Latest Odisha News

BREAKING NEWS

Monthly Archives

August 2025

ସେପ୍ଟେମ୍ବର ୧ରୁ ଦିଲ୍ଲୀରୁ ଏହି ସହରକୁ ବିମାନ ଚଳାଚଳ ବନ୍ଦ କରିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ସୋମବାର ଏୟାର ଇଣ୍ଡିଆ କମ୍ପାନୀ ଏକ ବଡ଼ ନିଷ୍ପତ୍ତି ନେଇଛି । କମ୍ପାନୀ ସେପ୍ଟେମ୍ବର ୧ ତାରିଖରୁ ଦିଲ୍ଲୀରୁ ୱାଶିଂଟନକୁ ସିଧାସଳଖ ବିମାନ ସେବା ବନ୍ଦ କରିଦେଇଛି । ଏୟାର ଇଣ୍ଡିଆ କହିଛି ଯେ ୨୬ଟି ବୋଇଂ ୭୮୭-୮ ବିମାନକୁ ଅପଗ୍ରେଡ୍ କରିବାକୁ ପଡିବ । ଏହି କାରଣରୁ ୱାଶିଂଟନକୁ…

ଧୋନୀଙ୍କ ୧୦୦ କୋଟି ମାନହାନି କେସର ପୂନର୍ବାର ଶୁଣାଣି ଆରମ୍ଭ

ନୂଆଦିଲ୍ଲୀ: ମାଡ୍ରାସ ହାଇକୋର୍ଟ ମହେନ୍ଦ୍ର ସିଂ ଧୋନୀଙ୍କ ୧୦ ବର୍ଷ ତଳର ମାନହାନି କେସର ଶୁଣାଣି ପୂନର୍ବାର ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଧୋନୀ ୨ଟି ବଡ ମିଡିଆ ସଂସ୍ଥା ସମେତ ଜନୈକ ପତ୍ରକାର ଓ ଆଇପିଏସ ଅଧିକାରୀଙ୍କ ନାମରେ ମାନହାନି ମୋକଦ୍ଦମା କରିଥିଲେ । ଧୋନୀ ଆଇପିଏଲ…

ସଂସଦରେ ଆଗତ ହେଲା ସଂଶୋଧିତ ଆୟକର ବିଲ

ନୂଆଦିଲ୍ଲୀ: ଆଜି ସଂସଦରେ ଆଗତ ହେଲା ନୂଆ ଇନକମ୍‌ ଟ୍ୟାକ୍ସ ବିଲ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଇନକମ୍‌ ଟ୍ୟାକ୍ସ ବିଲର ଏକ ସଂଶୋଧିତ ସଂସ୍କରଣ ଆଗତ କରିଛନ୍ତି । ଏହି ବିଲରେ ଅନେକ ନୂତନ ପରିବର୍ତ୍ତନ କରାଯାଇଛି, ଯାହା ସାଧାରଣ କରଦାତାଙ୍କୁ ମଧ୍ୟ ପ୍ରଭାବିତ କରିବ । ଏହି…

ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ ଅବସରପ୍ରାପ୍ତ ଆଇଏଫଏସ ଅଧିକାରୀଙ୍କୁ ୨ ବର୍ଷ ଜେଲ

କଟକ: କଟକର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ସୋମବାର ଏକ ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ ଅବସରପ୍ରାପ୍ତ ଭାରତୀୟ ବନ ସେବା (ଆଇଏଫଏସ) ଅଧିକାରୀ ଅମରେଶ କୁମାର ଜୟସୱାଲଙ୍କୁ ଦୁଇ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଭିଜିଲାନ୍ସ କୋର୍ଟର ବିଚାରପତି ଅରୁଣ କୁମାର ମଲ୍ଲିକ…

ଭୋଟର ତାଲିକାକୁ ନେଇ ଆଭ୍ୟନ୍ତରୀଣ କନ୍ଦଳ: ନିଜ ପଦରୁ ଇସ୍ତଫା ଦେଲେ ସମବାୟ ମନ୍ତ୍ରୀ କେଏନ ରାଜନ୍ନା

ବେଙ୍ଗାଲୁରୁ: କର୍ଣ୍ଣାଟକର ସମବାୟ ମନ୍ତ୍ରୀ କେ.ଏନ୍. ରାଜନ୍ନା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ଭୋଟର ତାଲିକା ଦୁର୍ନୀତି ବିରୋଧରେ ସ୍ୱର ଉଠାଇଥିଲେ। ରାଜନ୍ନା ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ସେ ସର୍ବସାଧାରଣରେ ସ୍ୱୀକାର କରିଛନ୍ତି ଯେ…

ପୁଣି ଫେରୁଛି HTC, 5000mAh ବ୍ୟାଟେରୀ ସହିତ ଲଞ୍ଚ କଲା ଏକ ଶସ୍ତା ଫୋନ୍

ନୂଆଦିଲ୍ଲୀ: HTC ଧୀରେ ଧୀରେ ଏହାର Wildfire ବଜେଟ୍ ସ୍ମାର୍ଟଫୋନ୍ ସିରିଜରେ ନୂଆ ଫୋନ୍ ଯୋଡୁଛି । ଏପ୍ରିଲରେ Wildfire E7 ଲଞ୍ଚ ହେବା ପରେ, କମ୍ପାନୀ ଏବେ ଥାଇଲ୍ୟାଣ୍ଡରେ HTC Wildfire E4 Plus ପ୍ରଚଳନ କରିଛି । ତଥାପି, ଏହାର ବିଶ୍ୱବ୍ୟାପୀ ବିକ୍ରୟ ବହୁତ ସୀମିତ ହେବ ଏବଂ ଏହା…

୪୮ ଘଣ୍ଟାରେ ଲଘୁଚାପ; କାଲିଠୁ ପ୍ରବଳରୁ ଅତି ପ୍ରବଳ ବର୍ଷା…

ଭୁବନେଶ୍ୱର: ୪୮ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର। ଆଗାମୀ କିଛି ଦିନ ମଧ୍ୟରେ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୋମବାର କହିଛି ଯେ ଅଗଷ୍ଟ ୧୩ ତାରିଖ ପାଖାପାଖି ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ…

ନୂଆ ବିସ୍ଥାପନ ଓ ଥଇଥାନ ନୀତି ଆଣିବେ ରାଜ୍ୟ ସରକାର: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ଜମି ଅଧିଗ୍ରହଣ ସମୟରେ ବିସ୍ଥାପିତଙ୍କ ଯେଭଳି ଅସୁବିଧା ନ ହେବ ସେଥିପାଇଁ ଓଡ଼ିଶା ସରକାର ୨୦୨୫ ମସିହାରେ ଏକ ନୂତନ ବିସ୍ଥାପନ ଓ ଥଇଥାନ (ଆରଆଣ୍ଡଆର) ନୀତି ଆଣିବାକୁ ଯୋଜନା କରୁଛନ୍ତି। ରାଜ୍ୟ ସରକାର ଏହି ସମ୍ପର୍କରେ ଏକ ନୂତନ ବ୍ୟବସ୍ଥା ପ୍ରସ୍ତୁତ ଏବଂ ପ୍ରଣୟନ ପାଇଁ…

ବରଗଡ଼ ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ବଡ଼ ଖୁଲାସା, ୨ ଜଣଙ୍କୁ ଅଟକ ରଖିଲା ପୋଲିସ

ବରଗଡ଼: ବରଗଡ଼ ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ବଡ଼ ଖୁଲାସା । ଆଇଜି ହିମାଂଶୁ ଲାଲ୍‌, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପରିବାର ଲୋକଙ୍କ ବୟାନ ରେକର୍ଡ କରାଯାଇଛି । ପାରିବାରିକ କଳହ ଘଟଣାରୁ ଏହା ଘଟିଛି ବୋଲି କହିଲେ ହିମାଂଶୁ ଲାଲ୍‌ । ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇଛି । ଗାଏସିଲେଟ୍…

ଅଖିଳେଶ ହୁଅନ୍ତୁ କି ପାଓ୍ବାର…ବିରୋଧୀ ଏକାଠି

ନୂଆଦିଲ୍ଲୀ: ଅଖିଳେଶ ଯାଦବ ହୁଅନ୍ତୁ କି ମମତା ବାନାର୍ଜୀ। ପୂରା ବିରୋଧୀ ଏକ ସ୍ବର। ଭୋଟ୍ ଚୋରି ଅସ୍ତ୍ର ଚଳାଇ ବିରୋଧୀଙ୍କୁ ଗୋଟିଏ ମଞ୍ଚକୁ ଆଣିଛନ୍ତି ରାହୁଲ ଗାନ୍ଧୀ। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଇଣ୍ଡିଆ ବ୍ଲକର ନେତାମାନେ ଦିଲ୍ଲୀରେ ଶକ୍ତି ପ୍ରଦର୍ଶନ…