Latest Odisha News

BREAKING NEWS

Monthly Archives

July 2025

ବର୍ମିଂହାମରେ ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାତ କଲେ ଓଡ଼ିଶା ପୋଲିସ କନଷ୍ଟେବଳ

ଭୁବନେଶ୍ୱର: ଯୁକ୍ତରାଷ୍ଟ୍ର ଆମେରିକାର ବର୍ମିଂହାମରେ ଅନୁଷ୍ଠିତ ହୋଇଥିବା ପ୍ରତିଷ୍ଠିତ ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ୨୦୨୫ରେ ଓଡ଼ିଶା ପୋଲିସର କନଷ୍ଟେବଳ ଅଶୋକ ଦଣ୍ଡସେନା ଓ ସୁସ୍ମିତା ଟିଗା ରାଜ୍ୟ ପୋଲିସ ପାଇଁ ଗୌରବ ଆଣିଛନ୍ତି। ଅଶୋକ ଦଣ୍ଡସେନା ୮୦୦ ମିଟର (ପୁରୁଷ ବର୍ଗ)…

BMC ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ ଆଉ ୨ ଗିରଫ

ଭୁବନେଶ୍ୱର: କମିଶନରେଟ୍ ପୋଲିସ ମଙ୍ଗଳବାର ଦିନ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ଏହାକୁ ମିଶାଇ ଗିରଫଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ସେମାନେ ହେଲେ ଝାରପଡ଼ାର ସଞ୍ଜୀବ ମିଶ୍ର…

ଭାରତ-ବାଂଲାଦେଶ କ୍ରିକେଟ ସିରିଜ ଆୟୋଜନ ନେଇ ଲାଗି ରହିଛି ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ହେବାକୁ ଥିବା କ୍ରିକେଟ ସିରିଜ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗିରହିଛି । ବାଂଲାଦେଶ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ଅନୀମୁଲ ଇସଲାମ କହିଛନ୍ତି ଯେ, ଭାରତ ବିପକ୍ଷ ଦିନିକିଆ ଓ ଟି୨୦ ସିରିଜକୁ ନେଇ ସ୍ଥିତି ସ୍ପଷ୍ଟ ହୋଇନି । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ…

ଭୁବନେଶ୍ୱର ବିମାନବନ୍ଦରରେ ମକଡ୍ରିଲ୍

ଭୁବନେଶ୍ୱର: ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ମକ୍ ଡ୍ରିଲ୍ ହୋଇଛି। ଯାହା ବିମାନ ଦୁର୍ଘଟଣାର ମୁକାବିଲା ପାଇଁ ଏକ ପ୍ରସ୍ତୁତି ପ୍ରଦର୍ଶନ କରିଥିଲା। ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ ସୋମବାର ଅନୁଷ୍ଠିତ ଏହି ଅଭ୍ୟାସରେ ୨୨୨ ଜଣ ଯାତ୍ରୀ ଥିବା ଏକ A321…

ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର

କଟକ: ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା ପ୍ରତିବାଦରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର OAS, ORS ଅଫିସର । ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନ ହେବା ଯାଏଁ ଛୁଟିରେ ରହିବେ । କଟକ, ଜଗତସିଂହପୁର, ଭଦ୍ରକ, ରାୟଗଡ଼ା, ଦେବଗଡ଼, ସୁବର୍ଣ୍ଣପୁର, ବାଲେଶ୍ୱର ଓ…

ଆଉ ଚାଲିବନି ତହସିଲଦାରଙ୍କ ବାବୁ ଗିରି: ମନମୁଖୀ କାମ ପାଇଁ କାରଣ ଦର୍ଶାଅ ନୋଟିସ୍

କେନ୍ଦୁଝର: ଘସିପୁରା ତହସିଲଦାର ଅଭୟ ସ୍ୱାଇଁଙ୍କୁ କାରଣ ଦର୍ଶାଅ ନୋଟିସ୍। ତହସିଲଦାର ଅଭୟ ସ୍ୱାଇଁଙ୍କୁ କାରଣ ଦର୍ଶାଅ ନୋଟିସ କଲା ରାଜସ୍ୱ ବିଭାଗ। ବାହାରେ ଚପଲ ରଖି ତହସିଲ ଭିତରକୁ ଆସିବାକୁ କରିଥିଲେ ନିୟମ। ଲୋକଙ୍କୁ ଖରାପ ବ୍ୟବହାର କରୁଥିବା ନେଇ ହୋଇଥିଲା ଅଭିଯୋଗ। ଗଣମାଧ୍ୟମରେ ଖବର…

ସେବାୟତ ଅନଧିକୃତ ନୁହନ୍ତି: ଆଇନ ମନ୍ତ୍ରୀ

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କ ସହ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି । ସେବାୟତଙ୍କ ସହ ବୈଠକ ପରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ଏହାପରେ ଅଫିସର ମାନଙ୍କୁ ନେଇ ହେବ ବୈଠକ । ମୁଖ୍ୟମନ୍ତ୍ରୀ ନେବେ ବୈଠକ । ପରେ ସେବକଙ୍କ ସହ ଆଲୋଚନା…

ମା’ ହେବ ମରାଠା ବାଘୁଣୀ, ୩ ବର୍ଷୀୟା ‘ଜିନ୍ନତ’ ଗର୍ଭବତୀ

ଭୁବନେଶ୍ୱର: ମାଆ ହେବ ମରାଠା ବାଘୁଣୀ 'ଜିନ୍ନତ'। ମହାରାଷ୍ଟ୍ର ତଡ଼ଭା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ଆସିଥିବା ୩ ବର୍ଷିୟା ବାଘୁଣୀ ଏବେ ଗର୍ଭବତୀ ଅଛନ୍ତି। ୩ ରାଜ୍ୟର ୭ ଜଙ୍ଗଲ ଘୂରିକି ଫେରିଥିବା ଏହି ମରାଠା ବାଘୁଣୀ ଶିମିଳିପାଳ ଅଭୟାରଣ୍ୟର ଜଣାଶୁଣା ମହାବଳ ‘ଟି-୧୨’ ସହ ସହବାସ ହୋଇଛି।…

ବାଣ କାରଖାନାରେ ବିସ୍ଫୋରଣ; ଚାଲିଗଲା ୫ ଶ୍ରମିକଙ୍କ ଜୀବନ

ଚେନ୍ନାଇ: ତାମିଲନାଡୁର ବିରୁଧୁନଗର ଜିଲ୍ଲାର ଶିବକାସୀରେ ଏକ ବାଣ ତିଆରି କାରଖାନାରେ ମଙ୍ଗଳବାର ଦିନ ହଠାତ୍ ବିସ୍ଫୋରଣ ଘଟିଥିଲା। ବାଣ କାରଖାନାରେ ବିସ୍ଫୋରଣରେ ୨ ଜଣ ମହିଳାଙ୍କ ସମେତ ଅତି କମରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ…

ପୁଣି ଟ୍ରମ୍ପ-ମସ୍କ ମୁହାଁମୁହିଁ

ନୂଆଦିଲ୍ଲୀ: ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ଏଲନ ମସ୍କ ମୁହାଁମୁହିଁ । ଟ୍ରମ୍ପଙ୍କ ବହୁଚର୍ଚ୍ଚିତ ଓ୍ବାନ୍ ବିଗ୍, ବିୟୁଟିଫୁଲ୍ ବିଲକୁ ନେଇ ଉଭୟ ପକ୍ଷରୁ ଜୋରଦାର ବୟାନବାଜି କରାଯାଉଛି । ବିଲକୁ କଡା ସମାଲୋଚନା କରିଛନ୍ତି କୋଟିପତି ବ୍ୟବସାୟୀ ଏଲନ ମସ୍କ । ଟ୍ରମ୍ପଙ୍କ ଏହି…