Latest Odisha News

BREAKING NEWS

Monthly Archives

July 2025

‘ମୁଁ ରହିବାକୁ ଚାହୁଁନି, ବୋଉକୁ ଭଲରେ ରଖିବୁ’ ଲେଖି ନିଜକୁ ଜାଳିଦେଲେ ବୃଦ୍ଧ

ଗଞ୍ଜାମ: ସାନଖେମୁଣ୍ଡି ବ୍ଲକ ଦୟାନିଧି ପୁର ପଞ୍ଚାୟତ ବଡ଼ିଆଓସ୍ତା ଗାଁରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ଜଣେ ବୃଦ୍ଧ କୌଣସି କାରଣରୁ ସୁଇସାଇଡ୍‌ ନୋଟ୍‌ ଲେଖି କିରାସିନି ଢ଼ାଳି ନିଜକୁ ଜାଳିଦେଇଛନ୍ତି । ନିଆଁ ଲଗାଇ ଦେଇଥିବାରୁ ବୃଦ୍ଧ ଜଣକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।…

ଅଧିକାର ପାଇଁ ସ୍ୱର ଉଠେଇବା ଅପରାଧ ନୁହେଁ: ଉପ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅଧିକାରୀ ପାଇଁ ସ୍ୱର ଉଠେଇବା ଅପରାଧ ନୁହେଁ। ଆଜି ଲୋକସେବା ଭବନ କର୍ମଚାରୀମାନଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କର୍ମକ୍ଷେତ୍ରରେ ମହିଳାମାନଙ୍କ ଉପରେ ଯୌନ ନିର୍ଯାତନା (ନିବାରଣ, ନିଷେଧ ଓ ନିରାକରଣ) ଆଇନ ୨୦୧୩…

ସ୍ତ୍ରୀଙ୍କ ବାଥରୁମ ଭିଡିଓ ସୁଟ୍ କରି ବ୍ଲାକମେଲ୍ କଲେ ସ୍ବାମୀ: କାରଣ ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ….

ପୁନେ: ବର୍ତ୍ତମାନ ଘରେ ବାହାରେ ଚାରିଆଡେ ମହିଳା ଅସୁରକ୍ଷିତ । ସବୁ କ୍ଷେତ୍ରରେ ମହିଲାଙ୍କୁ ନିଜର ସମ୍ମାନ ବଞ୍ଚାଇବା ସଂଘର୍ଷ କରିବାକୁ ପଡୁଛି । ଏବେ ରାଜ୍ୟ ହେଉକି ଦେଶ ପ୍ରତିଦିନ ମହିଳାଙ୍କୁ ନିର୍ଯାତନା ଖବର ବାସ୍ତବରେ ହୃଦୟବିଦାରକ । ଏହି ସମୟରେ ମହାରାଷ୍ଟ୍ରରୁ ଏକ ଅତ୍ୟନ୍ତ…

ଅଗଷ୍ଟ ୧୬ରୁ ଭୁବନେଶ୍ଵରରୁ ଝାରସୁଗୁଡାକୁ ଉଡ଼ିବ ବିମାନ

ଭୁବନେଶ୍ୱର: ଏକ ଆଞ୍ଚଳିକ ବିମାନ କମ୍ପାନୀ ଷ୍ଟାର ଏୟାର ଅଗଷ୍ଟ ୧୬ରୁ ଭୁବନେଶ୍ୱର ଏବଂ ଝାରସୁଗୁଡା ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରିବ। ଷ୍ଟାର ଏୟାରର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ଶିଳ୍ପା ଭାଟିଆ କହିଛନ୍ତି ଯେ, "ଆମେ ଭୁବନେଶ୍ୱରରୁ ଆମର ସେବା ଆରମ୍ଭ କରି ଆନନ୍ଦିତ। ଝାରସୁଗୁଡା…

ବଳଙ୍ଗା ନାବାଳିକାଙ୍କୁ ଜାଳିଦେବା ଘଟଣାରେ ୩ ଅଟକ; ସେପଟେ, ପୀଡ଼ିତାଙ୍କ ମାମୁଘରେ କ୍ରାଇମବ୍ରାଞ୍ଚ୍ ଟିମ୍

ନିମାପଡା: ବଳଙ୍ଗା ନାବାଳିକାଙ୍କୁ ଜାଳିଦେବା ଘଟଣାରେ ଗତ ୫ ଦିନ ଧରି ବଳଙ୍ଗାରେ ତନାଘନା ଚଳାଇଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ । ତେବେ ଆଜି ୩ ଜଣଙ୍କୁ ଉଠାଇ ନେଲା ପୋଲିସ । ଏକ ଅଜଣା ସ୍ଥାନକୁ ନେଇ ପଚରାଉଚରା କରାଯାଉଛି । ଏହି ଘଟଣାରେ ସଂପୃକ୍ତ ଥିବା ନେଇ ଅଭିଯୋଗ ହେବା ପରେ ସେମାନଙ୍କୁ ଉଠାଇ…

୨ଟି କାରରୁ ୨୭ କିଲୋ ଗଞ୍ଜେଇ ଜବତ: ୫ ବିଟେକ୍ ଛାତ୍ର ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆରେ ଗାଡି ଯାଞ୍ଚ ସମୟରେ ୨୭ କିଲୋ ଗଞ୍ଜେଇ ଜବତ ହୋଇଛି । ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ଗିରଫ ହୋଇଥିବା ଅଭିଯୁକ୍ତମାନେ ବିଟେକ୍ ଛାତ୍ର ବୋଲି ଜଣାପଡିଛନ୍ତି । ଗିରଫ ଛାତ୍ରମାନଙ୍କ ମଧ୍ୟରେ ଜଣେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ବଇରୀ…

ବ୍ରିଟେନ ଏବଂ ମାଳଦ୍ବୀପ ଗସ୍ତରେ ଗଲେ ମୋଦି: ଜାଣନ୍ତୁ କାହିଁକି ଏହି ଯାତ୍ରା ଗୁରୁତ୍ବପୂର୍ଣ୍ଣ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୟୁକେ ଏବଂ ମାଳଦ୍ୱୀପ ଗସ୍ତରେ ଯାଇଛନ୍ତି। ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଉଭୟ ଦେଶ ସହିତ ବାଣିଜ୍ୟ ଏବଂ ପ୍ରତିରକ୍ଷା ସହଯୋଗକୁ ମଜବୁତ କରିବା । ବିଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟ ଜୁଲାଇ ୨୩-୨୪ରେ ତାଙ୍କର ବ୍ରିଟେନ ଗସ୍ତ ସମୟରେ,…

ରାଜ୍ୟରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ, ସୃଷ୍ଟି ହେବ ୮୪୦ ପଦବୀ

ଭୁବନେଶ୍ବର: ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି । ସେଥିମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ରହିଛି । ଏହି ଜିଲ୍ଲାର ବଡ଼ସାହି, ବାଙ୍ଗିରିପୋଷୀ, ଶୁଳିଆପଦା, ଖୁଣ୍ଟା, ଗୋପବନ୍ଧୁ ନଗର, ରାଇରଙ୍ଗପୁର କପ୍ତିପଦା, ସୁକ୍ରୁଲି, ଜାମଦା, ବିଜାତୋଳା, ତିରିଙ୍ଗ ଓ…

ବିମୋହିତ କରିଛନ୍ତି ଆହାନ-ଅନୀତ: ୫୦ ବର୍ଷ ମଧ୍ୟରେ ନମ୍ବର ୧ ବନିଲା ‘ସୈୟାରା’….

ମୁମ୍ବାଇ: ସୈୟାରା ଏବେ ପୂରା ଦେଶକୁ ବିଭୋର କରିଛି । ସୈୟାରା ଗୀତରେ ଛୁମୁଛି ସାରା ବିଶ୍ବ । ମୋହିତ ସୁରିଙ୍କ ଫିଲ୍ମ 'ସୈୟାରା' ୫ମ ଦିନରେ ୧୩୨ କୋଟି ପାର୍ କରିଛି । ଯାହା ବୋଧେ ବଲିଉଡରେ କୌଣସି ଡେବ୍ୟୁଡାଣ୍ଟ ଫିଲ୍ଣରେ ପ୍ରଥମ । ଆଉ ପ୍ରଥମ ସପ୍ତାହର ୪ ଦିନରେ ହିଁ ୧୦୦ କୋଟି…

ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ଛଅ ମାସ ପାଇଁ ବୃଦ୍ଧି

ଭୁବନେଶ୍ୱର: ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି। ଛଅ ମାସ ପାଇଁ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟୟ କୁଳାଧିପତି ଡକ୍ଟର ହରିବାବୁ କମ୍ଭମପାଟି। ଜୁଲାଇ ୨୧ ତାରିଖରୁ ଆଗାମୀ ଛଅ ମାସ ଯାଏ ସେ…