ବୋଇଂ ବିମାନର ଲ୍ୟାଣ୍ଡିଂ ଗିୟରରେ ଲାଗିଗଲା ନିଆଁ, ଅଳ୍ପକେ ବଞ୍ଚିଗଲେ ୧୭୯ ଯାତ୍ରୀ
ନୂଆଦିଲ୍ଲୀ:ଆମେରିକାରେ ଏକ ବଡ଼ ବିମାନ ଦୁର୍ଘଟଣା ଟଳିଯାଇଛି । ଶନିବାର ଦିନ ଆମେରିକାରେ ଡେନଭର ବିମାନବନ୍ଦରରେ ବିମାନରେ ଲାଗିଲା ନିଆଁ। ସୂଚନା ଅନୁଯାୟୀ, ଆମେରିକାର ଡେନଭର ବିମାନବନ୍ଦରରେ ଉଡ଼ାଣ ପୂର୍ବରୁ ଏକ ଯାତ୍ରୀବାହୀ ବିମାନର ଲ୍ୟାଣ୍ଡିଂ ଗିୟରରେ ସମସ୍ୟା ଦେଖାଦେଇଥିଲା। ଯାହା ଫଳରେ…