ଆଇଏଏସ୍ ସ୍ତରରେ ପୁଣି ଅଦଳବଦଳ, ଜାଣନ୍ତୁ କାହାକୁ କେଉଁ ଦାୟିତ୍ଵ..
ଭୁବନେଶ୍ୱର: ଓଡ଼ିଶା ସରକାର ପ୍ରମୁଖ ଆଇଏଏସ୍ ଅଧିକାରୀଙ୍କ ମଧ୍ୟରେ ଆଉ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏଥିସହିତ ଟ୍ରେନିଂରୁ ଫେରିଥିବା ଅନେକ ଯୁବ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାରେ ଉପ ଜିଲ୍ଲାପାଳ ଭାବରେ ନିଯୁକ୍ତି ଦେଇଛନ୍ତି।
ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ବିଭିନ୍ନ…