Latest Odisha News

BREAKING NEWS

Monthly Archives

July 2025

ରୁଷୀୟ ଡାକ୍ତରଙ୍କ ମନୋବଳ ଦୋହଲାଇ ପାରିନଥିଲା ୮.୮ ତୀବ୍ରତାର ଭୂମିକମ୍ପ: ଥରି ଥରି ଏମିତି କଲେ ସର୍ଜରୀ….

ନୂଆଦିଲ୍ଲୀ: ଆଜି ରୁଷ କାମଚଟକା ଉପଦ୍ୱୀପରେ ହୋଇଥିବା ୮.୮ ତୀବ୍ରତାର ଭୂମିକମ୍ପ ପ୍ରତମେ ଜାପାନ, ପରେ ପରେ ବମେରିକା, ବ୍ରାଜିଲ୍ ଲବଂ ଚୀନ ଯାଏଁ ଏହାର ପ୍ରଭାବ ବିସ୍ତାର କରାସାରିଲାଣି । ସମୁଦ୍ର ତଳେ ସୃଷ୍ଟ ଭୂମିକମ୍ପ ଏବେ ସୁନାମି ଆତଙ୍କ ଖେଳାଇଥିବା ବେଳେ ଏହାର ପ୍ରଭାବରେ ଅନେକ ଅଞ୍ଚଳକୁ…

ବିଦେଶରେ କାନ୍ଦୁଛନ୍ତି କେନ୍ଦ୍ରାପଡା ଜିଲ୍ଲାର ୪ ଓଡିଆ

କେନ୍ଦ୍ରାପଡା : ଘର ପରିବାର ଆଗକୁ ନେବା ପାଇଁ ସମସ୍ତେ ଚାହିଁଥାନ୍ତି । ସେଥିପାଇଁ କଷ୍ଟ ଯେତେହେଲେ ମଧ୍ୟ ମଣିଷ କଷ୍ଟ ସହିବାକୁ ପଛାଇ ନଥାଏ । ଏପରିକି ବିଦେଶକୁ ଯାଇ ଅଧିକ ରୋଜଗାର କରିବା ପାଇଁ ଦାଦନ ଖଟିବାକୁ ପଛାଇ ନଥାନ୍ତି । ବାହାର ଦେଶରେ ଦାଦନ ହେଉ ପଛେ ପ୍ରତିମାସରେ ଅଧିକ ଟଙ୍କା…

ସୁରକ୍ଷା ବାହିନୀକୁ ବଡ଼ ସଫଳା: ୪୮ ଘଣ୍ଟାରେ ୪ଟି ଅପରେସନ୍; ୫ ଆତଙ୍କବାଦୀ ନିହତ, ଜଣେ ଗିରଫ

ଶ୍ରୀନଗର: ଆତଙ୍କବାଦକୁ ମୂଳପୋଛ କରିବା ପାଇଁ ଜମ୍ମୁ ଏବଂ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ୱାରା ଅପରେସନ୍ କରାଯାଉଛି। 'ଅପରେସନ୍ ମହାଦେବ' ପରେ ଏବେ ସୁରକ୍ଷା ବାହିନୀ ଦ୍ୱାରା ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ 'ଅପରେସନ୍ ଶିବଶକ୍ତି' କରାଯାଉଛି। ଗତ ୪୮ ଘଣ୍ଟା ମଧ୍ୟରେ…

କାହିଁକି ସୁନାମି ଆଁରେ ସବୁବେଳେ ଜାପାନ?

ନୂଆଦିଲ୍ଲୀ: ଆଜି ଭୋରରୁ ରୁଷିଆର କାମଚଟକା ଉପଦ୍ୱୀପ ନିକଟରେ ଏକ ଭୟଙ୍କର ଭୂମିକମ୍ପ ସୃଷ୍ଟି ପରେ ଏହାର ପ୍ରଭାବ ରୁଷ, ଜାପାନ ସମେତ ଆମେରିକା, ବ୍ରାଜିଲରେ ମଧ୍ୟ ଦେଖିବାକୁ ମିଳିଛି । ଏହି ଭୟଙ୍କର ଭୂମିକମ୍ପ ପରେ ରୁଷ ଏବଂ ଜାପାନର ଅନେକ ଅଞ୍ଚଳରେ ସୁନାମି ତରଙ୍ଗ ଉଠିବା ଆରମ୍ଭ ହୋଇଛି । ଏହି…

୨ ହଜାର ଅଭିଯୁକ୍ତ ଓ ୫୦୦ ସାକ୍ଷୀ, ଶୁଣାଣି ପାଇଁ ଏକ ଷ୍ଟାଡିୟମ ଆବଶ୍ୟକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବୁଧବାର ଦିନ ସୁପ୍ରିମକୋର୍ଟ ତାମିଲନାଡୁର ପୂର୍ବତନ ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କ ସହ ଜଡିତ କ୍ୟାସ୍ ଫର୍ ଜବ୍ ଦୁର୍ନୀତି ମାମଲାର ଶୁଣାଣି କରୁଥିଲେ। ଏହି ମାମଲାରେ ୨ ହଜାର ଅଭିଯୁକ୍ତ ଏବଂ ୫୦୦ ରୁ ଅଧିକ ସାକ୍ଷୀ ଅଛନ୍ତି, ଯାହା ଯୋଗୁଁ କୋର୍ଟ ତାମିଲନାଡୁ ସରକାରଙ୍କୁ…

ବିଶ୍ବରେ ପ୍ରଥମ ମାମଲା; କର୍ଣ୍ଣାଟକରେ ମହିଳାଙ୍କ ଠାରେ ମିଳିଲା ନୂଆ ବ୍ଲଡ ଗ୍ରୁପ୍

ନୂଆଦିଲ୍ଲୀ: କର୍ଣ୍ଣାଟକର କୋଲାର ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ୩୮ ବର୍ଷୀୟା ମହିଳାଙ୍କ ଠାରେ ନୂଆ ରକ୍ତ ଗ୍ରୁପ୍ ମିଳିଛି । ଏହି ରକ୍ତ ଗ୍ରୁପ୍ ଏପର୍ଯ୍ୟନ୍ତ ବିଶ୍ୱରେ କୌଣସି ସ୍ଥାନରେ ଦେଖାଯାଇ ନାହିଁ । ଏହି ଖବର ସାମ୍ନାକୁ ଆସିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ…

ଘୁର୍ଣ୍ଣିବଳୟ ପ୍ରଭାବରେ ଆଜିଠୁ ଓଡିଶାରେ ପ୍ରବଳ ବର୍ଷା ପୂର୍ବାନୁମାନ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି ଯେ ଓଡ଼ିଶାର କିଛି ଅଞ୍ଚଳରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ । ଏହାର କାରଣ ହେଉଛି ଦକ୍ଷିଣ ବାଙ୍ଗଲାଦେଶ ଓ ଆଖପାଖ ଅଞ୍ଚଳରେ ଏକ ସକ୍ରିୟ ଘୁର୍ଣ୍ଣିବଳୟ। ଏହାର ପ୍ରଭାବରେ ଓଡ଼ିଶାର କିଛି ଅଞ୍ଚଳରେ ମଧ୍ୟମରୁ…

କରିନାହାନ୍ତି କି ସୁଭଦ୍ରା ଆବେଦନ?: ଚିନ୍ତା ନାହିଁ….ପୁଣି ଖୋଲିବ ପୋର୍ଟାଲ୍, ଏହିମାନେ କରିପାରିବେ ଆବେଦନ….

ଭୁବନେଶ୍ବର: ଯେଉଁମାନେ ଏପର୍ଯ୍ୟନ୍ତ ସୁଭଦ୍ରାରେ ସାମିଲ ହୋଇନାହାନ୍ତି, କି ଏପର୍ଯ୍ୟନ୍ତ ସୁଭଦ୍ରାରେ ଆବେଦନ ବି କରିନାହାନ୍ତି, ସେମାନଙ୍କ ପାଇଁ ବଡ ଖୁସି ଖବର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ପୁଣି ସୁଭଦ୍ରାର ପୋର୍ଟାଲ ଖୋଲିବାକୁ ଯାଉଛି । ଯେଉଁମାନେ ବଞ୍ଚିତ ରହିଛନ୍ତି…

ନଦୀକୁ ଖସିଲା ଆଇଟିବିପି ଯବାନଙ୍କ ବସ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଗାଣ୍ଡେରବଲରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଆଇଟିବିପି ଯବାନମାନଙ୍କୁ ନେଇ ଯାଉଥିବା ଏକ ବସ୍ କୁଲାନ ବ୍ରିଜ୍ ଉପରୁ ସିନ୍ଧ ନଦୀକୁ ଖସିପଡ଼ିଛି। ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଜମ୍ମୁ କାଶ୍ମୀର ଏସଡିଆରଏଫ ଗାଣ୍ଡେରବଲ ଏବଂ ଏସଡିଆରଏଫ ସବ୍…

ରିଲାଏନ୍ସ ଜିଓ ୟୁଜର୍ସଙ୍କ ପାଇଁ ଖୁସି ଖବର; ୫୯୯ ଟଙ୍କାରେ ପାଇପାରିବେ ଏହି ବଡ ସୁବିଧା…

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଏକ ନୂଆ ଏବଂ ସ୍ମାର୍ଟ କ୍ଲାଉଡ୍-ଆଧାରିତ ଭର୍ଚୁଆଲ୍ ଡେସ୍କଟପ୍ ସେବା JioPC ଲଞ୍ଚ କରିଛି । ଏହି ସେବା ମାଧ୍ୟମରେ, ଆପଣ ଯେକୌଣସି ଟିଭିକୁ କମ୍ପ୍ୟୁଟର ଭାବରେ ବ୍ୟବହାର କରିପାରିବେ । ଏଥିପାଇଁ, ଆପଣଙ୍କୁ କୌଣସି ଅଲଗା CPU ର ଆବଶ୍ୟକ ହେବ ନାହିଁ । ଆପଣଙ୍କୁ କେବଳ…