କାରଗିଲରୁ ଅପରେସନ ସିନ୍ଦୂର: ପ୍ରତିରକ୍ଷା କ୍ଷେତ୍ରରେ କେତେ ବଦଳିଛି ଭାରତ ଓ ଏହାର ଯୁଦ୍ଧାସ୍ତ୍ର?
ନୂଆଦିଲ୍ଲୀ: ଭାରତ ପାଳୁଛି କାରଗିଲରେ ବିଜୟର ୨୬ ବର୍ଷ। ୧୯୯୯ର ଗ୍ରୀଷ୍ମ ଋତୁରେ, ଭାରତୀୟ ସୈନିକମାନେ କାରଗିଲର ଦୁର୍ଗମ ଶିଖରରେ ପାକିସ୍ତାନ ବିରୁଦ୍ଧରେ ଏକ ଅତ୍ୟନ୍ତ କଷ୍ଟକର ଯୁଦ୍ଧ ଲଢ଼ିଥିଲେ । ମେ ୩ରୁ ଆରମ୍ଭ ହୋଇ ଏହି ଯୁଦ୍ଧ ଜୁଲାଇ ୨୬ରେ ଶେଷ ହୋଇଥିଲା । ଆଉ ଏହାର ୨୬ ବର୍ଷ ପରେ…