ମାନୁନି ପାକିସ୍ତାନ…ହେବ କି ଅପରେସନ୍ ସିନ୍ଦୂର-୨?
ନୂଆଦିଲ୍ଲୀ: ହାରିବା ପରେ ବି ବଦଳୁନି ପାକିସ୍ତାନ । ଦେଶର ସେନା ମୁଖ୍ୟ ଅସିମ ମୁନିର ପୁଣି ଜାମ୍ମୁ କାଶ୍ମୀରକୁ ନେଇ ଦେଇଛନ୍ତି ବିବାଦୀୟ ବୟାନ । ଜାମ୍ମୁ କାଶ୍ମୀରରେ ଆତଙ୍କବାଦକୁ ଖୋଲାଖୋଲି ସମର୍ଥନ କରିଛନ୍ତି । କାଶ୍ମୀରରେ ଆତଙ୍କବାଦକୁ ବୈଧ ସଂଘର୍ଷ କହିବା ସହ ଏହା ସମର୍ଥନରେ ସବୁବେଳେ…