Latest Odisha News

BREAKING NEWS

Monthly Archives

July 2025

ଏଫଏମ କଲେଜ ଛାତ୍ରୀଙ୍କ ମୃତ୍ୟୁ ମାମଲା: ବାଲେଶ୍ୱରରେ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍

ବାଲେଶ୍ୱର: ଫୋକିର ମୋହନ କଲେଜ ଛାତ୍ରୀଙ୍କ ମୃତ୍ୟୁ ମାମଲା ନେଇ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ପ୍ରଭାବ ଦେଖିବାକୁ ମିଳିଛି। ଅନ୍ୟପଟେ ଏହି ଘଟଣରେ କ୍ରାଇମବ୍ରାଞ୍ଚ ଟିମର ତନାଘନା ଆରମ୍ଭ ହୋଇଛି। ବାଲେଶ୍ବରରେ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତଦନ୍ତ…

ବିରୋଧୀଙ୍କୁ ଅପରାଜିତାଙ୍କ ଟାର୍ଗେଟ୍: କହିଲେ, ଓଡିଶା ବନ୍ଦ କରିବା ପୂର୍ବରୁ ନିଜ ଅମଳର ସମୀକ୍ଷା ଜରୁରୀ ଥିଲା

ଭୁ‌ବନେଶ୍ବର: ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ କଲେଜରେ ଛାତ୍ରୀ ନିଜ ଜୀବନ ନେବା ଘଟଣାରେ ବିରୋଧୀ ଦଳ ସରକାରଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାକୁ ନେଇ ବିଜେପି ପକ୍ଷରୁ ପାଲଟା ଜବାବ ଦିଆଯିବା ସହିତ କଂଗ୍ରେସ ଏବଂ ବିଜେଡିକୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେପି…

ଓଡ଼ିଶା ବନ୍ଦ ଡାକରା; ଯାତ୍ରୀଙ୍କ ସହାୟତା ପାଇଁ କମିଶନରେଟ୍ ପୋଲିସ ଜାରି କଲା ହେଲ୍ପଲାଇନ୍ ନମ୍ବର…

ଭୁବନେଶ୍ୱର: ଏଫ୍ଏମ୍ କଲେଜର ଛାତ୍ରୀଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ପରେ ସାଧାରଣ ପରିବହନ ସେବା ଠପ୍ ହୋଇଯାଇଛି। ଖାସ୍ କରି ରାସ୍ତା ଅବରୋଧ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଥିବା ଯାତ୍ରୀମାନଙ୍କୁ ସହାୟତା କରିବା ପାଇଁ କମିଶନରେଟ୍…

ଭାରତୀୟ କଲେଜ ପିଲାଙ୍କ ପାଇଁ Google କଲା ବଡ଼ ଘୋଷଣା, AI Pro ପ୍ଲାନ୍‌ ଏକ ବର୍ଷ ପାଇଁ ମାଗଣା

ନୂଆଦିଲ୍ଲୀ: ଗୁଗଲ ଭାରତୀୟ କଲେଜ ଛାତ୍ରଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। ଏହାର ୧୯,୫୦୦ ଟଙ୍କା ମୂଲ୍ୟର AI Pro ପ୍ଲାନ୍‌କୁ ଏକ ବର୍ଷ ପାଇଁ ମାଗଣା ଦେବାର ନିଷ୍ପତ୍ତି ନେଇଛି। ଏହି ପ୍ଲାନ୍‌ରେ Gemini AI, Veo ଭିଡିଓ ଟୁଲ୍‌ ଏବଂ ୨ ଟେରାବାଇଟ୍‌ କ୍ଲାଉଡ୍‌ ଷ୍ଟୋରେଜ୍‌ ଭଳି ପ୍ରିମିୟମ…

ପୂର୍ବ ସରକାରଙ୍କୁ ସାଙ୍ଘାତିକ କଥା କହିଲେ ଅପରାଜିତା

ଆଜି ସାରା ରାଜ୍ୟରେ ବନ୍ଦ ପାଳନ କରିଛି କଂଗ୍ରେସ । ଏହାର ପ୍ରଭାବରେ ସାରା ରାଜ୍ୟରେ ଗାଡି ଚଳାଚଳ, ଦୋକାନ ବଜାର ବନ୍ଦ ରହିଛି । ଅନେକ ଅନୁଷ୍ଠାନ ମଧ୍ୟ ବନ୍ଦ କରିଛି କଂଗ୍ରେସ । ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ଲୋୟର ପିଏମଜିରେ କଂଗ୍ରେସ କର୍ମକର୍ତ୍ତା ଖୁବ ଜୋରରେ ରାଲି…

ଟ୍ରେଣ୍ଡରେ ରହସ୍ୟମୟ ‘ଲବୁବୁ ଡଲ୍’: ‘ଦି ସିମ୍ପସସନ୍ସ’ ସହ ଯୋଡିଲେ ୟୁଜର୍ସ…

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ଗୋଟେ ଅଜବ ଦେଖାଯାଉଥିବା କଣ୍ଢେଇ ବେଶ୍ ଟ୍ରେଣ୍ଡରେ ରହିଛି। ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଛୋଟ ବଡ଼ ଇନଫ୍ଲୁଏନ୍ସର୍ ସମସ୍ତଙ୍କ ପାଖରେ ଏହି ଡଲ୍ ଦେଖିବାକୁ ମିଳୁଛି। ଲୋକମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହେବା ସହିତ ଭୟ ମଧ୍ୟ କରୁଛନ୍ତି। କିଛି ଲୋକ…

ଗୁଳି ଲାଗିବାର କେତେ ଦିନ ଭିତରେ ମଣିଷର ମୃତ୍ୟୁ ହୋଇଥାଏ ? ଜାଣନ୍ତୁ କଣ କହିଲେ ଡାକ୍ତର

ନୂଆଦିଲ୍ଲୀ: ସିନେମା ହେଉ କି ଖବର, ଯେତେବେଳେ ଗୁଳି ଚାଲିବାର କଥା ଆସେ, ଆମ ମନରେ ଜୋରେ ଶବ୍ଦ, ରକ୍ତ ଓ ହଠାତ୍ ମୃତ୍ୟୁର ଚିତ୍ର ଉଠିଆସେ। ଫିଲ୍ମରେ ଅଧିକାଂଶ ସମୟରେ ଗୁଳି ଲାଗିବା ମାତ୍ରେ ମଣିଷ ଭୂମିରେ ପଡ଼ି ତୁରନ୍ତ ପ୍ରାଣ ତ୍ୟାଗ କରେ, କିନ୍ତୁ ବାସ୍ତବ ଜୀବନରେ ଏହା କିଛି ଭିନ୍ନ।…

କେନ୍ଦ୍ରାପଡାରୁ ନିଆଗଲା ମୁଖ୍ୟମନ୍ତ୍ରୀଙ୍କ ଅଚଳ ହେଲିକପ୍ଟର, ମରାମତି ପାଇଁ ଟ୍ରକରେ ଲଦା ହୋଇ ଗଲା ମୁମ୍ବାଇ

କେନ୍ଦ୍ରାପଡା: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ବ୍ୟବହୃତ ଏକ ହେଲିକପ୍ଟର, ଯାହା କେନ୍ଦ୍ରାପଡା ଅଟୋନମସ୍ କଲେଜ ପଡିଆରେ ଯାନ୍ତ୍ରିକ ସମସ୍ୟା ଯୋଗୁଁ ମାସାଧିକ ସମୟ ଧରି ଅଟକି ରହିଥିଲା, ବୁଧବାର ତାକୁ ଏକ ଟ୍ରକ ଯୋଗେ ମୁମ୍ବାଇକୁ ପଠାଯାଇଛି। ମାସେ ୭ ଦିନ ପରେ କେନ୍ଦ୍ରାପଡ଼ାରୁ…

ଏହି ସହରକୁ କାହିଁକି କୁହାଯାଏ ‘ଓ୍ଵାଇନ୍‌ କ୍ୟାପିଟାଲ’, ଏହିଠାରେ ପଡ଼ିଥିଲା ସମୁଦ୍ର ମନ୍ଥନର ସୋମରସ

ନୂଆଦିଲ୍ଲୀ: ଯଦି ଦେଢ଼ରୁ ଦୁଇ ଦଶନ୍ଧି ପୂର୍ବେ କୌଣସି ଭାରତୀୟ ଓ୍ଵାଇନ୍‌ର ସ୍ଵାଦ ନେବାକୁ ଚାହୁଁଥିଲେ, ତାଙ୍କୁ ଇଟାଲୀ, ଫ୍ରାନ୍ସ କିମ୍ବା କାଲିଫୋର୍ନିଆ ଭଳି ସ୍ଥାନକୁ ଯାତ୍ରା କରିବାକୁ ପଡୁଥିଲା। କିନ୍ତୁ ଏବେ କେବଳ ଦେଶୀୟ ନୁହେଁ, ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ଭାରତରେ ତିଆରି ହେଉଥିବା…

କେନ୍ଦ୍ର ଉପରେ ଓୱେସିଙ୍କ କଡା ଟାର୍ଗେଟ୍: କହିଲେ, ପହଲଗାମ ଆକ୍ରମଣ ମୋଦି ସରକାରଙ୍କର ଏକ ବଡ଼ ସୁରକ୍ଷା ତ୍ରୁଟି

ହାଇଦ୍ରାବାଦ: ଏଆଇଏମଆଇଏମ ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସି ବୁଧବାର ରାତିରେ ତେଲେଙ୍ଗାନାର ବୋଧନ ସହରରେ ୱାକଫ (ସଂଶୋଧନ) ଆଇନର ବିରୋଧ ପାଇଁ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ଯେଉଁଠାରେ ସେ କେନ୍ଦ୍ର ସରକାରଙ୍କୁ ଦାୟୀ କରି କହିଥିଲେ ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣ…