ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ୫ ସହଯୋଗୀ ଗିରଫ
ଭୁବନେଶ୍ୱର: ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ୫ ଜଣ ସହଯୋଗୀଙ୍କୁ ଗିରଫ କଲା ପୋଲିସ । ଅମରେଶ ଜେନାଙ୍କୁ ଫେରାର କରାଇବା ଅଭିଯୋଗ ଆସିବା ପରେ ଏହି ୫ ଜଣଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ଥାନା ପୋଲିସ । ଜାମିନ୍ ନାମଞ୍ଜୁର ପରେ ୫ ଅଭିଯୁକ୍ତଙ୍କୁ ଝାରପଡ଼ା ଜେଲ୍ ପଠାଗଲା । ଅମରେଶ ଜେନାଙ୍କ…