Latest Odisha News

BREAKING NEWS

Monthly Archives

July 2025

‘ଆତ୍ମହତ୍ୟା ନୁହେଁ, ହତ୍ୟା’: ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ବର୍ଷିଲେ ରାହୁଲ ଗାନ୍ଧୀ

ଭୁବନେଶ୍ବର: ଆଉ ନାହାନ୍ତି ଏଫଏମ ଛାତ୍ରୀ ସୌମ୍ୟାଶ୍ରୀ । ଲଢି ଲଢି ଶେଷରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଯାହାକୁ ନେଇ ଏବେ ରାଜ୍ୟ ତଥା କେନ୍ଦ୍ରରେ ମଧ୍ୟ ରାଜନୈତିକ ଝଡ ଜୋରଦାର ତେଜିଛି । ସରକାରଙ୍କ ଉପରେ ଘଟଣାକୁ ନେଇ ପ୍ରବଳ ଚାପ ରହିଥିବା ବେଳେ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଏବେ…

ପଞ୍ଚଭୂତରେ ଲୀନ ସୌମ୍ୟାଶ୍ରୀ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ୨୦ ଲକ୍ଷର ସହାୟତା ରାଶି

ବାଲେଶ୍ବର: ପଞ୍ଚଭୂତରେ ଲୀନ ହେଲେ ଏଫଏମ କଲେଜ ପୀଡିତା ସୌମ୍ୟାଶ୍ରୀ ବିଶି । ଗତକାଲି ରାତିରେ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ବାଲେଶ୍ବର ଜିଲ୍ଲା ଭୋଗରାଇ ସ୍ଥିତ ତାଙ୍କ ପୈତୃକ ଗାଁ ପଳାସିଆ ମଶାଣିରେ ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।…

ଜୁଲାଇ ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ବର: ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା ବନ୍ଦ ଡାକରା । ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ବିରୋଧ କରି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ…

ପୈତୃକ ଗାଁରେ ପହଞ୍ଚିଲା ସୌମ୍ୟାଶ୍ରୀଙ୍କ ମୃତ ଶରୀର; ଛାତି ଫଠାଇ କାନ୍ଦୁଛି ପୁରା ପରିବାର…

ବାଲେଶ୍ବର: ପୈତୃକ ଗାଁ ପଳାସିଆରେ ପହଞ୍ଚିଲା ସୌମ୍ୟାଶ୍ରୀ ବିଶିଙ୍କ ପାର୍ଥିବ ଶରୀର । ସୌମ୍ୟାଙ୍କ ମୃତଦେହ ଗତକାଲି ବିଳମ୍ବିତ ରାତିରେ ଏମ୍ସରେ ବ୍ୟବଛେଦ ହୋଇଥିଲା । ସୌମ୍ୟାଶ୍ରୀଙ୍କ ମୃତଦେହକୁ କଡା ସୁରକ୍ଷା ଭିତରେ ଆଜି ବାଲେଶ୍ବର ଜିଲ୍ଲା ଭୋଗରାଇର ତାଙ୍କ ଗାଁ ପଳାସିଆକୁ ନିଆଯାଇଛି ।…

ଅବପାତରେ ପରିଣତ ହେଲା ଲଘୁଚାପ; ଦୁଇ ଦିନ ଧରି ପ୍ରବଳ ବର୍ଷିବ!

ଭୁବନେଶ୍ବର: ଅବପାତର ରୂପ ନେଲା ଦକ୍ଷିଣ ପୂର୍ବ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ । ଆସନ୍ତା ୨୪ ଘଣ୍ଟା ଭିତରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହେବ । ଏହାର ପ୍ରଭାବରେ ଅତି ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ,…

ଫକୀର ମୋହନ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣା; ଦୋଷୀକୁ କଠୋର ଦଣ୍ଡ ମିଳିବ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଜୀବନ ମରଣ ସହ ସଂଘର୍ଷ ପରେ ସୋମବାର ରାତିରେ ଆଖି ବୁଜିଛନ୍ତି ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି । ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ଦୋଷୀକୁ କଠୋର ଦଣ୍ଡ ମିଳିବ । ଆଶା କରିଥିଲୁ ଝିଅ…

ଗୁଗଲ୍‌ ଜେମିନି ଆଣିଲା ନୂଆ ଫିଚର; ଏବେ ସ୍ଥିର ଫଟୋରୁ ତିଆରି କରିପାରିବେ AI ଭିଡିଓ

ନୂଆଦିଲ୍ଲୀ: ଗୁଗୁଲ୍ ଜେମିନି(Google Gemini)ରେ ଏକ ନୂତନ ଫିଚର ଯୋଡିଛି । ଯାହାକୁ ଫଟୋ-ଟୁ-ଭିଡିଓ ଫିଚର କୁହାଯାଏ। ଏହି ନୂତନ ଫିଚର ସାହାଯ୍ୟରେ, ବ୍ୟବହାରକାରୀମାନେ ଏହି ଫିଚର ସାହାଯ୍ୟରେ ଟେକ୍ସଟ୍ ପ୍ରମ୍ପ୍ଟ ସହିତ ସ୍ଥିର ଫଟୋକୁ ଆଠ ସେକେଣ୍ଡ ପର୍ଯ୍ୟନ୍ତ ଗତିଶୀଳ ଭିଡିଓ କ୍ଲିପରେ ପରିଣତ…

ଭୋଗରାଇ ପଳାସିଆରେ ଶୋକାକୁଳ ପରିବେଶ, ଗାଁ ମଶାଣିରେ ହେବ ପୀଡିତାଙ୍କ ଅନ୍ତିମ ସଂସ୍କାର

ବାଲେଶ୍ବର: ମୃତ୍ୟୁ ସହିତ ଦୀର୍ଘ ୬୦ ଘଣ୍ଟାର ଲଢ଼େଇ ପରେ ସବୁଦିନ ପାଇଁ ଆଖିବୁଜିଛନ୍ତି ବାଲେଶ୍ବର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀ ସୌମ୍ୟାଶ୍ରୀ ବିଶି(୨୦) । ସୋମବାର ରାତି ୧୧ଟା ୪୬ମିନିଟରେ ମୃତ୍ୟୁ ଘଟିଛି । ଭୁବନେଶ୍ବର ଏମ୍ସରେ ପୋଷ୍ଟମର୍ଟମ ପରେ ସ୍ଵତନ୍ତ୍ର…

ମଧୁମେହ ରୋଗୀ ପ୍ରତିଦିନ ଏତିକି ସମୟ ଚାଲିନ୍ତୁ.. ହ୍ରାସ ପାଇବ ବ୍ଲଡ ସୁଗାର !

ଭୁବନେଶ୍ବର: ମଧୁମେହ ଏକ ରୋଗ ଯାହାକୁ ଜୀବନଶୈଳୀରେ ଉନ୍ନତି ଆଣି ଅନେକ ପରିମାଣରେ ନିୟନ୍ତ୍ରଣ କରାଯାଇପାରିବ। ଔଷଧ ଏବଂ ଖାଦ୍ୟ ସହିତ, ବର୍ଦ୍ଧିତ ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତିଦିନ କିଛି ଶାରୀରିକ କାର୍ଯ୍ୟକଳାପ କରିବା ମଧ୍ୟ ଆବଶ୍ୟକ। ଡାକ୍ତରମାନେ ମଧୁମେହ ରୋଗୀଙ୍କ…

ଶ୍ରୀ ଭାଗବତ ସାର ୯୮: ଭଗବାନ ବା ପରମାତ୍ମା କାହିଁକି ଅବତାର ନିଅନ୍ତି ?

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଉତ୍ପତିର ସେହି ଛଅ ଗୋଟି ପ୍ରଶ୍ନ ବିଷୟରେ ଆମର ଆଲୋଚନା ମଧ୍ୟରେ ଜାଣିଲେ ଚାରି ଗୋଟି ପ୍ରଶ୍ନ ଶୁଣି ସାରିବା ପରେ ବି ଶ୍ରୀ ସୂତ ମହାମୁନି ତାର ଉତ୍ତର ଦେଉ ନାହାନ୍ତି ଏବଂ ପୁନଃ ପୁନଃ ଇସାରା କରୁଛନ୍ତି ନୂତନ ପ୍ରଶ୍ନ…