ବିଧାନସଭା ଆଗରେ ୭ ବର୍ଷୀୟ ଝିଅ ସହ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ
ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଭବନ ନିକଟରେ ମଙ୍ଗଳବାର ଦିନ ଜଣେ ୭ ବର୍ଷୀୟ ଝିଅ ସହ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମକୁ ପଣ୍ଡ କରିଛି ପୋଲିସ।
ପ୍ରାଥମିକ ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲାର କୋଟାସିଙ୍ଗା ଅଞ୍ଚଳର ଦୁଇଜଣ ନାବାଳିକା ଝିଅ ସହିତ ବିଧାନସଭା ଭବନ ଅଭିମୁଖେ ଯାଉଥିବା ସମୟରେ ପୋଲିସ…