Latest Odisha News

BREAKING NEWS

Monthly Archives

July 2025

ପୁଣି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଲତା, ସରଣ୍ଡା ଜଙ୍ଗଲରୁ ଜବତ ହେଲା ମାଓ ବିସ୍ଫୋରକ ସାମଗ୍ରୀ

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମା ସରଣ୍ଡା ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ଜବତ। ବିପୁଳ ଆଇଇଡି ସହ ହ୍ୟାଣ୍ଡ ଗ୍ରେନେଡ ଏବଂ ବିସ୍ଫୋରକ ପାଉଡର ଜବତ କଲା ସୁରକ୍ଷା ବାହିନୀ। ତେବେ ଏହାକୁ ସୁରକ୍ଷାକର୍ମୀଙ୍କ ବଡ଼ ସଫଳତା ବୋଲି କୁହାଯାଉଥିବା ବେଳେ ବର୍ତ୍ତମାନ ମାଓ ଗତିବିଦ୍ଧି ଉପରେ ନଜର…

ଛାତ୍ର କଂଗ୍ରେସ ସଭାପତି ଦୁଷ୍କର୍ମ ମାମଲାରେ ଗିରଫ, ଭକ୍ତ ଦାସଙ୍କ ଇସ୍ତଫା ଦାବି କରି ଘେରିଲା ଏବିଭିପି

ଭୁବନେଶ୍ବର: ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗରେ ମଞ୍ଚେଶ୍ବର ଥନା ପୋଲିସ ତାଙ୍କୁ ଗିରଫ କରିଛି। ଏହି ଘଟଣାକୁ ଗୁରୁତର ସହ ନେଇ ଜାତୀୟ ଛାତ୍ର କଂଗ୍ରେସ (NSUI) ଉଦିତଙ୍କୁ ସଭାପତି ପଦ ଓ ଦଳରୁ ନିଲମ୍ବିତ କରିଛି। ଏହାସହ ପ୍ରଦେଶ କଂଗ୍ରେସ ଏହି…

ଇସ୍ରାଏଲ ଆକ୍ରମଣରେ ହମାସ କମାଣ୍ଡର ନିହତ; ୭୫ଟି ଆତଙ୍କବାଦୀ ଆଡ୍ଡା ଧ୍ବଂସ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଆକ୍ରମଣ ଏବେ ବି ଜାରି ରହିଛି। ତେବେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଦାବି କରିଛି ଯେ, ସେମାନେ ହମାସ କମାଣ୍ଡର ବଶର ଥାବେଟଙ୍କୁ ହତ୍ୟା କରିଛନ୍ତି।ସେମାନେ ହମାସର ଅସ୍ତ୍ରଶସ୍ତ୍ର ଉତ୍ପାଦନ ମୁଖ୍ୟାଳୟରେ ଏହାର ବିକାଶ ଏବଂ ପ୍ରକଳ୍ପ ବିଭାଗର…

୨ ଗ୍ରାମବାସୀଙ୍କୁ ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ପୁଣି ଆତଙ୍କ ଖେଳାଇଲେ ଲାଲବାହିନୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁରର ତର୍ରେମ ଥାନା ଛଟୁବାଇ ଓ ବଡେ ତର୍ରେମ ଗାଁରେ ମାଓବାଦୀ ମାନେ ୨ ଜଣ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ଦୁଇ ମୃତକ ହେଲେ ଛୁଟବାଇ ଗାଁର ୫୦ ବର୍ଷୀୟ…

ଓଟିଇଟି ପରୀକ୍ଷା ବାତିଲ: କଟକ ବୋର୍ଡ ଅଫିସ ଆଗରେ ବିଜେଡିର ବିକ୍ଷୋଭ, ମନ୍ତ୍ରୀଙ୍କ ଇସ୍ତଫା ଦାବି

କଟକ: ସ୍ୱତନ୍ତ୍ର ଓଟିଇଟି (OTET) ପରୀକ୍ଷା ବାତିଲ ହେବାକୁ ନେଇ ବିଜୁ ଜନତା ଦଳ (ବିଜେଡି) ସୋମବାର କଟକସ୍ଥିତ ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛି। ରବିବାର ହେବାକୁ ଥିବା ଏହି ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହେବା ଅଭିଯୋଗ ପରେ…

‘ସୈୟାରା’ର ରେକର୍ଡ ବ୍ରେକିଂ କେଲକ୍ସନ: ଯିଏ ଦେଖିଲା ସେ ତାଳି ମାରିଲା.. କିନ୍ତୁ କପି ହୋଇଥିବା ଅଭିଯୋଗ

ଭୁବନେଶ୍ୱର: ମୋହିତ ସୁରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ସୈୟାରା ଜୁଲାଇ ୧୮ରେ ମୁକ୍ତିଲାଭ କରି ମାତ୍ର ତିନି ଦିନରେ ୮୩ କୋଟି ଟଙ୍କା ଆୟ କରି ବକ୍ସ ଅଫିସରେ ଇତିହାସ ରଚିଛି। ନୂଆ ମୁହଁ ଅହାନ ପାଣ୍ଡେ ଓ ଅନୀତ ପଡ୍ଡାଙ୍କ ଅଭିନୀତ ଏହି ରୋମାଣ୍ଟିକ କାହାଣୀ ୨୦୨୫ର ଶ୍ରେଷ୍ଠ ପାଞ୍ଚଟି…

ହନିମୁନରେ ସ୍ୱାମୀକୁ ହତ୍ୟା କରି ଅନୁତାପ କରୁନାହାନ୍ତି ସୋନମ ରଘୁବଂଶୀ! ଜେଲରେ କେମିତି ଅଛନ୍ତି?

ଶିଲଂ: ମେଘାଳୟକୁ ହନିମୁନରେ ଯାଇଥିବା ବେଳେ ସ୍ୱାମୀ ରାଜା ରଘୁବଂଶୀଙ୍କୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ସୋନମ ରଘୁବଂଶୀ ଶିଲଂ ଜେଲରେ ମାସେ ହେବ ଜେଲରେ ରହିଛନ୍ତି। କିନ୍ତୁ ସୂଚନା ଅନୁସାରେ, ସେ ନିଜ କାର୍ଯ୍ୟ ପାଇଁ କୌଣସି ଅନୁଶୋଚନା ପ୍ରକାଶ କରି ନାହାନ୍ତି ଏବଂ ତାଙ୍କ ପରିବାରର କେହି ତାଙ୍କୁ…

ପୁରୀରୁ ସାଂଘାତିକ ଅଭିଯୋଗ: ପଇସା ନଦେଲେ ଜଳାଭିଷେକ କରିପାରିବନି; ପୂଜାରୀ ଓ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ…

ପୁରୀ: ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଦିନ ଓଡ଼ିଶାର ବିଭିନ୍ନ ଶିବ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଛି। କିନ୍ତୁ ପୁରୀର ପ୍ରସିଦ୍ଧ ଲୋକନାଥ ମନ୍ଦିରରେ ଅବ୍ୟବସ୍ଥା ଓ ଅନୈତିକ କାର୍ଯ୍ୟକଳାପ ନେଇ ଭକ୍ତମାନେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ମନ୍ଦିରର ପୂଜାରୀ ଓ ପୁଲିସ ଶିବଲିଙ୍ଗରେ ଜଳାଭିଷେକ ପାଇଁ…

ଖୋଲାରେ ପେଟ୍ରୋଲ ନଦେବାକୁ ପେଟ୍ରୋଲିୟମ ସଂଘର ନିଷ୍ପତ୍ତି, ସରକାର ଡାକିଲେ ବୈଠକ; ଏମାନଙ୍କୁ ଘାରିଲା ଚିନ୍ତା

ଭୁବନେଶ୍ୱର: ବାଲେଶ୍ୱର ଓ ବଳଙ୍ଗାରେ ପେଟ୍ରୋଲ ଦୂରୁପଯୋଗ ସମ୍ପର୍କିତ ଅଘଟଣ ପରେ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେବାକୁ ଯାଉଛନ୍ତି। ଖୋଲା ପାତ୍ର କିମ୍ବା ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ଓ ଡିଜେଲ ବିକ୍ରି ଉପରେ କଟକଣା ଲଗାଇବା ପାଇଁ ନୂଆ ଗାଇଡ଼ଲାଇନ ପ୍ରସ୍ତୁତ କରାଯାଉଛି। ଏନେଇ ଆଜି ସନ୍ଧ୍ୟା…

ଉଦିତ ପ୍ରଧାନ ଗିରଫ ଘଟଣା: ଅନୁଧ୍ୟାନ ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ କମିଟି ଗଠନ

ଭୁବନେଶ୍ୱର: ଦୁଷ୍କର୍ମ ଅଭିଯୋଗରେ ଗିରଫ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ପଦ ଓ ଦଳରୁ ନିଲମ୍ବନ କରାଯାଇଛି। ଅନ୍ୟପଟେ ଏହି ଘଟଣାର ଅନୁଧ୍ୟାନ ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ସସ୍ମିତା ବେହେରାଙ୍କ ନେତୃତ୍ବରେ ୬ ଜଣିଆ କମିଟି ଗଠନ କରାଯାଇଛି। ଏହି…