Latest Odisha News

BREAKING NEWS

Monthly Archives

August 2025

କିଟ୍‍ ବିଶ୍ୱବିଦ୍ୟାଳୟ ଓ ଭାରତୀୟ ବାୟୁସେନା ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟ ଓ ଭାରତୀୟ ବାୟୁସେନା ମଧ୍ୟରେ ଶୁକ୍ରବାର ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କିଟ୍‍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଶରଣଜିତ୍‍ ସିଂହ ଏବଂ ଭାରତୀୟ ବାୟୁସେନା ପକ୍ଷରୁ…

Purushottam Express: ପୁରୁଷୋତ୍ତମ ଏକ୍ସପ୍ରେସରୁ ମିଳିଲା ଯୁବକଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ

ଭୁବନେଶ୍ବର: ପୁରୁଷୋତ୍ତମ ଏକ୍ସପ୍ରେସରୁ ମିଳିଲା ଯୁବକଙ୍କ ମୃତଦେହ। ଭୁବନେଶ୍ବର ଷ୍ଟେସନ ନିକଟରେ ଟ୍ରେନ୍ ଶୌଚାଳୟରୁ ମିଳିଲା ମୃତଦେହ।ଶୌଚାଳୟ ସଫେଇ ବେଳେ ମିଳିଲା ମୃତଦେହ। ତେବେ ଏଯାଏଁ ଯୁବକଙ୍କ ପରିଚୟ ମିଳିନି। ସୂଚନା ଅନୁସାରେ ଭୁବନେଶ୍ବର ଷ୍ଟେସନରୁ ଶବକୁ ଉଦ୍ଧାର କରିଛି GRP ପୋଲିସ…

J&K Cloudburst: ଜମ୍ମୁ-କାଶ୍ମୀରରେ ପୁଣି ବାଦଲଫଟା ବର୍ଷା; ୩ ମୃତ, ୫ ନିଖୋଜ

ଶ୍ରୀନଗର: ପୁଣି ଜମ୍ମୁ-କଶ୍ମୀରରେ ପ୍ରକୃତିର ତାଣ୍ଡବ। ଅଚାନକ ବାଦଲ ଫଟା ବର୍ଷାରେ ଜମ୍ମୁ ଓ କଶ୍ମୀରର ରାମବନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫ଜଣ ନିଖୋଜ ଥିବା ସୂଚନା ରହିଛି। ରାମବନ ଜିଲ୍ଲାର ରାଜଗଡ଼ ତହସିଲରେ ବିଳମ୍ବିତ ରାତିରେ ବାଦଲ ଫଟା ବର୍ଷା…

Journalist Attacked: ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ବିଶାଖାପାଟଣାକୁ ସ୍ଥାନାନ୍ତର

ନବରଙ୍ଗପୁର: କେତେ ସୁରକ୍ଷିତ ଅଛନ୍ତି ସାମ୍ବାଦିକ! ଏବେ ପୁଣି ଜଣେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ବିଳମ୍ବିତ ରାତିରେ ନବରଙ୍ଗପୁର ଜିଲ୍ଲା ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରିଛି ଉନ୍ମକ୍ତ ଯୁବକ। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗ୍ରାମରେ ଏପରି ଘଟଣା ଘଟିଛି। ଉନ୍ମକ୍ତ…

Putin India Visit: ପସ୍ତେଇବେ ଟ୍ରମ୍ପ!: ଶୁଳ୍କ ଆଟାକ୍ ଭିତରେ ଏହି ଦିନ ଭାରତ ଆସୁଛନ୍ତି ରାଷ୍ଟ୍ରପତି…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଆଭିମୁଖ୍ୟ ଏବେ ଅନେକ ରାଷ୍ଟ୍ରରେ ଅସନ୍ତୋଷ ତେଜିଛି । ତାଲିକାର ଶୀର୍ଷରେ ଆମେରିକାର ଘନିଷ୍ଠ ବନ୍ଧୁ ଦେଶ କୁହାଉଥିବା ଭାରତ ରହିଛି । ଭାରତ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଯାହା ଏବେ ସବୁଠି…

ଦେଶରେ ଶିକ୍ଷକ ସଂଖ୍ୟା ଏକ କୋଟି ପାର, ଓଡ଼ିଶାରେ ସ୍କୁଲ ଓ ନାମଲେଖାରେ ହ୍ରାସ

ଭୁବନେଶ୍ୱର: ଦେଶରେ ଶିକ୍ଷକ ସଂଖ୍ୟା ଏକ କୋଟି ଟପିଛି। ଯାହା ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତିକୁ ଦର୍ଶାଇଛି। କିନ୍ତୁ ଓଡ଼ିଶାରେ ଚିତ୍ର ଭିନ୍ନ। ରାଜ୍ୟରେ ସ୍କୁଲ ସଂଖ୍ୟା ଓ ଛାତ୍ରଛାତ୍ରୀଙ୍କ ନାମଲେଖା କମିଛି, ଯାହା ଶିକ୍ଷା ବ୍ୟବସ୍ଥା ପାଇଁ ଚିନ୍ତାର କାରଣ ହୋଇଛି। UDISE+ 2024-25…

Heavy Rain In Odisha: ଆହୁରି ୪ ଦିନ ଭିଜିବ ଓଡିଶା: ଆଜି ପାଇଁ ୨୦ ଜିଲ୍ଲାକୁ ଜାରି ହେଲା ୟେଲୋ ଓ୍ବାର୍ଣ୍ଣିଂ…..

ଭୁବନେଶ୍ବର: ରାଜ୍ୟରେ ଆହୁରି ୪ ଦିନ ପ୍ରବଳ ବର୍ଷା ଜାରି ରହିବ । କାଲିଠୁ ପୁଣି ବର୍ଷାର ପରିମାଣ ବଢିବ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ପାଣିପାଗ ବିଭାଗ ଅନୁଯାୟୀ, ଉପକୂଳ, ଉତ୍ତର, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷିବା ନେଇ ସତର୍କ ସୂଚନା ଜାରି କରାଯାଇଛି ।…

Zodiac signs: ସେପ୍ଟେମ୍ବର ୩ରେ ଶୁକ୍ର କରିବେ ନକ୍ଷତ୍ର ପରିବର୍ତ୍ତନ; ଏହି ରାଶିଙ୍କୁ ମିଳିବ ଲାଭ…

ଭୁବନେଶ୍ବର: ଶୁକ୍ର ଗ୍ରହ ୩ ସେପ୍ଟେମ୍ବର ୨୦୨୫ ରେ ପୁଷ୍ୟ ନକ୍ଷତ୍ର ଛାଡି ଅଶ୍ଳେଷା ନକ୍ଷତ୍ରରେ ପ୍ରବେଶ କରିବେ। ଶୁକ୍ରଙ୍କୁ ପ୍ରେମ, ଭୌତିକ ସୁଖ ଏବଂ ସମୃଦ୍ଧିର କାରକ ଭାବରେ ବିବେଚନା କରାଯାଏ।  ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ କିଛି ରାଶିର ଜୀବନରେ ବହୁତ ସୁଖଦ ପରିବର୍ତ୍ତନ ଆଣିପାରେ।…

Trump Tariff: ଟ୍ରମ୍ପଙ୍କ ଟାରିଫ ନୀତି ବିରୋଧରେ କାହିଁକି ଆମେରିକା କୋର୍ଟ ରାୟ ଦେଲେ?

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନୀତି ଅବୈଧ। ବିଦେଶୀ ଦେଶମାନଙ୍କ ଉପରେ ଲଗାଇଥିବା ଟାରିଫ୍‌କୁ ଆମେରିକୀୟ ଅଦାଲତ ଅବୈଧ ବୋଲି କହିଛନ୍ତି। ଟ୍ରମ୍ପ ବିଭିନ୍ନ ଦେଶରୁ ଆସୁଥିବା ଜିନିଷ ଉପରେ ଟାରିଫ୍ ଲଗାଇବା ପାଇଁ ୧୯୭୭ର ଇଣ୍ଟରନ୍ୟାସନାଲ ଇମରଜେନ୍ସି ଇକୋନୋମିକ…

LICର ଏହି ଯୋଜନାରେ..ଆପଣଙ୍କୁ ମିଳିବ ଜୀବନସାରା ୧ଲକ୍ଷ ପେନସନ

ଭୁବନେଶ୍ବର: ଅବସର ପରେ ଟଙ୍କା ଚିନ୍ତାର ଅନ୍ତ କରିବା ପାଇଁ, LIC ର ଏକ ସ୍ୱତନ୍ତ୍ର ଯୋଜନା ଆପଣଙ୍କ ପାଇଁ ବହୁତ ଉପଯୋଗୀ ହୋଇପାରେ। ଏହି ଯୋଜନାର ନାମ ହେଉଛି LIC ଜୀବନ ଶାନ୍ତି ଯୋଜନା (LIC Jeevan Shanti Plan)। ଏହି ଯୋଜନାର ସବୁଠାରୁ ବଡ଼ ବିଶେଷତ୍ୱ ​​ହେଉଛି ଆପଣଙ୍କୁ କେବଳ ଥରେ ଟଙ୍କା…