ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଆନ୍ଦ୍ରେ ରସେଲ
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ କ୍ରିକେଟର ଲୋକପ୍ରିୟ ଖେଳାଳି ଆନ୍ଦ୍ରେ ରସେଲ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ୨ଟି ଟି୨୦ ମ୍ୟାଚ ଖେଳିବା ପରେ ସେ ଅବସର ନେବେ ବୋଲି ଆଗୁଆ ଘୋଷଣା କରିଛନ୍ତି । ସାବିନା ପାର୍କରେ ଜୁଲାଇ ୨୦ ଓ ୨୨ରେ ଏହି ମ୍ୟାଚ ଖେଳାଯିବ ।…