ବିହାର ଭୋଟର ଲିଷ୍ଟରୁ କଟିଲା ୫୨ ଲକ୍ଷ ଲୋକଙ୍କ ନାମ: ନିର୍ବାଚନ କମିଶନ
ପାଟଣା: ଆଗକୁ ବିହାରରେ ହେବାକୁ ଥିବା ନିର୍ବାଚନରେ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା କରାଯାଇଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଅଭିଯାନରୁ ୫୨ ଲକ୍ଷରୁ ଅଧିକ ଭୋଟରଙ୍କ ନାମ କାଟିଯାଇଥିବା ନେଇ ସୂଚନା ମିଳିଛି।
ସୂଚନା ଅନୁଯାୟୀ, ୧୮.୬୬ ଲକ୍ଷ ଭୋଟରଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ…