ସରକାରଙ୍କ ବଡ ପଦକ୍ଷେପ: ବ୍ୟାନ କଲେ ୨୫ଟି ଓଟିଟି ଆପ୍, ଜାଣନ୍ତୁ କାହିଁକି?
ନୂଆଦିଲ୍ଲୀ: କେନ୍ଦ୍ର ସରକାର ALTT, ULLY, Desiflix, BigShots ଭଳି ୨୫ଟି OTT ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ଆପଗୁଡ଼ିକ ଉପଭୋକ୍ତାମାନଙ୍କୁ ଅଶ୍ଳୀଳ ଏବଂ ବୋଲ୍ଡ ବିଷୟବସ୍ତୁ ପରିବେଷଣ କରୁଥିବା ଅଭିଯୋଗ ହୋଇଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଭାରତରେ ଏହି ୱେବସାଇଟ୍ ଏବଂ…