Latest Odisha News

BREAKING NEWS

Monthly Archives

July 2025

ଟ୍ରମ୍ପଙ୍କ ଟାରିଫ୍ ମାଡ଼…ସଂକଟରେ ବି ଭାରତ ପାଇଁ ସୁଯୋଗ !

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଅଗଷ୍ଟ ୧ତାରିଖରୁ ଭାରତରୁ ଆସୁଥିବା ସମସ୍ତ ସାମଗ୍ରୀ ଉପରେ ୨୫ପ୍ରତିଶତ ଟାରିଫ ଲଗାଇବା ନେଇ ଘୋଷଣା କରିଛନ୍ତି । ଋଷଠାରୁ ତୈଳ ଓ ସାମରିକ ସାମଗ୍ରୀ କିଣିବା ନେଇ ବି ଭାରତୀୟ କମ୍ପାନୀ ଉପରେ ଜରିମାନା ଲଗାଇବାକୁ ଘୋଷଣା କରିଛନ୍ତି ଟ୍ରମ୍ପ ।…

‘୧୭ ବର୍ଷ ଧରି ନିର୍ଯାତିତ ହେଲି’, କୋର୍ଟଙ୍କ ରାୟ ପରେ ଏମିତି କହିଲେ ସାଧ୍ବୀ ପ୍ରଜ୍ଞା…

ମୁମ୍ବାଇ: ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ ଗୁରୁବାର ଦିନ  ସେପ୍ଟେମ୍ବର ୨୦୦୮ରେ ଘଟିଥିବା ମାଲେଗାଓଁ ବିସ୍ଫୋରଣ ମାମଲାରେ ପୂର୍ବତନ ବିଜେପି ସାଂସଦ ତଥା ସାଧ୍ଵି ପ୍ରଜ୍ଞା ସିଂହ ଠାକୁର ଏବଂ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ପୁରୋହିତଙ୍କ ସମେତ ସମସ୍ତ ସାତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ…

ଆଇସିସି କମିଟି ନକଲେ କର୍ତ୍ତୃପକ୍ଷଙ୍କ ଦରମା ବନ୍ଦ ହେବ

ଭୁବନେଶ୍ୱର: ICC କମିଟି ନକଲେ କଲେଜ କର୍ତ୍ତୃପକ୍ଷଙ୍କ ଦରମା ବନ୍ଦ ହେବ। ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମାସେ ଭିତରେ ସବୁ କଲେଜରେ ICC କମିଟି କରିବାକୁ ଟାର୍ଗେଟ ରଖାଯାଇଛି। ଯେଉଁମାନେ ଭୁଲ୍ ଅଭିଯୋଗ କରୁଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଆଇସିସି…

‘ପ୍ରଧାନମନ୍ତ୍ରୀଙ୍କ ବନ୍ଧୁଙ୍କଠାରୁ ଆମେ ଏହା ପାଉଛୁ…’: ଟ୍ରମ୍ପଙ୍କ ଟାରିଫ୍ ନେଇ ଟାର୍ଗେଟ କଲେ…

ନୂଆଦିଲ୍ଲୀ: ବର୍ତ୍ତମାନ ସଂସଦ ମୌସୁମୀ ଅଧିବେଶନ ଚାଲିଥିବା ବେଳେ, ପୂର୍ବରୁ ହିଁ ପାକିସ୍ତାନ ଭାରତ ଅସ୍ତ୍ରବିରତିରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବୟାନ ନେଇ ସରକାରଙ୍କୁ ଘେରୁଛି କଂଗ୍ରେସ । କଂଗ୍ରେସ ଏହି ବିଷୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ଲଗାତାର ଉତ୍ତର ମାଗୁଛି। ଲୋକସଭାରେ…

ଗୁପ୍ତ ଗର୍ଭବସ୍ଥା କ’ଣ?, କାହିଁକି ଗର୍ଭବତୀ ମହିଳାଙ୍କଠାରେ ନଥାଏ କୌଣସି ଲକ୍ଷଣ….

ଭୁବନେଶ୍ବର: ଗର୍ଭଧାରଣର ଅଭିଜ୍ଞତା ପ୍ରତ୍ୟେକ ମହିଳାଙ୍କ ପାଇଁ ବହୁତ ଖାସ୍ ହୋଇଥାଏ । କିନ୍ତୁ କ’ଣ ଏମିତି କେବେ ହୁଏ କି, ଯେତେବେଳେ ଜଣେ ମହିଳା ଗର୍ଭବତୀ ଥିବେ, ଆଉ ନିଜେ ଏହା ବିଷୟରେ ଆଭାସ ବି ପାଇନଥିବେ? ଏହା ଆଶ୍ଚର୍ଯ୍ୟଜନକ ନୁହେଁ କି? କିନ୍ତୁ ଏବେ ବିଶ୍ୱରେ ଏପରି ଅନେକ ଘଟଣା ଘଟିଛି…

ଯନ୍ତ୍ରୀଙ୍କୁ ପାଣି ବଦଳରେ ପରିସ୍ରା ପିଆଇଦେଲେ ପିଅନ

ଗଜପତି: ମରିଗଲା ମାନବିକତା। ଜଣେ ପିଅନ ନିଜର ବରିଷ୍ଠ ଅଧିକାରୀଙ୍କୁ ପାଣି ବଦଳରେ ପରିସ୍ରା ପିଆଇ ଦେଇଥିବା ଭଳି ସାଙ୍ଘାତିକ ଅଭିଯୋଗ ଆସିଛି। ଏଭଳି ଲଜ୍ଜାଜନକ ଏବଂ ଅମାନବୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଆର୍. ଉଦୟଗିରି ସ୍ଥିତ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (RWSS) ବିଭାଗରୁ ଆସିଛି।…

୫୦ ଦିନରେ ଓଡିଆ ଫିଲ୍ମ ଅନନ୍ତା

ଭୁବନେଶ୍ୱର : ବଢୁଛି ଓଡିଆ ଫିଲ୍ମର ଚାହିଦା । ଧିରେ ଧିରେ ଦର୍ଶକ ଓଡିଆ ଫିଲ୍ମ ଦେଖିବାକୁ ସିନେମା ହଲକୁ ଆସୁଛନ୍ତି । ବିନା ଦ୍ୱିଧାରେ ଟିକେଟ କାଟି ଫିଲ୍ମର ବେସ ମଜା ନେଇଛନ୍ତି ସମସ୍ତେ । ଦର୍ଶକଙ୍କ ଚାହିଦା ଦେଖି କଳାକାର ଓ ଫିଲ୍ମ ନିର୍ମାତା ମାନେ ବେସ ଖୁସି ହୋଇଛନ୍ତି । ନିକଟରେ ୫୦…

ବିମାନରେ ପ୍ରବଳ ଟର୍ବୁଲେନ୍ସ ଯୋଗୁଁ ୨୫ ଆହତ

ନୂଆଦିଲ୍ଲୀ: ଆମେରିକାରେ ଡେଲ୍ଟା ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନରେ ପ୍ରବଳ ଟର୍ବୁଲେନ୍ସ ପରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ଡେଲ୍ଟା ଏୟାରଲାଇନ୍ସର ସୂଚନା ଅନୁଯାୟୀ, ବୁଧବାର ରାତିରେ ସଲ୍ଟ ଲେକ୍ ସିଟିରୁ ଆମଷ୍ଟରଡମ ଯାଉଥିବା ଏକ ବିମାନରେ ପ୍ରବଳ ଟର୍ବୁଲେନ୍ସ ହୋଇଥିଲା।…

କେଏଲ ରାହୁଲଙ୍କୁ ନେଇ ଚର୍ଚ୍ଚା: ୨୫ କୋଟିରେ କିିଣିବାକୁ ଚର୍ଚ୍ଚା!

ନୂଆଦିଲ୍ଲୀ: କେଏଲ ରାହୁଲଙ୍କ ବ୍ୟାଟରୁ ଇଂଲଣ୍ଡରେ ଜୋରଦାର ରନ ବର୍ଷା ହେଉଛି। ସେ ସିରିଜରେ ଦୁଇଟି ଶତକ ହାସଲ କରିଛନ୍ତି। ଏହା ମଧ୍ୟରେ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ମିଡିଆ ରିପୋର୍ଟ ଅନୁସାରେ, ଆଇପିଏଲ ୨୦୨୬ରେ ରାହୁଲ ଦିଲ୍ଲୀ କ୍ୟାପିଟାଲ୍ସ ଛାଡ଼ି କୋଲକାତା ନାଇଟ ରାଇଡର୍ସ…

ମହଙ୍ଗା ପଡ଼ିଲା ନିୟମ ଉଲ୍ଲଙ୍ଘନ; ୧୦ ଲକ୍ଷ ଫାଇନ୍ ଗଣିଲେ ବସ୍ ମାଲିକ

କଟକ: ମହଙ୍ଗା ପଡ଼ିଲା ନିୟମ ଉଲ୍ଲଙ୍ଘନ। ଘରୋଇ ବସ୍‌କୁ ମୋଟା ଫାଇନ୍। ଘରୋଇ ବସ୍‌କୁ ୯ ଲକ୍ଷ ୯୨ ହଜାର ଟଙ୍କାର ଜରିମାନା କଲେ ଆର୍‌ଟିଓ। ଫିଟିନେସ୍, ପରମିଟ୍, ବକେୟା ସହ ଜରିମାନା ରାଶି ମିଶାଇ ୧୦ ଲକ୍ଷ ଫାଇନ୍। ଶିବଶଙ୍କର ବସ୍‌ ମାଲିକ ଗଣିଲେ ପାଖାପାଖି ୧୦ ଲକ୍ଷ ଟଙ୍କାର ଫାଇନ୍‌ ।…