Latest Odisha News

BREAKING NEWS

Monthly Archives

July 2025

ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ; କାଲିଠୁ ବଢିବ ବର୍ଷାର ପରିମାଣ, ୨୪ ଘଣ୍ଟା ପାଇଁ ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ବର: ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ । ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ବଢ଼ିବ ବର୍ଷା ପରିମାଣ । ୨୮ ତାରିଖ ଯାଏ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଭିଏତନାମରେ ହିଟ କରିଥିବା ବାତ୍ୟା ୱିଫାର…

ଘର କ୍ରେତାଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ବିଲଡର୍-ବ୍ୟାଙ୍କ ମଧ୍ୟରେ ଥିବା ସମ୍ପର୍କର ତଦନ୍ତ କରିବ…

ନୂଆଦିଲ୍ଲୀ: ଗୃହ କ୍ରେତାମାନଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଜାତୀୟ ରାଜଧାନୀ ଅଞ୍ଚଳରେ ଘର କ୍ରେତାମାନଙ୍କୁ ଠକିବା ପାଇଁ ବ୍ୟାଙ୍କ ଏବଂ ଡେଭଲପରଙ୍କ ମଧ୍ୟରେ ହୋଇଥିବା ସହଯୋଗ ସହିତ ଜଡିତ ୨୨ଟି ମାମଲା ପଞ୍ଜିକରଣ କରିବାକୁ ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ରୀୟ ତଦନ୍ତ…

ରାଜ୍ୟର ସବୁ ସ୍କୁଲରେ ଲାଗିବ ସିସିଟିଭି, ସ୍ଥାପନା ହେବ ଆଇସିସି କମିଟି….

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ନାରୀ ସୁରକ୍ଷା ବିଶେଷ କରି ଶିକ୍ଷାକ୍ଷେତ୍ରରେ ଛାତ୍ରୀଙ୍କ ସୁରକ୍ଷା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ, ଏନେଇ ରାଜ୍ୟ ସରକାର ସୁରକ୍ଷା ଏବଂ କଲ୍ୟାଣ ସୁନିଶ୍ଚିତ କରିବା ଲକ୍ଷ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ।  ଏହାରି…

ବାଂଲାଦେଶକୁ ସାହାର୍ଯ୍ୟର ହାତ ବଢାଇଲା ଭାରତ: ଦୁର୍ଘଟଣା ସହାୟତା ପାଇଁ ଯିବ ଭାରତୀୟ ଡାକ୍ତରୀ ଦଳ…

ନୂଆଦିଲ୍ଲୀ: ବାଂଲାଦେଶରେ ସମ୍ପ୍ରତି ଘଟିଥିବା ବିମାନ ଦୁର୍ଘଟଣା ସମସ୍ତଙ୍କୁ ଚକିତ କରିଥିଲା। ବାଂଲାଦେଶ ବାୟୁସେନାର ଏକ ତାଲିମଦାତା ଲଢ଼ୁଆ ବିମାନ ଢାକାର ଏକ ସ୍କୁଲ ଏବଂ କଲେଜ କୋଠାରେ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ବହୁ ସଂଖ୍ୟକ ପିଲାଙ୍କ ମୃତ୍ୟୁ ହୋଇଥିଲା । ବାଂଲାଦେଶ ପାଇଁ ଏହି…

ନଙ୍ଗଲବୋର୍ଡରେ ଡାଇରିଆ ଆତଙ୍କ: ୧୬ ଆକ୍ରାନ୍ତ, ୬ ଗୁରୁତର

ନୂଆପଡା: ନଙ୍ଗଲବୋର୍ଡରେ ଡାଇରିଆ ଆତଙ୍କ। ୩ ଦିନ ଭିତରେ ୧୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଛି। ସମସ୍ତେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।…

“ଧର୍ମାନ୍ଧତା, ଆତଙ୍କବାଦରେ ଲିପ୍ତ, ଋଣ ମାଗି…”: ୟୁଏନଏସସିରେ ପାକିସ୍ତାନକୁ ଔକାତ୍ ଦେଖାଇଲା ଭାରତ…..

ନୂଆଦିଲ୍ଲୀ: ଭାରତ ଜାତିସଂଘ ସୁରକ୍ଷା ପରିଷଦ (UNSC)ରେ ପାକିସ୍ତାନକୁ ପୁଣି ନିଜର ସ୍ଥାନ ଦେଖାଇଛି ଭାରତ । ଭାରତ ବିଶ୍ୱ ମଞ୍ଚରେ ପାକିସ୍ତାନକୁ 'ମୂଳବାଦ ଏବଂ ଆତଙ୍କବାଦରେ ବୁଡ଼ି ରହିଥିବା ଦେଶ' ଭାବରେ ବର୍ଣ୍ଣନା କରିଛି । ଏହା ସହିତ, ଏହା କହିଛି ଯେ ସୀମାପାର ଆତଙ୍କବାଦ ପ୍ରସାର ପାଇଁ…

ରାଜଭବନ ଇତିହାସରେ ପ୍ରଥମ: ରାଜ୍ୟପାଳଙ୍କ ସଚିବ ଭାବେ ମହିଳା ଆଇଏଏସ୍ ନିଯୁକ୍ତ

ଭୁବନେଶ୍ଵର: ଓଡ଼ିଶା ରାଜଭବନ ଇତିହାସରେ ପ୍ରଥମ। ରାଜ୍ୟପାଳଙ୍କ ସଚିବ ଭାବେ ମହିଳା ଆଇଏଏସ୍ ନିଯୁକ୍ତ। ରାଜ୍ୟପାଳଙ୍କ ସଚିବ ଭାବେ ବରିଷ୍ଠ ଆଇଏଏସ ଅଧିକାରୀ ରୂପା ରୋଶନ ସାହୁଙ୍କୁ ନିଯୁକ୍ତି ମିଳିଛି । ରୂପା ରୋଷନ ଓଡ଼ିଶା ରାଜଭବନ ଇତିହାସରେ ପ୍ରଥମ ମହିଳା ସଚିବ। ବର୍ତ୍ତମାନର…

ବାଲେଶ୍ବର ଛାତ୍ରୀଙ୍କ ଜୀବନ ହାରିବା ଘଟଣା ଅତ୍ୟନ୍ତ ଲଜ୍ଜାଜନକ: ସୁପ୍ରିମକୋର୍ଟ

କଟକ: ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀଙ୍କ ଆତ୍ମାହୁତୀ ଉଦ୍ୟମ ଘଟଣା । ଏହି ଘଟଣାକୁ “ଅତ୍ୟନ୍ତ ଦୁଃଖଦ ଓ ଲଜ୍ଜାଜନକ” ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହି ଘଟଣାରେ କେନ୍ଦ୍ର ସରକାର ଓ ସମସ୍ତ ପକ୍ଷଙ୍କୁ ଜବାବ ମାଗିଛନ୍ତି ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ…

ଭିଜିଲାନ୍ସ ଜାଲରେ ବିଏମସି ଅଧିକାରୀ, ୪ଟି ସ୍ଥାନରେ ରେଡ୍

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଭୁବନେଶ୍ବର ମହାନଗର ନିଗମ (ବିଏମସି) କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ୪ଟି ସ୍ଥାନରେ ଚଢାଉ ଚାଲିଛି । ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍‌ଙ୍କ ନିର୍ଦ୍ଦେଶକ୍ରମେ ଜାରି ହୋଇଥିବା…

ମୌସୁମୀ ଋତୁରେ ବିଦ୍ୟୁତ୍ ସୁରକ୍ଷା ନିୟମ ପାଳନ କରିବାକୁ ଟିପିସିଓଡିଏଲ୍ ପକ୍ଷରୁ ଗ୍ରାହକମାନଙ୍କୁ ଆହ୍ୱାନ

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ମୌସୁମୀ ଋୁତୁ ଲାଗି ପ୍ରସ୍ତୁତ ରହିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ବଜାୟ ରଖିବା ଏବଂ ବର୍ଷା…