Latest Odisha News

BREAKING NEWS

Monthly Archives

July 2025

ବେଙ୍ଗାଲୁରୁ ଦଳାଚକଟାରେ ଆରସିବି ଦୋଷୀ, ହାଇକୋର୍ଟରେ ଦାଖଲ ସରକାରୀ ରିପୋର୍ଟରେ ବଡ଼ ଖୁଲାସା…..

ବେଙ୍ଗାଲୁରୁ: ବେଙ୍ଗାଲୁରୁ ଦଳାଚକଟା ଘଟଣା ସହିତ ଜଡିତ ହାଇକୋର୍ଟରେ ଦାଖଲ କର୍ଣ୍ଣାଟକ ସରକାରଙ୍କ ରିପୋର୍ଟରେ ଗମ୍ଭୀର ତ୍ରୁଟି ଏବଂ ଭୁଲ ପରିଚାଳନାକୁ ସୂଚିତ କରିଛନ୍ତି। ଦଳାଚକଟା ପାଇଁ ଆରସିବିକୁ ଦାୟୀ କରିଛନ୍ତି। ଯେଉଁ କୋହଲିଙ୍କ ଏକ ଭିଡିଓ ଅପିଲ ବି ରହିଛି। ରୟାଲ୍ ଚ୍ୟାଲେଞ୍ଜର୍ସ…

ଓଡ଼ିଶା ବନ୍ଦ: ମାଷ୍ଟର କ୍ୟାଣ୍ଟିନ୍ ଭିତରେ ମୁହାଁମୁହିଁ ପୋଲିସ୍-କଂଗ୍ରେସ, ଚେତାବନୀ ଦେଲେ ସିପି 

ଭୁବନେଶ୍ଵର: ଆଜି ଓଡିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ଯାହାର ପ୍ରଭାବ ସକାଳୁ ସକାଳୁ ଦେଖିବାକୁ ମିଳିଥିବା ବେଳେ ରାଜଧାନୀ ଭୁବନେଶ୍ଵରରେ ବାଇକ୍ ରାଲି କରି ବିଭିନ୍ନ ସ୍ଥାନରେ ପିକେଟିଂ କରୁଛନ୍ତି କଂଗ୍ରେସ ଆନ୍ଦୋଳନକାରୀ । ଏହାରି ଭିତରେ ଭୁବନେଶ୍ବର ରେଳ ଷ୍ଟେସନରେ ଭିତରକୁ ପ୍ରବେଶ…

‘ଭାରତ ସହ ଖୁବଶୀଘ୍ର ବାଣିଜ୍ୟ, ଚାଲିଛି ବୁଝାମଣା’, ପୁଣି ଟ୍ରମ୍ପ୍ ଦେଲେ ବଡ଼ ବୟାନ….

ନୂଆଦିଲ୍ଲୀ: ବୁଧବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି କହିଛନ୍ତି ଯେ ୱାଶିଂଟନ ଭାରତ ସହିତ ଏକ ବାଣିଜ୍ୟ ଚୁକ୍ତି ପାଇଁ ବହୁତ ନିକଟତର। ଆମର ଅନେକ ମହାନ ଦେଶ ସହିତ ଚୁକ୍ତି ଅଛି, ଭାରତ ସହିତ ଆମର ଆଉ ଏକ ଚୁକ୍ତି ହେବାକୁ ଯାଉଛି। ଆମେ ଆଲୋଚନା କରୁଛୁ। ଯେତେବେଳେ ମୁଁ ଏକ…

‘ପରିବାରକୁ ଭେଟିବା ମହାକାଶ ଯାତ୍ରା ପରି ଅଦ୍ଭୁତ’, ୧୮ ଦିନର ଯାତ୍ରା ପରେ ପତ୍ନୀ ଏବଂ ପୁଅଙ୍କୁ ଭେଟିଲେ…

ନୂଆଦିଲ୍ଲୀ: ଇତିହାସ ସୃଷ୍ଟି କରି ପୃଥିବୀକୁ ଫେରିଥିବା ମହାକାଶଚାରୀ ଶୁଭାଂଶୁ ଶୁକ୍ଲା, ପ୍ରଥମେ ତାଙ୍କ ପରିବାର ସହ ଭେଟ ହୋଇଛନ୍ତି। ବନ୍ଧୁ ଏବଂ ସହକର୍ମୀଙ୍କ ମଧ୍ୟରେ 'ଶୁକ୍ସ' ଭାବରେ ଜଣାଶୁଣା ଶୁଭାଂଶୁ ଶୁକ୍ଲା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ISS) ରେ ୧୮ ଦିନ ବିତାଇବା ପରେ ମଙ୍ଗଳବାର…

ଏହି ରାଜ୍ୟରେ ମିଳିବ ମାଗଣା ବିଦ୍ୟୁତ୍, ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ପାଟନା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ସେମାନଙ୍କର ପ୍ରସ୍ତୁତିରେ ବ୍ୟସ୍ତ। ଏହି ସମୟରେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ତାଙ୍କର ୨୦ ବର୍ଷର କ୍ଷମତା ବଞ୍ଚାଇବା ପାଇଁ ସମସ୍ତ ପ୍ରୟାସ କରୁଥିବା ଦେଖାଯାଉଛି। ଏହି କାରଣରୁ ସେ ନିର୍ବାଚନ ପୂର୍ବରୁ ଅନେକ ପ୍ରକାରର…

6300mAh ବ୍ୟାଟେରୀ ସହ ରିଅଲମିର ଏହି ସ୍ମାର୍ଟଫୋନ ହେଲା ଲଞ୍ଚ… ପ୍ରାଇସ ୮ହଜାରରୁ କମ୍

ଭୁବନେଶ୍ବର:କମ୍ ବଜେଟ୍ ଗ୍ରାହକଙ୍କ ପାଇଁ ରିଅଲମି ସବୁଠାରୁ ଶସ୍ତା 5G ସ୍ମାର୍ଟଫୋନ୍ Realme C71 5G ଲଞ୍ଚ କରିଛି। ଏହି ଫୋନର ମୂଲ୍ୟ କମ୍ କିନ୍ତୁ ଏହି ଫୋନରେ ଆପଣ 6300 mAh ଶକ୍ତିଶାଳୀ ବ୍ୟାଟେରୀ, ମିଲିଟ୍ରି ଗ୍ରେଡ୍ ଷ୍ଟ୍ରଙ୍ଗ ବଡି, ଡୁଆଲ୍ ଭ୍ୟୁ ଭିଡିଓ ରେକର୍ଡିଂ, AI ଫିଚର୍ସ ଏବଂ…

୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା, ଆଜି ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା

ଭୁବନେଶ୍ୱର: ଆଜି ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କିନ୍ତୁ ଏବେ ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ। ଆଜି ୨୩ଟି ଜିଲ୍ଲାରେ ଝଡବର୍ଷା ସହିତ ପବନର ବେଗ ୩୦-୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ସେହି ଜିଲ୍ଲାଗୁଡିକ ହେଉଛି- ସୁନ୍ଦରଗଡ, ଝାରସୁଗୁଡା, ବରଗଡ,…

୧୨ ଘଣ୍ଟିଆ ଓଡ଼ିଶା ବନ୍ଦ: ଜାଣନ୍ତୁ କଣ ଖୋଲା ରହିବ, କଣ ବନ୍ଦ

ଭୁବନେଶ୍ୱର: କଂଗ୍ରେସ ପକ୍ଷରୁ ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ରାଜରାସ୍ତାକୁ ଓହ୍ଲାଇଲେ କଂଗ୍ରେସ ନେତା ଓ କର୍ମୀ। ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୂତି ଘଟଣାରେ ପ୍ରତିବାଦ କରାଯାଉଛି। ବିରୋଧୀ ଏହି ପ୍ରସଙ୍ଗରେ…

ଆହୁରି ବଢ଼ିବ ପାକିସ୍ତାନର ଟେନସନ… ଭାରତକୁ ମିଳିବ ଲଢୁଆ ଆପାଚି ହେଲିକପ୍ଟର

ନୂଆଦିଲ୍ଲୀ: ଭାରତ ତା'ର ସେନାକୁ ଆହୁରି ଶକ୍ତିଶାଳୀ କରିବାକୁ ଯାଉଛି। ଆସନ୍ତା ସପ୍ତାହରେ ଭାରତ ୬ AH-64E ଆପାଚି ଲଢୁଆ ହେଲିକପ୍ଟର ମଧ୍ୟରୁ ପ୍ରଥମ ତିନୋଟି ପାଇବ। ଏହା ଭାରତର ବାୟୁ ପ୍ରତିରକ୍ଷାକୁ ସୁଦୃଢ଼ କରିବ। ବିଶେଷକରି ପାକିସ୍ତାନ ସୀମାରେ ଏହି ହେଲିକପ୍ଟରଗୁଡ଼ିକ ଭାରତୀୟ ସେନାର…

ଶ୍ରୀ ଭାଗବତ ସାର ୧୦୦: ନିଜର ଧର୍ମ ଆଚରଣ କରିବା ମନ୍ୟୁଷର ପରମ କର୍ତ୍ତବ୍ୟ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ସମ୍ପୂର୍ଣ୍ଣ ଆଲୋଚନା ଆରମ୍ଭ କରିବା ପୂର୍ବରୁ ଶ୍ରୀ ସୂତ ମହାମୁନି ଶୌନକ ଆଦି ଋଷିଙ୍କୁ କିଛି ଉପଦେଶ ଦେଉଛନ୍ତି। ଆଉ କହିଛନ୍ତି ମନ୍ୟୁଷର ପରମ ଧର୍ମ କଣ ଓ ଯାହାର ଉତ୍ତରରେ କହିଛନ୍ତି ଭଗବତ ଭକ୍ତି ହିଁ ପରମ ଧର୍ମ,…