Latest Odisha News

BREAKING NEWS

Monthly Archives

July 2025

ଅତିରିକ୍ତ ଯାତ୍ରୀ ଭିଡ଼ ଏଡ଼ାଇବାକୁ ପ୍ରୟାସ: ରାଜଧାନୀ ଏବଂ ରାଜ୍ୟରାଣୀ ଏକ୍ସପ୍ରେସ୍ ଟ୍ରେନରେ ଅତିରିକ୍ତ କୋଚ୍ ସଂଯୋଗ

ଭୁବନେଶ୍ୱର: ଯାତ୍ରୀ ସୁବିଧା ବୃଦ୍ଧି କରିବା ପାଇଁ ଏକ ସକ୍ରିୟ ପଦକ୍ଷେପ ସ୍ୱରୂପ ପୂର୍ବ ତଟ ରେଳପଥ ରାଜଧାନୀ ଏବଂ ରାଜ୍ୟରାଣୀ ଏକ୍ସପ୍ରେସ୍ ଟ୍ରେନ ଦ୍ୱୟରେ ଅତିରିକ୍ତ ଏସି-୩ ଟାୟାର କୋଚ୍ ଅସ୍ଥାୟୀ ସଂଯୋଗ ପାଇଁ ନିଷ୍ପତ୍ତି ନେଇଛି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଅଧିକ ଚାହିଦା ଥିବା ସମୟରେ…

ଫୁଲୁଛି ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକା: ବନ୍ୟା ମୁକାବିଲା ପାଇଁ ୨୪X୭ ସଜାଗ ଅଛି ଓଡ୍ରାଫ ଟିମ୍

ଭୁବନେଶ୍ୱର: ଉତ୍ତର ଓଡିଶାର ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଏବଂ ଜଳକା ଭଳି ପ୍ରମୁଖ ନଦୀର ଜଳସ୍ତର ବୃଦ୍ଧି ପରେ ବନ୍ୟା ପରିସ୍ଥିତି ଦେଖା ଯାଇଥିଲା। ଏହି ପରିପ୍ରେକ୍ଷୀରେ ଓଡ଼ିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ ଫୋର୍ସ (ODRAF) ବନ୍ୟା…

ଚୀନରେ ହେବାକୁ ଯାଉଛି କି କ୍ଷମତା ପରିବର୍ତ୍ତନ?

ନୂଆଦିଲ୍ଲୀ: କୁଆଡେ ଗଲେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ? ଗତ ଦୁଇ ସପ୍ତାହ ହେଲା ସେ ଅନ୍ତର୍ଜାତୀୟ ଦୃଶ୍ୟପଟ୍ଟରୁ ଗାଏବ ରହିଛନ୍ତି । ୨୦୧୩ ଆରମ୍ଭରୁ କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନାର ଦାୟିତ୍ବ ନେବା ପରଠୁ ଲଗାତର ଚର୍ଚ୍ଚାରେ ରହିଛନ୍ତି ଜିନପିଙ୍ଗ । କେତେବେଳେ ପଡୋଶୀ ଦେଶ ସହ ସଂଘର୍ଷକୁ…

ବିଏମସି ମାଡ଼ ଘଟଣା: ଜଗନ୍ନାଥ ପ୍ରଧାନଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ ଦାବି

ଭୁବନେଶ୍ୱର: ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ OAS ସଂଘର ଚେତାବନୀ। ସଂଘର ବୈଠକରେ ଜଗନ୍ନାଥ ପ୍ରଧାନଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ ଦାବି। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେବାକୁ ହେଲା ପ୍ରସ୍ତାବ ପାରିତ।  ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ…

ଟିଏସଜି ଗୁରୁକୂଳ ପରିସରରେ ସାହିତ୍ୟ ପତ୍ରିକା “ଅନ୍ନପୂର୍ଣ୍ଣା” ଉନ୍ମୋଚିତ

ଭୁବନେଶ୍ୱର: ସମ୍ ହସ୍ପିଟାଲ ନିକଟ ଗୋଠପାଟଣା ଠାରେ ଟିଏସ୍‌ଜି ଗୁରୁକୂଳ ପରିସରରେ ଅନ୍ନପୂର୍ଣ୍ଣା ସାହିତ୍ୟ ପରିଷଦ ଆନୁକୂଲ୍ୟରେ ଓଡ଼ିଆ ସାହିତ୍ୟର ନବମୂର୍ଚ୍ଛନା, “ଅନ୍ନପୂର୍ଣ୍ଣା” ପତ୍ରିକାର ରଥଯାତ୍ରା ବିଶେଷାଙ୍କ-୨୦୨୫ ଉନ୍ମୋଚିତ ହୋଇଯାଇଛି । ଭାଷା ହିଁ ଗୋଟିଏ ଜାତିର ପ୍ରାଣ ଏବଂ ସାହିତ୍ୟ…

ଅନୁଶାସନ ହୁଗୁଳା…ଚାପରେ ମୋହନ, ମନମୋହନ !

ଭୁବନେଶ୍ବର: ଗତ ନିର୍ବାଚନରେ ଐତିହାସିକ ରାୟ ଦେଲା ଓଡିଶା । ପ୍ରଥମ ଥର ପାଇଁ ରାଜ୍ୟରେ ଏକାକୀ କ୍ଷମତାକୁ ଆସିଲା ବିଜେପି । ଦଳ ପାଇଁ ବଡ଼ ସୁଯୋଗ ତ ଥିଲା ତା ସାଙ୍ଗକୁ ଆଗରେ ରହିଥିଲା ବଡ଼ ଚ୍ୟାଲେଞ୍ଜ । ରାଜ୍ୟ ସରକାର ଦାୟିତ୍ବ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଦେଲା ବିଜେପି ଶୀର୍ଷ ନେତୃତ୍ବ…

ଜୁଲାଇ ୭ ଯାଏଁ ରାଜ୍ୟରେ ଅତିରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଏହାର ପଡ଼ୋଶୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ଏବଂ ସକ୍ରିୟ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରଭାବରେ ଜୁଲାଇ ୭ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବୁଧବାର ସୂଚନା…

ସୁରକ୍ଷାବାହିନୀକୁ ବଡ଼ ସଫଳତା; ସରଣ୍ଡା ଜଙ୍ଗଲରୁ ଉଦ୍ଧାର ହେଲା ୧୮ହଜାର ଡେଟୋନେଟର୍‌

ରାଉରକେଲା: ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲା ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ସକ୍ରିୟ ମାଓବାଦୀ ସଙ୍ଗଠନର ଏକ ବଡ଼ ଷଡ଼ଯନ୍ତ୍ର ପଣ୍ଡ ହୋଇଛି । ସୁରକ୍ଷାବାହିନୀ ଦ୍ବାରା ସରଣ୍ଡା ଜଙ୍ଗଲରୁ ଜବତ ହେଲା ୧୮ ହଜାର ଡେଟୋନେଟର୍ । ଝାଡ଼ଖଣ୍ଡ ଜାଗୁଆର୍‌ ଓ CRPF ୬୦ ବାଟାଲାୟନର ମିଳିତ…

ବିଏମସି ମାଡ ଘଟଣା: ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଲେ ମେୟର, କହିଲେ, ‘ମାଷ୍ଟର ମାଇଣ୍ଡକୁ ଗିରଫ କର’

ଭୁବନେଶ୍ବର: ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ ଘଟଣାକୁ ପରେ ଏବେ ମେୟରଙ୍କୁ ଘାରିଛି ବିଏମସି ଅଫିସ ସୁରକ୍ଷା ଚିନ୍ତା । ଏନେଇ ମେୟର ସୁଲୋଚନା ଦାସ ବିଏମସି ଅଫିସର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି । ଏଥିସହିତ ଯିଏ ମାଷ୍ଟରମାଇଣ୍ଡ ତାକୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ମେୟର ।…

ଟ୍ରାଫିକ୍ ଜାମ୍ ପାଇଁ ଗଲା ୩ ଜୀବନ: ଏନଏଚଏଆଇ କହିଲା- ବିନା କାମରେ କାହିଁକି ଘରୁ ବାହାରୁଛନ୍ତି ଲୋକେ

ଭୋପାଳ: ମଧ୍ୟପ୍ରଦେଶର ଇନ୍ଦୋରର ଇନ୍ଦୋର-ଦେବାସ ରାସ୍ତାରେ ୪୦ ଘଣ୍ଟା ଧରି ଟ୍ରାଫିକ ଜାମ ଯୋଗୁଁ ଶୁକ୍ରବାର ଦିନ ତିନି ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ହୃଦଘାତ ହୋଇଥିଲା ଏବଂ ଜଣେ ରୋଗୀଙ୍କ ହସ୍ପିଟାଲ ପହଞ୍ଚିବା ପୂର୍ବରୁ ଅମ୍ଳଜାନ ସରିଯାଇଥିଲା। ଏହି କାରଣରୁ ଏହି…