ଭୟଙ୍କର ଏନାବେଲ କଣ୍ଢେଇ ହଜିଯାଇଛି, ହବକି କିଛି ଅଘଟଣ
ଆପଣମାନେ ଯଦି ଭୂତପ୍ରେତଙ୍କୁ ବିଶ୍ୱାସ କରନ୍ତି ତେବେ ଏହି ଖବର ଆପଣଙ୍କୁ ଚିନ୍ତାରେ ପକାଇପାରେ । ରହସ୍ୟମୟ ଓ ଅଘଟଣ ଘଟାଉଥିବା ଏନାବେଲ କଣ୍ଢେଇ ପୂନର୍ବାର ହଜି ଯାଇଛି । ୧୯୭୦ରୁ ଏହି ଘଟଣାର ପୂନରାବୃତି ଘଟି ଚାଲିଛି । ନିକଟରେ ପ୍ୟାରାନର୍ମାଲ ଇନଭେଷ୍ଟିଗେଟର ଡ୍ୟାନ ରିଭେରାଙ୍କ ରହସ୍ୟମୟ…