Latest Odisha News

BREAKING NEWS

Monthly Archives

July 2025

ବିଏମସି ଅତିରିକ୍ତ କମିଶନର ଆକ୍ରମଣ ଘଟଣା: ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ଭୁବନେଶ୍ବର: ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ। ବିଏମସି ଅଫିସରେ ଅତିରିକ୍ତ କମିଶନରଙ୍କୁ ଆକ୍ରମଣର ପ୍ରତିବାଦରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ। ଠିଆ ହୋଇ ରହିଛି ୧୫ ସଫେଇ ଗାଡ଼ି। ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ସଫେଇ…

ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମହାପ୍ରଭୁଙ୍କ ଆଗାମୀ ନିତିକାନ୍ତି ନେଇ ଆଲେଚନା କରିବେ। ଗତ ରବିବାର ବଡି ଭୋରରୁ ଘଟିଥିବା ଅଘଟଣ ପରେ ଆଜି ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ ଅପରାହ୍ଶ ୩ଟାରେ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି । ପୁରୀରେ ଶ୍ରୀମନ୍ଦିର ସେବାୟତଙ୍କ ସହ…

‘ବୋଟକ୍ସକୁ କୁହ ବାଏ ବାଏ’: ଶେଫାଳୀଙ୍କ ମୃତ୍ୟୁକୁ ନେଇ ପ୍ରଶଂସକଙ୍କୁ ପରାମର୍ଶ ଦେଲେ ମଲ୍ଲିକା

ମୁମ୍ବାଇ: ୪୨ ବର୍ଷୀୟା ଅଭିନେତ୍ରୀ ଶେଫାଳୀ ଜରିୱାଲାଙ୍କ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଛି। ଏତେ କମ ବୟସରେ ସେ ହୃଦଘାତରେ ମୃତ୍ୟୁ ହେବା ଏବେ ସାଧାରଣ ଲୋକଙ୍କର ଚିନ୍ତା ବଢାଇଛି। କାରଣ ଗତ କିଛି ଦିନ ମଧ୍ୟରେ କମ୍ ବୟସରେ ହୃଦଘାତରେ ଅନେକ କଳାକାରଙ୍କ ମୃତ୍ୟୁ ନେଇ ସମସ୍ତେ…

ହ୍ୱାଟସଆପ୍ ଆଣ୍ଡ୍ରଏଡ୍ ୟୁଜରଙ୍କ ପାଇଁ ଆଣିଲା ଏହି ନୂଆ ଫିଚର..

ନୂଆଦିଲ୍ଲୀ: କୌଣସି ଡକ୍ୟୁମେଣ୍ଟକୁ ସ୍କାନ୍ କରି ହ୍ୱାଟସଆପରେ ପଠାଇବାକୁ ହେଲେ କ୍ୟାମ ସ୍କାନର, ଆଡୋବ ସ୍କାନ ଭଳି ଏକ ପୃଥକ ଥାର୍ଡପାର୍ଟି ଆପ୍ ବ୍ୟବହାର କରିବାକୁ ପଡୁଥିଲା। କିନ୍ତୁ ଏବେ WhatsApp ଆପ୍ ଭିତରେ ଏହି ସ୍କାନିଂ ଫିଚର ଯୋଡ଼ି ହେଇଛି। ଫଳରେ ଅନ୍ୟ କୌଣସି ଆପ୍ ନ ଖୋଲି ଆପଣ…

ବିଷାକ୍ତ ଛତୁ ଖାଇ ୮ ଅସୁସ୍ଥ, ଏମକେସିଜି ମେଡିକାଲ ସ୍ଥାନାନ୍ତର

ବ୍ରହ୍ମପୁର: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାର ୮ ଅସୁସ୍ଥ। ଗଞ୍ଜାମ ବ୍ଳକ ସାତୁଳି ଗ୍ରାମର ଗୋଟିଏ ପରିବାର ବିଲରେ ଫୁଟିଥିବା ଛତୁ ଖାଇ ୮ ଜଣ ଅସୁସ୍ଥ। ୮ଜଣଙ୍କୁ ପ୍ରଥମେ ନିକଟସ୍ଥ ଖଣ୍ଡିଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ଥିବାରୁ…

ଖାଦ୍ୟରୁ ୧୦% ତେଲ କରନ୍ତୁ କମ୍; ମିଳିବ ଏହି ଲାଭ…

ଭୁବନେଶ୍ବର:ତେଲ ଆମ ଖାଦ୍ୟର ଏକ ଅତ୍ୟାବଶ୍ୟକୀୟ ଅଂଶ କିନ୍ତୁ ଯେତେବେଳେ ଏହାର ପରିମାଣ ସୀମିତ ନରହେ, ଏହା ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଯଦି ଆମେ ଆମର ଦୈନନ୍ଦିନ ଖାଦ୍ୟରେ ତେଲର ପରିମାଣ ମାତ୍ର ୧୦% ହ୍ରାସ କରିବା, ତେବେ ଆମେ ଶରୀର ଉପରେ ଅନେକ ସକାରାତ୍ମକ ପ୍ରଭାବ…

ପ୍ରିୟଙ୍କା ଚୋପ୍ରାଙ୍କ ଓଡ଼ିଶା ପ୍ରେମ: ‘ଏସଏସଏମବି ୨୯’ ପାଇଁ ମୟୂରଭଞ୍ଜ ଛଉ ନୃତ୍ୟରେ ନେଲେ ଟ୍ରେନିଂ

ହାଇଦ୍ରାବାଦ: ଦେଶୀ ଗାର୍ଲ ପ୍ରିୟଙ୍କ ଚୋପ୍ରାଙ୍କ ଓଡିଶା ପ୍ରେମ। ତାଙ୍କ ଆଗମୀ ଫିଲ୍ମ ‘ଏସଏସଏମବି ୨୯’ ପାଇଁ ମୟୂରଭଞ୍ଜ ଛଉ ନୃତ୍ୟରେ ଟ୍ରେନିଂ ନେଇଛନ୍ତି। ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ ଅଭିନୀତ ଏସଏସ ରାଜାମୌଲିଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର SSMB29 ଶୀର୍ଷକରେ ଅଭିନୀତ,…

ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବା ନେଇ ପୂର୍ବାନୁମାନ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆସନ୍ତା ୫ ଦିନ ଯାଏ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି। ଉତ୍ତର ଓ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିପାରେ। ହେଲେ ଜୁଲାଇ ୫ ପରଠାରୁ ବର୍ଷାର ପରିମାଣ କମିପାରେ। ସମଗ୍ର ଜୁଲାଇ ମାସରେ…

ଗାଧୋଇବା ପାଣିରେ ଏହି ପ୍ରାକୃତିକ ଜିନଷି ମିଶାନ୍ତୁ, ଦୂର ହେବ ସ୍କିନ ଆଲର୍ଜି

ଭୁବନେଶ୍ବର: ବର୍ଷା ଋତୁ ଗୋଟିଏ ପଟେ ଆଶ୍ୱସ୍ତି ଆଣିଥାଏ, ଅନ୍ୟପଟେ ଏହା ଚର୍ମ ସମସ୍ୟା ମଧ୍ୟ ସୃଷ୍ଟି କରେ। କ୍ରମାଗତ ଭାବରେ ଆର୍ଦ୍ରତା, ମଇଳା ଏବଂ ଝାଳ ଚର୍ମକୁ ଇରିଟେଟ କରିବା ଆରମ୍ଭ କରେ।  ସ୍କିନରେ କୁଣ୍ଡାଇ ହେବା ବ୍ରଣ ଭଳି ଲକ୍ଷଣ ସାଧାରଣ  ଭାବେ ଦେଖାଯାଇଥାଏ । ମହଙ୍ଗା ପ୍ରଡକ୍ଟ…

ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍‌ଶୀଘ୍ର ହେବାକୁ ଯାଉଛି ବାଣିଜ୍ୟ ଚୁକ୍ତି

ନୂଆଦିଲ୍ଲୀ: ଆମେରିକା ଏବଂ ଭାରତ ମଧ୍ୟରେ ସମ୍ପର୍କକୁ ନେଇ ଅନେକ ଥର ବିବୃତ୍ତି ଆସିଛି। ଆମେରିକା ରାଷ୍ଟ୍ରପତି ନିଜେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ବହୁତ ଭଲ ବନ୍ଧୁ ବୋଲି ବର୍ଣ୍ଣନା କରିଛନ୍ତି। ଏବେ ପୁଣି ଥରେ ଏହି ଦୃଢ଼ ସମ୍ପର୍କକୁ ହ୍ୱାଇଟ୍ ହାଉସ୍ ଦ୍ୱାରା ନିଶ୍ଚିତ କରାଯାଇଛି।…