକ୍ଟୋବରରେ ତାଙ୍କର ଏକ ଫୋନ୍ କଲ୍ ଲିକ୍ ହେବା ପରେ…

ହିମାଚଳରେ ପ୍ରକୃତିର ତାଣ୍ଡବ: ୧୦ରୁ ଅଧିକ ମୃତ, ଅନେକଙ୍କ ମିଳୁନି ପତ୍ତା

ନୂଆଦିଲ୍ଲୀ: ବୁଧବାର ମଧ୍ୟ ହିମାଚଳ ପ୍ରଦେଶରେ ମୌସୁମୀ ତାଣ୍ଡବ ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ବାଦଲ ଫଟା ବର୍ଷା କାରଣରୁ ଆଉ ଦୁଇଟି ମୃତଦେହ ଉଦ୍ଧାର ହୋଇଛି । ଯାହାକୁ ମିଶାଇ ବର୍ଷା ଏବଂ ଭୂସ୍ଖଳନ ସମ୍ବନ୍ଧୀୟ ଘଟଣାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ତେବେ ହିମାଚଳପ୍ରଦେଶର…

ସରକାର ଦେଲେ ଅନୁମତି; ପିକ୍ ଆୱାରରେ ଓଲା-ଉବର ୨ଗୁଣ ଭଡ଼ା ଚାର୍ଜ କରିପରିବେ

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ପିକ୍ ଆୱାରରେ ଓଲା-ଉବର କିମ୍ବା ଅନ୍ୟ କ୍ୟାବ୍ ଆଗ୍ରିଗେଟରଙ୍କ ଟ୍ୟାକ୍ସିରେ ଯାତ୍ରା କରନ୍ତି, ତେବେ ଭବିଷ୍ୟତରେ ଅଧିକ ଟଙ୍କା ଦେବାକୁ ପଡିପାରେ । ସରକାର ପିକ୍ ଆୱାରରେ ମୂଳ ଭଡ଼ାର ୨ ଗୁଣ ପର୍ଯ୍ୟନ୍ତ ଆଦାୟ କରିବାକୁ କ୍ୟାବ୍ ଆଗ୍ରିଗେଟରମାନଙ୍କୁ ଅନୁମତି…

୨ ଅନୁସୂଚିତ ଜାତିର ବ୍ୟକ୍ତିଙ୍କୁ ଅତ୍ୟାଚାର ଘଟଣା; ନିଜ ଆଡୁ ମାମଲା ରୁଜୁ କଲା ଏନଏଚଆରସି

ନୂଆଦିଲ୍ଲୀ: ଗଞ୍ଜାମ ଜିଲ୍ଲାରେ ଅନୁସୂଚିତ ଜାତିର ଦୁଇଜଣ ବ୍ୟକ୍ତିଙ୍କ ଉପରେ ହୋଇଥିବା ଅମାନବୀୟ ଅତ୍ୟାଚାର ସମ୍ପର୍କିତ ଖବରକୁ ଭିତ୍ତିକରି ଜାତୀୟ ମାନବାଧିକାର କମିଶନ (ଏନ୍‍ଏଚ୍‍ଆର୍‍ସି) ନିଜଆଡ଼ୁ ମାମଲା ରୁଜୁ କରିଛି। ଏହି ଘଟଣାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ…

ଯୋଗାଣ ଅଧିକାରୀଙ୍କୁ ଘେରିଲେ ଚାଷୀ

ବରଗଡ: ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଧାନ କିଣା ବିକା ପ୍ରକ୍ରିୟା ରହିଥିଲା । ହେଲେ କାର୍ଯ୍ୟକାଳ ଶେଷ ହୋଇଥିଲେ ସୁଦ୍ଧା ଚାଷୀ ଧାନ ବିକ୍ରି କରି ନ ପାରିଥିବା ହେତୁ ଚାଷୀ ନିରାଶ ହୋଇ ଘେରିଛନ୍ତି ଯୋଗାଣ ଅଧିକାରୀଙ୍କୁ l ସେଥିପାଇଁ ଚାଷୀମାନେ ଯୋଗାଣ ଅଧିକାରୀଙ୍କୁ ଘେରାଉ କରିଛନ୍ତି । ରବି…

ସିନ୍ଧୁ ଜଳ ଚୁକ୍ତିନାମା ନେଇ ପାକ୍ ଚିନ୍ତିତ, ଦେଶକୁ ଜଳ ଯୋଗାଇବା ପାଇଁ ଶାହବାଜଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ପାକିସ୍ତାନର ଜଳ ସଂରକ୍ଷଣ କ୍ଷମତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାର ଭାରତର ନିଷ୍ପତ୍ତିକୁ ଇଙ୍ଗିତ କରି ସରିଫ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ…

ବିରୋଧୀଙ୍କୁ ଆଇନମନ୍ତ୍ରୀଙ୍କ ଟାର୍ଗେଟ: କହିଲେ, ରଥଯାତ୍ରାକୁ ନେଇ କରାଯାଉଛି ରାଜନୀତି

ଭୁବନେଶ୍ଵର: ରଥଯାତ୍ରା ପ୍ରସଙ୍ଗରେ ବିରୋଧୀଙ୍କୁ ଆଇନମନ୍ତ୍ରୀଙ୍କ ଟାର୍ଗେଟ। ରଥଯାତ୍ରା ପ୍ରସତଙ୍ଗରେ ବିରୋଧୀଙ୍କ ଅଭିଯୋଗ ନେଇ କଡ଼ା ଜବାବ ଦେଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ସେ କହିଛନ୍ତି, ଯେଉଁମାନେ ଅକର୍ମା ଲୋକ ବୋଲି ନିଜକୁ ପ୍ରମାଣିତ କରିସାରିଛନ୍ତି ସେମାନେ ଅଧିକ କଥା…

ସରକାରଙ୍କ କଥା ରଖିଲା ଓଆରଏସ୍‌ ସଂଘ, କେବଳ ରଥ ଓ ବନ୍ୟା ଡ୍ୟୁଟିରେ ଯୋଗଦେବେ

ଭୁବନେଶ୍ୱର: ଓଏଏସ୍‌ ସଂଘର ନିଷ୍ପତ୍ତିକୁ ସମର୍ଥନ ଜଣାଇ ଛୁଟିରେ ଥିବା ଓଆରଏସ୍‌ ସଂଘ ଆନ୍ଦୋଳନରୁ ଓହ୍ଲାଇଛି।ରାଜସ୍ବ ମନ୍ତ୍ରୀଙ୍କ ଅନୁରୋଧ ଅନୁସାରେ ରଥ, ବନ୍ୟା ଡ୍ୟୁଟିରେ ଯୋଗଦାନ ନେଇ ସମ୍ମତି ଦେଇଛି ସଂଘ। ବୈଠକ ପରେ ନିଷ୍ପତ୍ତି ନେଇ ଅବଗତ କରାଇଛି ସଂଘ। ଯଦିଓ ସେମାନେ ରଥ, ବନ୍ୟା…

ଆମେରିକାରେ ହିନ୍ଦୁ ମନ୍ଦିରରେ ପୁଣି ଆକ୍ରମଣ; କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା ଭାରତ

ନୂଆଦିଲ୍ଲୀ:ପୁଣିଥରେ ଆମେରିକାରେ ଇସ୍କନ ମନ୍ଦିରକୁ ଟାର୍ଗେଟ କରାଯାଇଛି। ଅପରାଧୀମାନେ ଏବେ ୟୁଟାର ସ୍ପାନିସ୍ ଫୋର୍କରେ ଅବସ୍ଥିତ ଇସ୍କନ ଶ୍ରୀ ଶ୍ରୀ ରାଧା କୃଷ୍ଣ ମନ୍ଦିରକୁ ଟାର୍ଗେଟ କରି ଗୁଳି ଚଳାଇଛନ୍ତି। ଏହି ମନ୍ଦିର ଏହାର ବାର୍ଷିକ ହୋଲି ଉତ୍ସବ ପାଇଁ ବିଶ୍ୱବ୍ୟାପୀ ପ୍ରସିଦ୍ଧ। ଅତି…

ପୁରୀ ଦଳାଚକଟା ଘଟଣା; ଯାଞ୍ଚରେ ଅନୁ ଗର୍ଗଙ୍କୁ ସହାୟତା କରିବେ ୪ ଓଏଏସ

ଭୁବନେଶ୍ୱର: ପୁରୀର ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲିରେ ହୋଇଥିବା ଦଳାଚକଟା ଘଟଣାର ବିସ୍ତୃତ ତଦନ୍ତ ପାଇଁ ଉନ୍ନୟନ କମିଶନର-କମ୍-ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗଙ୍କୁ ସହାୟତା କରିବେ ଓଏଏସ ଅଧିକାରୀ। ଏଥିପାଇଁ ବୁଧବାର ଓଡ଼ିଶା ସରକାର ଚାରି ଜଣ ଓଏଏସ ଅଧିକାରୀଙ୍କ ଏକ କମିଟି ଗଠନ…