ଏଣିକି ସ୍କୁଲରେ ପିଲା ପଢିବେ ‘ଅପରେସନ ସିନ୍ଦୂର’ର ବୀରତ୍ଵ ଗାଥା…
ନୂଆଦିଲ୍ଲୀ: ଏନସିଇଆରଟି ଖୁବ୍ ଶୀଘ୍ର ସ୍କୁଲ ପାଠ୍ୟକ୍ରମରେ ଅପରେସନ ସିନ୍ଦୂରର ଗୌରବ କାହାଣୀକୁ ସାମିଲ କରିବା ପାଇଁ ପ୍ରସ୍ତୁତି ଚଳାଇଛି।
ସୂଚନା ଅନୁଯାୟୀ, ଏନସିଇଆରଟି ଉଚ୍ଚ ଶ୍ରେଣୀ ପାଇଁ ଅପରେସନ ସିନ୍ଦୂର ଉପରେ ଏକ ସ୍ୱତନ୍ତ୍ର ମଡ୍ୟୁଲ୍ ପ୍ରସ୍ତୁତ କରୁଛି। ଯାହା ପହଲଗାମ୍ ଆତଙ୍କବାଦୀ…