୨୦ ବର୍ଷର ଏହି ମହିଳା: ଯାହାଙ୍କ ଆୟ ବର୍ଷକୁ ୩୬୦ କୋଟି, ବନାନ୍ତି ଏପରି ଭିଡିଓ
ନୂଆଦିଲ୍ଲୀ: ଦୁନିଆରେ ଅଧିକାଂଶ ଲୋକ ଜାଣନ୍ତି କେଉଁ କାମ ଠିକ୍ ଓ କେଉଁଟା ଭୁଲ। ତଥାପି, କିଛି ଲୋକ ଏହା ମାନନ୍ତି ନାହିଁ, କାରଣ ସେମାନେ ବୋଧହୁଏ ଈଶ୍ୱରଙ୍କୁ ବିଶ୍ୱାସ କରନ୍ତି ନାହିଁ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଜଣେ ଝିଅ ସହ ପରିଚୟ କରାଇବୁ, ଯିଏ ଈଶ୍ୱରଙ୍କୁ ପୂରା ବିଶ୍ୱାସ କରନ୍ତି,…