କିଲର ‘ଥାର୍’ ଧକ୍କାରେ ମା’-ଝିଅଙ୍କ ମୃତ୍ୟୁ ଘଟଣା; ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Bhubaneswar thar tragedy: Odisha CM announces Rs 4 lakh compensation for each deceased
ଭୁବନେଶ୍ୱର: ନିକଟରେ ପାତ୍ରପଡ଼ା V2 ସମୁଖରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆଠ ବର୍ଷର ଝିଅର ଜୀବନ ଚାଲିଯାଇଥିଲା ବେଳେ ମା’ଙ୍କ ମଧ୍ୟ ଦେହାନ୍ତ ହୋଇଛି। ଯାହାପରେ ସହାୟତା…