Latest Odisha News

BREAKING NEWS

Monthly Archives

July 2025

ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ପୁରୀ-ପାଟନା ଏକ୍ସପ୍ରେସ ଟ୍ରେନ

ପୁରୀ: ଆଜି ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ପୁରୀ-ପାଟନା ଏକ୍ସପ୍ରେସ ଟ୍ରେନ। ସାକ୍ଷୀଗୋପାଳ ବୀରାରାମଚନ୍ଦ୍ରପୁର ନିକଟରେ । ଟ୍ରେନ ଲାଇନ ପାର୍‌ ହେବା ବେଳେ ଟ୍ରାକ୍ଟରଟି ଟ୍ରାକ୍‌ରେ ଅଟକି ଯାଇଥିଲା । ଫଳରେ ଦ୍ରୁତଗତିରେ ଆସୁଥିବା ପୁରୀ-ପାଟନା ଏକ୍ସପ୍ରେସ ର ଧକ୍କାରେ ଟ୍ରାକ୍ଟର ଚୁରମାର…

ଆହୁରି ୨ ଦିନ ଯାଏଁ ପ୍ରବଳ ବର୍ଷା; ଏସଆରସିଙ୍କ ଆଡଭାଇଜରି ଜାରି…

ଭୁବନେଶ୍ୱର: ଆସନ୍ତା ଦୁଇ ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା, ବଜ୍ରପାତ ଏବଂ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୋମବାର ଦିନ କହିଛି। ଜୁଲାଇ ୩୦ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ଆଇଏମଡି ଏକ ହଳଦିଆ ସତର୍କତା ଜାରି କରିଛି।…

ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାନ ରଖି କାନ୍ଦିଲେ ଚାଷୀ

ପୁରୀ: ପୁରୀ ଜିଲ୍ଲାର ବ୍ରହ୍ମଗିରି ସମେତ ବିଭିନ୍ନ ଅଞ୍ଚଳର ୭୦ ପ୍ରତିଶତ ଲୋକ ଲୋକେ ଚାଷ ଉପରେ ନିର୍ଭର କରନ୍ତି । ହେଲେ ସରକାର ସେମାନଙ୍କ ପ୍ରତି ବୈମାତୃକ ମନୋଭାବ ରଖୁଥିବା ଅଭିଯୋଗ ହୋଇଛି । ଗତ ରବି ଋତୁରେ ଚାଷୀମାନଙ୍କ ସମସ୍ତ ଧାନ କିଣିବା ପାଇଁ ସରକାରଙ୍କ ତରଫରୁ ଧାନ କିଣିବାପାଇଁ ଘୋଷଣା…

ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ ଘଟଣା; ବିଜ୍ଞାନ ଶିକ୍ଷକ ନିଲମ୍ବିତ

କେନ୍ଦ୍ରାପଡ଼ା: ରାଜନଗର ବ୍ଲକ୍‌ର ଏକ ଉଚ୍ଚ ବିଦ୍ୟାଳୟ ଶିକ୍ଷକଙ୍କ ନାଁରେ ୭ ଛାତ୍ରୀଙ୍କ ଅଭିଯୋଗ । ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ଅଭିଯୁକ୍ତ ଶିକ୍ଷକ ଅମର ପ୍ରସାଦ ମଲିକଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ। ତାଳଚୁଆ ଥାନାରେ ପ୍ରଧାନ ଶିକ୍ଷକଙ୍କ ଅଭିଯୋଗ ପରେ ଶିକ୍ଷକଙ୍କୁ ନିଲମ୍ବନ କଲେ…

ଭାରତ-ବାଂଲାଦେଶ ସୀମାରେ ହାଇଟେକ୍ ନିରୀକ୍ଷଣ: ବଡି-ୱାର୍ଣ୍ଣ କ୍ୟାମେରା ଯୁକ୍ତ ୨୫୦୦ ଯବାନ ମୁତୟନ

ନୂଆଦିଲ୍ଲୀ: ବାଂଲାଦେଶରୁ ଭାରତକୁ ବାରମ୍ବାର ଅନୁପ୍ରବେଶ କରୁଥିବା ରିପୋର୍ଟ ଆସୁଛି । ଏହାକୁ ଦେଖି ସୀମା ସୁରକ୍ଷା ବାହିନୀ (BSF) ୪,୦୯୬ କିଲୋମିଟର ଲମ୍ବା ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସୀମାରେ ଉଚ୍ଚ-ପ୍ରଯୁକ୍ତିବିଦ୍ୟା ନଜର ପାଇଁ ଏକ ବଡ଼ ପଦକ୍ଷେପ ନେଇଛି। ଏହା ଅଧୀନରେ, ବିଏସଏଫ ସୀମାରେ…

ବଦଳିବ ପ୍ରାଥମିକ ସ୍କୁଲ ପିଲାଙ୍କ ପରିଚୟ ପତ୍ର ରଙ୍ଗ…

ଭୁବନେଶ୍ୱର: ଓଡ଼ିଶା ସରକାର ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ସ୍କୁଲ ଡ୍ରେସ୍ କୋଡ୍ ଏବଂ ଆଇ ଡିି କାର୍ଡ ରଙ୍ଗ ବଦଳିବାକୁ ଯାଉଛନ୍ତି। ସରକାରୀ ସୂଚନା ଅନୁଯାୟୀ, ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପରିଚୟ ପତ୍ରର ରଙ୍ଗ ଗେରୁଆ ହେବ।…

ନିର୍ଯାତନା ଅଭିଯୋଗରେ ଆରଏମସି କର୍ମୀଙ୍କ ଆତ୍ମହତ୍ୟା ଉଦ୍ୟମ

ରାଉରକେଲା: ରାଉରକେଲା ମ୍ୟୁନିସିପାଲ କର୍ପୋରେସନ (ଆରଏମସି)ର ଜଣେ ମହିଳା କର୍ମଚାରୀ କାର୍ଯ୍ୟସ୍ଥଳରେ ନିର୍ଯାତନା ଅଭିଯୋଗ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସରସ୍ୱତୀ ସାମନ୍ତ ନାମକ ଏହି ମହିଳା ଜଣକ ସୋସିଆଲ ମିଡିଆରେ ଲାଇଭ୍ ଆସି ନିଜ ମାନସିକ ସ୍ଥିତି ବିଷୟରେ କହିବା ପରେ ଏଭଳି ଚରମ…

ଏମ୍ସ ଗବେଷକଙ୍କ ଚାଞ୍ଚଲ୍ୟକର ତଥ୍ୟ; ମଦରେ ରହିଛି କର୍କଟ ସୃଷ୍ଟିକାରୀ ଉପାଦାନ…

ନୂଆଦିଲ୍ଲୀ: ମଦରେ ରହିଛି କର୍କଟ ସୃଷ୍ଟିକାରୀ ଉପାଦାନ।ନୂଆଦିଲ୍ଲୀର ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥାନ (ଏମ୍ସ)ର ଗବେଷକମାନେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ଗବେଷକମାନେ କହିଛନ୍ତି ଯେ ତମାଖୁ ପରି ମଦରେ ମଧ୍ୟ କର୍କଟ ରୋଗ ସୃଷ୍ଟିକାରୀ ଉପାଦାନ ରହିଛି। କିନ୍ତୁ ଏ ବିଷୟରେ…

ଚୀନର ସିଇଓ ମଙ୍କଙ୍କ ନାଁରେ ସଂଗୀନ ଅଭିଯୋଗ

ନୂଆଦିଲ୍ଲୀ: ବିବାଦ ଘେରରେ ବୌଦ୍ଧ ଆସ୍ଥାର ପ୍ରମୁଖ କେନ୍ଦ୍ର ଚୀନର ଶାଓଲିନ ମନ୍ଦିରର ପ୍ରମୁଖ ମଠାଧୀଶ ସି ୟୋଙ୍ଗଜିନ । ତାଙ୍କ ବିରୋଧରେ ଦୁର୍ନୀତି, ମହିଳାଙ୍କ ସହ ଅନୈତିକ ସଂପର୍କ ଓ ସନ୍ତାନ ଜନ୍ମ କରିବା ଭଳି ସଂଗୀନ ଅଭିଯୋଗ ଆସିଛି । ସେ ଅପରାଧିକ ଗତିବିଧିରେ ସାମିଲ ଥିବା ନେଇ ସନ୍ଦେହ…

ଏଇଥି ପାଇଁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼ !

ନୂଆଦିଲ୍ଲୀ: କାହିଁକି ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଜଗଦୀପ ଧନଖଡ଼? ଏହାକୁ ନେଇ ଗତ କିଛି ଦିନ ହେଲା ଅନେକ ଥିଓରୀ ନେଇ ଚର୍ଚ୍ଚା ଚାଲିଛି । ତେବେ ଜାତୀୟ ଗଣମାଧ୍ୟମରେ ଇସ୍ତଫା ପଛର ଚାଞ୍ଚଲ୍ୟକର କାରଣ ନେଇ ଚର୍ଚ୍ଚା ହେଉଛି । କୁହାଯାଉଛି, ବିଜେପି ଓ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ…