କେରଳୀ ନର୍ସ ନିମିଶା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ୍; ଆଜୀବନ ଭୋଗିପାରନ୍ତି ଜେଲ୍ ଦଣ୍ଡ!
ସାନା: ୟେମେନ୍ରେ କେରଳୀ ନର୍ସ ନିମିଶା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ୍ । ଏନେଇ 'ଗ୍ରାଣ୍ଡ୍ ମୁଫ୍ତି ଅଫ୍ ଇଣ୍ଡିଆ' ଅଫିସ୍ ପକ୍ଷରୁ ଘୋଷଣା କରାଯାଇଛି । ୟେମେନର ରାଜଧାନୀ ସାନାରେ ଏକ ହାଇ ଲେଭଲ ମିଟିଂ ପରେ ଏହି ନିଷ୍ପତ୍ତି ନିଆଯାଇଛି । ୟେମେନ୍ ନାଗରିକଙ୍କୁ ହତ୍ୟା ଅଭିଯୋଗରେ ତାଙ୍କୁ…