ମୁକ୍ତିର ଆନନ୍ଦରେ ବିଭୋର ବାଘ, ନଦୀକୁ ମାରିଲା ଲମ୍ବା ଡିଆଁ
ସୁନ୍ଦରବନ:ମୁକ୍ତି ବା ସ୍ୱାଧୀନତାକୁ କିଏ ବା ପସନ୍ଦ ନ କରେ । କଏଦରେ ରହିବାଠାରୁ ମୁକ୍ତ ବିହଙ୍ଗ ହେବା ସମସ୍ତେ ଚାହାନ୍ତି । ପଶ୍ଚିମବଙ୍ଗର ସୁନ୍ଦରବନରେ ଏ ଭଳି ଏକ ଆନନ୍ଦଦାୟକ ଦୃଶ୍ୟ ଦେଖିବାକୁ ମିଳିଛି । ବନ ବିଭାଗ ଟିମ ଏକ ଅସୁସ୍ଥ ବାଘକୁ ଉଦ୍ଧାର କରି ଚିକିତ୍ସା କରାଇଥିଲେ । କିଛି ଦିନ…