Latest Odisha News

BREAKING NEWS

Monthly Archives

July 2025

ନିଲମ୍ବିତ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ସହଯୋଗୀ ଗିରଫ

ଭୁବନେଶ୍ୱର: ନିଲମ୍ବିତ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ସହଯୋଗୀ ଗିରଫ। ଉଦିତ ପ୍ରଧାନଙ୍କ ଅନ୍ୟତମ ସହଯୋଗୀ ଆୟୁଷ୍ମାନ ସାହୁ ଗିରଫ। ଗତକାଲି ଭିଡିଓ କରି ଉଦିତ୍‌ଙ୍କ ଦୋଷ ନଥିବା କହିଥିଲେ ଆୟୁଷ୍ମାନ। ଦୁଷ୍କର୍ମ ମାମଲାକୁ ଗଣଦୁଷ୍କର୍ମ ମାମଲାରେ ପରିବର୍ତ୍ତନ କଲା ପୋଲିସ।…

ହକି ଖେଳାଳିଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୩ ପ୍ରଶିକ୍ଷକ ଗିରଫ

ଯାଜପୁର: ଯାଜପୁର ଜିଲ୍ଲାରେ ଜଣେ ନାବାଳିକା ଖେଳାଳିଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗରେ ମଙ୍ଗଳବାର ଦିନ ତିନି ଜଣ ହକି ପ୍ରଶିକ୍ଷକଙ୍କୁ ଗିରଫ କରାଯାଇଛି। ତିନି ଜଣ ପ୍ରଶିକ୍ଷକ ହେଲେ ସାର୍ଥକ ମହାନ୍ତି, ସନ୍ଦୀପ ସ୍ୱାଇଁ ଏବଂ ସାଗର ନାୟକ। ସମସ୍ତେ ଯାଜପୁର ଟାଉନରେ ଥିବା ଓଡ଼ିଶା ନାଭାଲ ଟାଟା…

ଅହମ୍ମଦାବାଦ ବିମାନବନ୍ଦରକୁ ବୋମା ଧମକ

ଅହମ୍ମଦାବାଦ: ଗୁଜରାଟର ଅହମ୍ମଦାବାଦ ବିମାନବନ୍ଦରକୁ ବୋମା ଧମକ ମିଳିଛି। ଅହମ୍ମଦାବାଦ ବିମାନବନ୍ଦରରେ ବୋମା ଥିବା ନେଇ କ୍ରାଇମ୍ ବ୍ରାଞ୍ଚକୁ ଏକ ଇମେଲ୍ ମିଳିଥିଲା। ଅହମ୍ମଦାବାଦ କ୍ରାଇମ୍ ବ୍ରାଞ୍ଚର ଯୁଗ୍ମ କମିଶନର ଅଫ୍ ପୋଲିସ ଶରଦ ସିଂଘଲ କହିଛନ୍ତି ଯେ ବୋମା ସ୍କ୍ୱାଡ୍, ଅଗ୍ନିଶମ…

ଦୁର୍ନୀତି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ, ଡାକ୍ତର କରୁଣାକର ରାଉତଙ୍କୁ ଚାକିରିରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦୁର୍ନୀତି ବିରୁଦ୍ଧରେ କଡା ଆଭିମୁଖ୍ୟ ଜାରି ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲା ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପୂର୍ବତନ ମେଡିକାଲ ଅଫିସର ଡାକ୍ତର କରୁଣାକର ରାଉତଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ଡାକ୍ତର ରାଉତ ବର୍ତ୍ତମାନ ଭଦ୍ରକ ଜିଲ୍ଲା ସଦର…

ଗୁରୁ ନାଁରେ କଳଙ୍କ! ଛାତ୍ରୀଙ୍କୁ ଅସାଦାଚରଣ ଅଭିଯୋଗରେ ଗଣିତ ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକ ଅଟକ

ବାଲେଶ୍ବର: ପୁଣି ବାଲେଶ୍ବରରେ ଏଫଏମ୍ କଲେଜ ଘଟଣାର ପୁନରାବୃତ୍ତି ହୋଇଛି । ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସାଦାଚରଣ ଅଭିଯୋଗରେ ବିଦ୍ୟାଳୟର ଗଣିତ ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକଙ୍କୁ ଅଟକ ରଖିଛି ପୋଲିସ । ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା…

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟିଲେ ଦିଲୀପ ରାୟ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ମାମଲାରେ କୋର୍ଟରେ ଶୁଣାଣି ହେବା ପୂର୍ବରୁ ସେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟିଛନ୍ତି। ସୂଚନା ଅନୁସାରେ, ସେ ସକାଳେ ଭୁବନେଶ୍ୱରସ୍ଥିତ ତାଙ୍କ ସରକାରୀ…

ରିଲ୍ ତିଆରି କରିବାକୁ ପସନ୍ଦ କରନ୍ତି କି? ସରକାରଙ୍କ ଏହି ଯୋଜନା ଆପଣଙ୍କୁ ରୋଜଗାର ଯୋଗାଇବ….

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ରିଲ୍ ତିଆରି ଏବଂ ଭ୍ଲଗିଂ କରିବାକୁ ପସନ୍ଦ କରନ୍ତି, ତେବେ ଆପଣଙ୍କ ପାଖରେ ଭଲ ଟଙ୍କା ରୋଜଗାର କରିବାର ସୁଯୋଗ ମଧ୍ୟ ଅଛି । ଡିଜିଟାଲ ଇଣ୍ଡିଆର ୧୦ ବର୍ଷ ପୂରଣ ହେବା ଅବସରରେ କେନ୍ଦ୍ର ସରକାର ଏକ ନୂତନ ପ୍ରତିଯୋଗିତା ଆରମ୍ଭ କରିଛନ୍ତି, ଯେଉଁଥିରେ କଣ୍ଟେଣ୍ଟ…

ଅଷ୍ଟମ ଶ୍ରେଣୀ ବହିରୁ ‘ପାଇକ ବିଦ୍ରୋହ’ ବିଷୟ ବାଦ୍‌: କ୍ଷୋଭ ପ୍ରକାଶ କଲେ ନବୀନ, ସ୍ପଷ୍ଟୀକରଣ ଦେଲା…

ଭୁବନେଶ୍ୱର: ଅଷ୍ଟମ ଶ୍ରେଣୀ ବହିରୁ 'ପାଇକ ବିଦ୍ରୋହ' ବାଦ୍‌ ଦିଆଯିବା ପ୍ରସଙ୍ଗରେ ଏନସିଇଆରଟିକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡ଼ା ନିନ୍ଦା। ବିଜେଡି ନେତା ନବୀନ ପଟ୍ଟନାୟକ ମଙ୍ଗଳବାର ଅଷ୍ଟମ ଶ୍ରେଣୀ ବହିରୁ ପାଇକ ବିଦ୍ରୋହକୁ ବାଦ ଦିଆଯିବା ପ୍ରସଙ୍ଗରେ ଏନସିଇଆରଟି ଉପରେ…

ନା ନିଜ ଦେଶ ଅଛି ନା ଅଛି ନାଗରିକତା

ନୂଆଦିଲ୍ଲୀ: ସେମାନଙ୍କର ନା ନିଜର କୌଣସି ଦେଶ ଅଛି ନା କୌଣସି ଦେଶର ନାଗରିକତା । ଏଭଳି ଲୋକଙ୍କୁ ଅଣନାଗରିକ ବା ରାଷ୍ଟ୍ରହୀନ କୁହାଯାଏ । ବିଶ୍ବରେ ଏଭଳି ଏକ କୋଟିରୁ ଅଧିକ ଲୋକ ଅଛନ୍ତି, ଯେଉଁମାନଙ୍କ ପାଖରେ କୌଣସି ଦେଶର ନାଗରିକତା ନାହିଁ । ସେମାନେ କୌଣସି ଦେଶର ନାଗରିକ ହୋଇନଥିବାରୁ…

କିଏ ହେବେ ପରବର୍ତ୍ତୀ ଉପରାଷ୍ଟ୍ରପତି ?

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛି ଜଗଦୀପ ଧନଖଡ଼ । ସ୍ବାସ୍ଥ୍ୟଗତ ସମସ୍ୟାକୁ କାରଣ ଦର୍ଶାଇ ଧନଖଡ଼ ପଦ ଛାଡିଥିବା ବେଳେ ବିରୋଧୀ ଇସ୍ତଫା ପଛରେ କାରଣକୁ ନେଇ ଭିନ୍ନ ଚର୍ଚ୍ଚା କରୁଛନ୍ତି । ରାଜନୈତିକ ବିଶେଷଜ୍ଞ ମଧ୍ୟ ତମାମ ଆକଳନ କରୁଛନ୍ତି । ଅନେକ ଏହାକୁ ଆଗାମୀ ବିହାର…