ନୀତିଶ ବିରୋଧୀ ରଣନୀତି ପଛରେ କିଏ?
ନୂଆଦିଲ୍ଲୀ: ବିହାର ରାଜନୀତିରେ ପୁଣି ଚର୍ଚ୍ଚାରେ ଚିରାଗ ପାଶ୍ବଓ୍ବାନ । ଏନଡିଏରେ ରହି ମଧ୍ୟ ନୀତିଶ ସରକାରଙ୍କ ବିରୋଧରେ ବୟାନ ଦେଇଛନ୍ତି ଚିରାଗ । ଆଇନ ଶୃଙ୍ଖଳାକୁ ନେଇ ଏନଡିଏ ମେଣ୍ଟର ସହଯୋଗୀ ଜେଡିୟୁ ମୁଖ୍ୟ ନୀତିଶ କୁମାରଙ୍କୁ ଟାର୍ଗେଟ୍ କରିଛନ୍ତି । ଯାହା ଅନ୍ୟ ମେଣ୍ଟ ସହଯୋଗୀଙ୍କ…