Latest Odisha News
Monthly Archives

July 2025

ସ୍ବାମୀ ପରୁପଲ୍ଲୀଙ୍କ ଠାରୁ ବିଚ୍ଛେଦ ଘୋଷଣା କଲେ ସାଇନା, କହିଲେ….

ନୂଆଦିଲ୍ଲୀ: ଭାରତର ବ୍ୟାଡମିଣ୍ଟନ ରାଣୀ ସାଇନା ନେହୱାଲ ଏବଂ ତାଙ୍କ ସ୍ୱାମୀ ପରୁପଲ୍ଲୀ କଶ୍ୟପ ଏବେ ବିବାହ ବନ୍ଧନରୁ ମୁକ୍ତ ହେଉଛନ୍ତି। ଏନେଇ ସାଇନା ନେହୱାଲ ସୂଚନା ଦେଇଛନ୍ତି ଯେ ସେ ପାରସ୍ପରିକ ସହମତିରେ ପରୁପଲ୍ଲୀ କଶ୍ୟପଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ସାଇନା ରବିବାର…

ପୃଥିବୀ ବାହୁଡୁଛନ୍ତି ଶୁଭାଂଶୁ: କହିଲେ, ‘ଏବେ ବି ଭାରତ….ସାରେ ଜହାଁ ସେ ଆଚ୍ଛା’

ନୂଆଦିଲ୍ଲୀ: ଆଜି ଘର ବାହୁଡିବେ ଶୁଭାଂଶୁ । ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)ରେ ୧୮ ଦିନ ବିତାଇବା ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ପରୀକ୍ଷଣ କରିବା ପରେ, ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏବେ ପୃଥିବୀକୁ ଫେରିବାକୁ ପ୍ରସ୍ତୁତ । ଆକ୍ସିଅମ୍-୪ ମିଶନ ଅଧୀନରେ,…

ଅନଲାଇନ ଟ୍ରେଡିଙ୍ଗ ନାଁରେ ଫସୁଛନ୍ତି ସାଧାରଣ ଲୋକ: ୨ ଲକ୍ଷ ୯୦ ହଜାର ଟଙ୍କା ଠକେଇ ଅଭିଯୋଗ

ଗଞ୍ଜାମ: ଅନଲାଇନ ଟ୍ରେଡିଙ୍ଗ ନାଁରେ ଫସୁଛନ୍ତି ସାଧାରଣ ଲୋକେ। ଦିନକୁ ଦିନ ବଢିଚାଲିଛି ସାଇବର ଠକେଇ। ଗଞ୍ଜାମ ଜିଲ୍ଲା ଗୋପାଳପୁରର ଜଣେ ବ୍ୟକ୍ତିଙ୍କଠାରୁ ୨ ଲକ୍ଷ ୯୦ ହଜାର ଟଙ୍କା ଠକେଇ ହୋଇଥିବା ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ବ୍ୟକ୍ତି ଜଣକ ଉକ୍ତ ଥାନା…

ବାର୍ଡ ଫ୍ଲୁ ସ୍ଥିତି ନେଇ ହେଲା ସମୀକ୍ଷା: ଚାଷୀଙ୍କୁ ମିଳିବ କ୍ଷତିପୂରଣ

ପୁରୀ: ବାର୍ଡ ଫ୍ଲୁରେ ସଂକ୍ରମିତ ପୁରୀ ଜିଲ୍ଲାର ଡେଲାଙ୍ଗ ଅଞ୍ଚଳ। ଗତକାଲି ଦ୍ବିତୀୟ ଦିନରେ ବି କୁକୁଡା ମରା ଅଭିଯାନ ଜାରି ରହିଥିଲା। କୋଠାବାଡ଼ ପଞ୍ଚାୟତର ବଡ଼ ଅଂକୁଲା ଗ୍ରାମରେ ପ୍ରଶାନ୍ତ ପ୍ରଧାନଙ୍କ ଫାର୍ମରୁ ସାମ୍ପୁଲ ଜଣାପଡିବା ପରେ କିଲିଂ କରାଯାଇଥିଲା। ବାର୍ଡ ଫ୍ଲୁ ସଂକ୍ରମଣ ସ୍ପଷ୍ଟ…

ପୁଟିନଙ୍କ ଉପରେ ଖପ୍ପା ଟ୍ରମ୍ପ, ୟୁକ୍ରେନକୁ ବଢାଇଲେ ସାହାର୍ଯ୍ୟର ହାତ…

ନୂଆଦିଲ୍ଲୀ: ପୁଟିନଙ୍କ ଉପରେ ଅସନ୍ତୋଷ ଥିବା ଟ୍ରମ୍ପ ଏବେ ୟୁକ୍ରେନ ପାଇଁ ବଡ ଘୋଷଣା କରିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର କହିଛନ୍ତି ଯେ ରୁଷ ସହିତ କିଭ୍ ର ବିବାଦ ମଧ୍ୟରେ ତାଙ୍କ ପ୍ରଶାସନ ୟୁକ୍ରେନକୁ ପେଟ୍ରିଅଟ୍ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ଯୋଗାଇବ ।…

ଅପରେସନ ସିନ୍ଦୂର ପରେ ବଢିଲା ‘ବ୍ରହ୍ମୋସ’ର ଚାହିଦା: କିଣିବା ପାଇଁ ୧୫ଟି ଦେଶର ପ୍ରସ୍ତାବ

ନୂଆଦିଲ୍ଲୀ: ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ବିବାଦ ସମୟରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଅପରେସନ ସିନ୍ଦୂରରେ, ଭାରତ ବ୍ରହ୍ମୋସ କ୍ଷେପଣାସ୍ତ୍ର ବ୍ୟବହାର କରି ପାକିସ୍ତାନ ଉପରେ ଆକ୍ରମଣ କରିଥିଲା। ଏହି କ୍ଷେପଣାସ୍ତ୍ରର ସଫଳତା…

ଗଲୱାନ ସଂଘର୍ଷ ପରେ ପ୍ରଥମଥର ପାଇଁ ଚୀନ ଗସ୍ତରେ ବୈଦେଶିକ ମନ୍ତ୍ରୀ: କିପରି ରହିଛି ଭାରତ-ଚୀନ ସମ୍ପର୍କ?

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଦୁଇଟି ଦେଶ ଗସ୍ତରେ ଅଛନ୍ତି। ବୈଦେଶିକ ମନ୍ତ୍ରୀ ଚୀନକୁ ମଧ୍ୟ ଗସ୍ତ କରିବାକୁ ଯାଉଛନ୍ତି। ପାଞ୍ଚ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ଯେ ଏସ ଜୟଶଙ୍କର ଚୀନ ଗସ୍ତ କରିବେ। ଯାହାର ଲକ୍ଷ୍ୟ ହେଉଛି ୨୦୨୦ ମସିହାରେ ଗଲୱାନ ଉପତ୍ୟକାରେ ସଂଘର୍ଷ ପରେ…

ରାଷ୍ଟ୍ର ନିର୍ମାଣରେ ଅବଦାନ ପାଇଁ ନବନିଯୁକ୍ତ ୪ରାଜ୍ୟସଭା ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପିଏମ୍ ମୋଦୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୪ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି। ସେମାନଙ୍କ ମଧ୍ୟରେ ଖ୍ୟାତନାମା ଆଇନଜୀବୀ ତଥା 26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାମଲାର ସ୍ୱତନ୍ତ୍ର ସରକାରୀ ଓକିଲ ଉଜ୍ଜ୍ୱଳ ନିକମ, ପୂର୍ବତନ ବୈଦେଶିକ ସଚିବ ହର୍ଷବର୍ଦ୍ଧନ…

ଥକ୍କାପଣ ଏବଂ ଦୁର୍ବଳତା ଦୂର କରିବା ପାଇଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସୁପରଫୁଡ୍…

ଭୁବନେଶ୍ବର: ଅନେକ ଲୋକ ଦିନସାରା ଅଳସୁଆ,କ୍ଳାନ୍ତ ଏବଂ ଦୁର୍ବଳ ଅନୁଭବ କରନ୍ତି,ବିଶେଷକରି କୌଣସି ଭାରୀ କାମ ନକରି। ଏହାର ସବୁଠାରୁ ସାଧାରଣ କାରଣ ହେଉଛି ପୁଷ୍ଟିକର ଖାଦ୍ୟର ଅଭାବ, ନିଦ୍ରା ଅଭାବ, ଚାପ ଏବଂ ପାଣିର ଅଭାବ। ଅନେକ ସମୟରେ ଶରୀରକୁ ଆବଶ୍ୟକୀୟ ଭିଟାମିନ୍ ଏବଂ ଖଣିଜ ପଦାର୍ଥ…

ଆଜି ଆସୁଛନ୍ତି ମହାମହିମ; ହାଇଆଲର୍ଟରେ ଟ୍ବିନ୍‌ସିଟି, ରାଜଧାନୀରେ ଟ୍ରାଫିକ କଟକଣା

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆଜି ରାଷ୍ଟ୍ରପତି ଅପରାହ୍ଣରେ ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ୨ ଦିନ ଧରି ଭୁବନେଶ୍ୱର ସମେତ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ…