୫ ଦେଶ ଗସ୍ତରେ ବାହାରିଲେ ପ୍ରଧାନମନ୍ତ୍ରୀ ମୋଦି: ଜାଣନ୍ତୁ କାହିଁକି ଏହା ଗୁରୁତ୍ବପୂର୍ଣ୍ଣ…..
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ୨ ରୁ ୯ ଜୁଲାଇ ପର୍ଯ୍ୟନ୍ତ ୫ ଟି ଦେଶ - ଘାନା, ତ୍ରିନିଦାଦ ଏବଂ ଟୋବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ ଏବଂ ନାମିବିଆ ଗସ୍ତ ପାଇଁ ବାହାରି ଯାଇଛନ୍ତି । ଏହି ସମୟରେ, ସେ ଏହି ଦେଶର ନେତାମାନଙ୍କୁ ଭେଟିବେ, ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ…