Latest Odisha News

BREAKING NEWS

Monthly Archives

July 2025

ଜାତୀୟ ମାଗାଜିନରେ ପ୍ରକାଶ ପାଇବ କେଜିବିଭି ଛାତ୍ରୀଙ୍କ ସଫଳତାର କାହାଣୀ…

ଭୁବନେଶ୍ବର: ଜାତୀୟସ୍ତରୀୟ ମାଗାଜିନରେ ସ୍ଥାନ ପାଇବ କେଜିବିଭି ଛାତ୍ରୀଙ୍କ ସଫଳତାର କାହାଣୀ। ଜାତୀୟସ୍ତରୀୟ ହାଣ୍ଡବଲ୍ ଖେଳାଳୀ ବିଭୂତି ମୁଣ୍ଡାଗାଡ଼ିଆଙ୍କ ସଫଳତାର କାହାଣୀ ଜାତୀୟସ୍ତରୀୟ ମାଗାଜିନରେ ପ୍ରକାଶ ପାଇବ। ମାଲକାନାଗିରି ଜିଲ୍ଲା ସିନ୍ଧ୍ରିମାଳ ସ୍ଥିତ କସ୍ତୁରବାଗାନ୍ଧୀ ଆବାସିକ…

ଉଡ଼ାଣ ପୂର୍ବରୁ ଇଣ୍ଡିଗୋର ଇଞ୍ଜିନରେ ଲାଗିଲା ନିଆଁ…

ଅହମ୍ମଦାବାଦ: ଗୁଜରାଟର ଅହମ୍ମଦାବାଦରୁ ବୁଧବାର ଦିନ ଡିଉ ଯାଉଥିବା ଇଣ୍ଡିଗୋର ବିମାନ ନମ୍ୱର ୬ଇ ୭୯୬୬ ରେ ନିଆଁ ଲାଗିଯିବାରୁ ଏହାକୁ ବାତିଲ କରାଯାଇଛି। ତେବେ ଘଟଣା ସମୟରେ ବିମାନରେ ୬୦ ଜଣା ଯାତ୍ରୀ ଥିବା ଜଣାପଡ଼ିଛି। ସକାଳ ୧୧ଟାରେ ବିମାନଟି ଉଡ଼ାଣ ଆରମ୍ଭ କରିବାକୁ ଯାଉଥିବା ସମୟରେ…

ଆତଙ୍କବାଦୀଙ୍କ ଗୁଳି ମାଡରୁ ବଂଚିଥିଲେ, ଏବେ ଭାରତ-ଇଂଲଣ୍ଡ ମ୍ୟାଚରେ କରୁଛନ୍ତି ଅମ୍ପାୟରିଂ

ମାଂଚେଷ୍ଟର: ଭାରତ-ଇଂଲଣ୍ଡ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ୪ର୍ଥ ମୁକାବିଲା ମାଂଚେଷ୍ଟରରେ ଖେଳାଯାଉଛି । ଏହି ମ୍ୟାଚରେ ରୋଡ ଟକର ଓ ଏହାସନ ରାଜା ଫିଲ୍ଡ ଅମ୍ପାୟରିଂ ଦାୟିିତ୍ୱ ତୁଲାଉଛନ୍ତି । ଶ୍ରୀଲଙ୍କାର କୁମାର ଧର୍ମସେନା ତୃତୀୟ ଅମ୍ପାୟର ଓ ଜ୍ୟେଫ କ୍ରୋ ମ୍ୟାଚ ରେଫରୀ ରହିଛନ୍ତି ।…

ବିଏମସି ଯନ୍ତ୍ରୀଙ୍କ ଆଖି ଝଲସା ସମ୍ପତି; ୨୦୦ ଗ୍ରାମ୍‌ ସୁନା, ଦେଶୀ ବନ୍ଧୁକ ଜବତ…

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି)ର ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ବୁଧବାର ଦିନ ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ପାଖରେ ଆୟ ବହିର୍ଭୁତ ସମ୍ପତ୍ତି ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଚଢାଉ କରିଥିଲେ। ଭିଜିଲାନ୍ସ ଦ୍ୱାରା…

କୁମ୍ବଲେ-ଅଂଶୁଲଙ୍କ ମଧ୍ୟରେ କଣ ରହିଛି ସଂଯୋଗ

ନୂଆଦିଲ୍ଲୀ: ଓଲ୍ଡ ଟ୍ରାଫେଡରେ ଭାରତ-ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଖେଳାଯାଉଛି । ଭାରତୀୟ କ୍ରିକେଟ ଟିମ ତାର ଚୂଡାନ୍ତ ଏକାଦଶରେ ଯୁବ ବୋଲର ଅଂଶୁଲ କମ୍ବୋଜଙ୍କୁ ସୁଯୋଗ ଦେଇଛି । କରୁଣ ନାୟାର, ନୀତିଶ ରେଡ୍ଡୀ ଓ ଆକାଶଦୀପଙ୍କ ସ୍ଥାନରେ ଟିମ ଇଣ୍ଡିଆ ସାଈ ସୁଦର୍ଶନ, ଅଂଶୁଲ କମ୍ବୋଜ ଓ…

ଅତ୍ୟାଧୁନିକ ସମନ୍ଵିତ ମତ୍ସ୍ୟ ଚାଷୀ ପ୍ରଶିକ୍ଷଣ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ; ଚାଷୀ ହେବେ ପ୍ରଶିକ୍ଷିତ

ଭୁବନେଶ୍ୱର: “ଅତ୍ୟାଧୁନିକ ସମନ୍ଵିତ ମତ୍ସ୍ୟ ଚାଷୀ ତାଲିମ କେନ୍ଦ୍ର”ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଭୁବନେଶ୍ଵର କୌଶଲ୍ୟାଗଙ୍ଗ ସରକାରୀ ମାଛ ଯାଆଁଳ ଉତ୍ପାଦନ କେନ୍ଦ୍ରଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ…

ନାରୀ ନ୍ୟାୟ ପାଇଁ ଲଢ଼ିବ ‘ନାରୀ ନ୍ୟାୟ ବାହିନୀ’ ଆପ୍

ଭୁବନେଶ୍ୱର: ବାରମ୍ବାର ନାରୀ ଅତ୍ୟାଚାର ଉପରେ ଲାଗିବ ରୋକ୍ । ନାରୀ ନ୍ୟାୟ ପାଇଁ ଲଢ଼ିବ ‘ନାରୀ ନ୍ୟାୟ ବାହିନୀ’ ଆପ୍। ବୁଧବାର ‘ନାରୀ ନ୍ୟାୟ ବାହିନୀ’ ଆପ୍ ଉନ୍ମୋଚନ ହୋଇଛି। ନାରୀଙ୍କୁ ନ୍ୟାୟ ପାଇଁ ଜନ ସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରାଯିବ। ସମାଜରେ ମହିଳା ଆଉ ଶୋଷିତ ହେବନି। ରାଜ୍ୟ…

ପୁଣି ଭାରତ ଭ୍ରମଣରେ ଆସିବେ ଚୀନ ନାଗରିକ, ୨୪ରୁ ଭିସା ଆରମ୍ଭ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେଉଛି। ଫଳରେ ଭାରତ ସରକାର ଦୀର୍ଘ ପାଞ୍ଚ ବର୍ଷ ପରେ ଚୀନ୍ ନାଗରିକଙ୍କୁ ପର୍ଯ୍ୟଟନ ଭିସା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଚୀନ୍ ନାଗରିକଙ୍କୁ ପର୍ଯ୍ୟଟନ ଭିସା ପ୍ରଦାନ କାର୍ଯ୍ୟ ଗୁରୁବାର ଅର୍ଥାତ୍ ଜୁଲାଇ ୨୪ରୁ…

‘ଅପରେସନ୍‌ ସିନ୍ଦୂର’ ଉପରେ ସଂସଦରେ ହେବ ୧୬ ଘଣ୍ଟାର ଡିବେଟ୍‌

ନୂଆଦିଲ୍ଲୀ: 'ଅପରେସନ୍‌ ସିନ୍ଦୂର’ ଉପରେ ସଂସଦରେ ହେବ ୧୬ ଘଣ୍ଟାର ଡିବେଟ୍‌। ଆସନ୍ତା ସପ୍ତାହରେ ଡିବେଟ୍‌ ନେଇ ବିଜନେସ୍‌ ଆଡଭାଇଜରୀ କମିଟିର ସୂଚନା। ବିରୋଧୀ ଦଳଗୁଡ଼ିକର ଦୃଢ଼ ଦାବି ପରେ ସରକାର ସମୟ ଧାର୍ଯ୍ୟ କଲେ। ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ଥିବାରୁ ଆସନ୍ତା ସପ୍ତାହ ପାଇଁ ଦିନ…

ଯାନ୍ତ୍ରିକ ତ୍ରୁଟି ପାଇଁ ଅଧାରୁ ଫେରିଲା ଏୟାର ଇଣ୍ଡିଆ ଏକ୍ସପ୍ରେସ 

ଦୋହା: କେରଳର କୋଝିକୋଡରୁ କତାରର ରାଜଧାନୀ ଦୋହା ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଯାହା ପରେ ପାଇଲଟ୍ ବିମାନର ତ୍ରୁଟି ବିଷୟରେ ATC (ଏୟାର ଟ୍ରାଫିକ୍ କଣ୍ଟ୍ରୋଲ)କୁ ଜଣାଇଥିଲେ। ଏହା ପରେ ବିମାନଟିକୁ କେରଳର କୋଝିକୋଡ ବିମାନବନ୍ଦରରେ ସୁରକ୍ଷିତ…