Latest Odisha News

BREAKING NEWS

Monthly Archives

July 2025

ବିଜେପିର ନୂଆ ଅଧ୍ୟକ୍ଷ ଘୋଷଣାକୁ ଅପେକ୍ଷା, ହଠାତ ଦିଲ୍ଲୀରେ ୩ ଶୀର୍ଷ ନେତାଙ୍କୁ ଯୋଗୀଙ୍କ ସାକ୍ଷାତ ବଢ଼ାଇଲା ଭିନ୍ନ…

ନୂଆଦିଲ୍ଲୀ: ସାରା ଦେଶ ଅପେକ୍ଷା କରିଛି ଶାସକ ଦଳ ବିଜେପିର ନୂଆ ଅଧ୍ୟକ୍ଷ କିଏ ହେବେ? ତାରିଖ ପରେ ତାରିଖ ଗଡ଼ି ଚାଲିଛି ହେଲେ କିଏ ହେବେ ଅଧ୍ୟକ୍ଷ ସେ ନେଇ କୌଣସି ନିର୍ଯାସକୁ ଆସିପାରିନି କି ମୋହର ମାରିପାରୁନି ବିଜେପିର କୋର କମିଟି। ସେହିପରି ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ…

ଦେଶର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ: କିନ୍ନର ବେଶରେ ଭୋପାଳରୁ ନେହା ଗିରଫ, ତିଆରି କରିଛି ପାସପୋର୍ଟ

ଭୋପାଳ: ଦେଶର ସୁରକ୍ଷା ଏବେ ପ୍ରଶ୍ନ ଘେରରେ। କାରଣ ଜଣେ ବାଂଲାଦେଶୀ ନାଗରିକ ଭାରତରେ ଦୀର୍ଘ ବର୍ଷ ହେବ ବେଶ ବଦଳାଇ ରହୁଛି। ଆଉ ତା ପୁଣି ଜଣେ ତୃତୀୟ ଲିଙ୍ଗୀ ଭାବେ। ଅସଲରେ ସେ କିନ୍ତୁ ଜଣେ ପୁରୁଷ। ଯଦିଓ ଏବେ ଭୋପାଳ ପୋଲିସ ଦ୍ୱାରା ଏହି ବ୍ୟକ୍ତି ଜଣଙ୍କ ଗିରଫ ହୋଇଛନ୍ତି କିନ୍ତୁ ତାଙ୍କର…

ସାମ୍ନାକୁ ଆସିଲା ସୌମ୍ୟାଶ୍ରୀ ବାପାଙ୍କ ଗୁହାରି; ଆଇସିସିଙ୍କୁ ଆଗୁଆ କହିଥିଲେ ଝିଅ କିଛି ବି କରିପାରେ…

ବାଲେଶ୍ୱର: ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ପରେ ଧିରେ ଧିରେ ଅନେକ ତଥ୍ୟ ସାମ୍ନାକୁ ଆସୁଛି । ତେବେ ଏହି ଘଟଣାରେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି । ସୌମ୍ୟାଶ୍ରୀ ବିଶିଙ୍କୁ ଏଚଓଡି ସମୀର ସାହୁ ମାନସିକ ନିର୍ଯାତନା ଦେଉଥିବା…

ଏମ୍ସ ପରିସରରେ ଉତ୍ତେଜନା; ବର୍ଣ୍ଣ ୱାର୍ଡକୁ ନିଷିଦ୍ଧାଞ୍ଚଳ ଘୋଷିତ, ଧାରା ୧୬୩ ଲାଗୁ

ପୁରୀ: ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳର ନାବାଳିକା ଦେହରେ ନିଆଁ ଲଗାଇବା ଘଟଣାକୁ ନେଇ ଏମ୍ସ ଭୁବନେଶ୍ବର ପରିସରରେ ଶନିବାର ରାତିରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତେଜନା ପରେ ବର୍ଣ୍ଣ ୱାର୍ଡକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। କମିସନରେଟ୍‌ ପୋଲିସ ପକ୍ଷରୁ ଉକ୍ତ ଅଞ୍ଚଳରେ ୧୬୩…

ବିଶ୍ୱକପ୍ ଫାଇନାଲ୍‌ରେ ଯେଉଁ ବ୍ୟାଟରେ ସିକ୍ସ ମାରିଥିଲେ ଧୋନୀ, ଦାମ ଜାଣିଲେ ମୁଣ୍ଡ ବୁଲେଇବ…

ମୁମ୍ବାଇ:  କ୍ରିକେଟ ଏମିତି ଏକ ଖେଳ ଯେଉଁଠି କେତେକ ମ୍ୟାଚ ଓ ମୁହୂର୍ତ୍ତ ଚିରସ୍ମରଣୀୟ ହୋଇ ରହିଥାଏ। ସଚିନ ତେନ୍ଦୁଲକରଙ୍କ ୧୦୦ତମ ଶତକ, ବିରାଟ କୋହଲିଙ୍କ ପାକିସ୍ତାନ ବିପକ୍ଷରେ ୮୨ ରନର ଅଭୁଲା ଇନିଂସ, କିମ୍ବା ସୂର୍ଯ୍ୟକୁମାର ଯାଦବଙ୍କ ଟି-୨୦ ବିଶ୍ୱକପ ୨୦୨୪ ଫାଇନାଲରେ ଅସାଧାରଣ କ୍ୟାଚ।…

ମୌସୁମୀ ଅଧିବେଶନରେ ମୋଦି ସରକାରକୁ ଘେରିବେ ବିରୋଧୀ, ୮ଟି ପ୍ରସଙ୍ଗ ଉପରେ ତିଆରି ହେଲା ରଣନୀତି

ନୂଆଦିଲ୍ଲୀ: ୨୧ ଜୁଲାଇ (ସୋମବାର)ରୁ ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ଇଣ୍ଡିଆ ମେଣ୍ଟ କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି। ଏହି ଲକ୍ଷ୍ୟରେ ଶନିବାର ମେଣ୍ଟର ପ୍ରମୁଖ ନେତାମାନେ ଏକ ଭର୍ଚୁଆଲ ବୈଠକରେ ମିଳିତ ହୋଇ ଆଗାମୀ…

ପାଞ୍ଚଟି ଯୁଦ୍ଧ ବିମାନ ଖସିଥିଲା: ଟ୍ରମ୍ପଙ୍କ ବୟାନ ପରେ ମୋଦୀଙ୍କ ଜବାବ ମାଗି ଘେରିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବୟାନ ଦେଶର ରାଜନୀତିରେ ଚହଳ ସୃଷ୍ଟି କରିଛି। ଭାରତର ଅପରେସନ ସିନ୍ଦୂର ବେଳେ “ପାଞ୍ଚଟି ଯୁଦ୍ଧ ବିମାନ ଖସାଯାଇଥିଲା” ବୋଲି ଟ୍ରମ୍ପଙ୍କ ଦାବିକୁ ନେଇ ବିବାଦ ତୀବ୍ର ହୋଇଛି। କଂଗ୍ରେସ ଏହି ମୁଦ୍ଦାକୁ ସଂସଦରେ ଉଠାଇବାକୁ ପ୍ରସ୍ତୁତି…

ଉଚ୍ଚଶିକ୍ଷା ବିଭାଗ ତଦନ୍ତ ଶେଷ, ୩୨ ଜଣଙ୍କ ବୟାନ ରେକର୍ଡ

ଭୁବନେଶ୍ୱର: ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ମାମଲା । ଶେଷ ହେଲା ଉଚ୍ଚଶିକ୍ଷା ବିଭାଗର ତଦନ୍ତ । ଏହି ଘଟଣାରେ ଆଜି ୩୦ରୁ ୩୨ ଜଣଙ୍କ ବୟାନ ରେକର୍ଡ କଲେ ଉଚ୍ଚଶିକ୍ଷା ବିଭାଗର ଟିମ୍ । ଏଥିରେ ଅଛନ୍ତି UGC ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, କ୍ରାମବ୍ରାଞ୍ଚ ଓ ଉଚ୍ଚଶିକ୍ଷା ବିଭାଗର ଟିମ୍…

ନିଶାସକ୍ତ ଅବସ୍ଥାରେ ସ୍ତ୍ରୀ ଉପରକୁ ଏୟାର ଗନରୁ ଫାୟାରିଂ ; ସ୍ବାମୀକୁ ଗିରଫ କଲା ପୋଲିସ

ବଲାଙ୍ଗୀର: ପାଟଣାଗଡ଼ ଥାନା ଚୁଲୁଦା ଗ୍ରାମରେ ମଦ୍ୟପ ସ୍ବାମୀର ଉନ୍ମତ କାଣ୍ଡ । ନିଶାସକ୍ତ ଅବସ୍ଥାରେ ସ୍ତ୍ରୀ ଛାତିକୁ ଏୟାର ଗନରୁ ଫାୟାରିଂ କରିଛି ମଦ୍ୟପ ସ୍ବାମୀ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଚୁଲୁଦା ଗ୍ରାମରେ ଶନିବାର ଦିନ ୩୫ ବର୍ଷୀୟ ପ୍ରହଲ୍ଲାଦ ମଲ୍ଲିକ ସ୍ତ୍ରୀ ନୀର…

‘ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କୁ ସୁରକ୍ଷିତ ବାତାବରଣ ପ୍ରଦାନ କରିବ “ଶକ୍ତିଶ୍ରୀ…

ଭୁବନେଶ୍ବର: କଲେଜ ଓ ବିଶ୍ୱ ବିଦ୍ୟାଳୟରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଯୋଜନା ‘ଶକ୍ତିଶ୍ରୀ’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ୧୬ ଟି ବିଶ୍ୱବିଦ୍ୟାଳୟ ଏବଂ ୭୩୦ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟମାନଙ୍କରେ…