କାର ଦୁର୍ଘଟଣାରେ ବାର୍ବି ଡିଜାଇନର୍ ମାରିଓ ପାଗଲିନୋ ଏବଂ ଜିଆନି ଗ୍ରୋସିଙ୍କ ଦେହାନ୍ତ
ନୂଆଦିଲ୍ଲୀ: ୨୭ ଜୁଲାଇରେ ଇଟାଲୀରେ ହୋଇଥିବା ଏକ କାର୍ ଦୁର୍ଘଟଣାରେ ପ୍ରସିଦ୍ଧ ବାର୍ବି ଡିଜାଇନର୍ ମାରିଓ ପାଗଲିନୋ ଏବଂ ଜିଆନି ଗ୍ରୋସିଙ୍କ ଦେହାନ୍ତ ହୋଇଛି। ପାଗଲିନୋ ଏବଂ ଗ୍ରୋସି ଦୀର୍ଘ ସମୟ ଧରି ପାର୍ଟନରସିପରେ ଥିଲେ।
୧୯୯୯ ମସିହାରେ ମ୍ୟାଗିଆ୨୦୦୦ ପ୍ରତିଷ୍ଠା କରିଥିଲେ। ପପ୍…