ମହିଳା ନକ୍ସଲ ଗିରଫ; ମୁଣ୍ଡ ଉପରେ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି
ମାଲକାନଗିରି: ମାଲକାନଗିରି ଜିଲ୍ଲାର ସୀମାନ୍ତ ଛତିଶଗଡ଼ର ସୁକମା ପୋଲିସକୁ ମିଳିଛି ବଡ ସଫଳତା । ୫ ଲକ୍ଷ ଘୋଷିତ ଏକ ମହିଳା ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛି ସୁକମା ପୋଲିସ । ଗିରଫ ମହିଳା ନକ୍ସଲ ଜଣକ ହେଲେ ସୋଡି ସାମଡୁ । ସେ ପାମେଡ ଏରିଆ କମିଟିର କମାଣ୍ଡର ରହିଥିଲା ।
ବିଶେଷ ସୂତ୍ରରୁ…