‘ଅଧା ବିଶ୍ୱକୁ ଧ୍ୱଂସ କରିଦେବୁ’, ଆମେରିକା ମାଟିରେ ଭାରତକୁ ନିଶାନା କରି ବାହସ୍ପଟ ମାରୁଛି…
ନୂଆଦିଲ୍ଲୀ: ଏବେ ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଆମେରିକା ଗସ୍ତରେ ଅଛନ୍ତି। ଆମେରିକା ଭାରତ ମଧ୍ୟରେ ଚାଲିଥିବା ଶୁଳ୍କ ଉତ୍ତେଜନା ଭିତରେ ଆମେରିକା ମାଟିରୁ ଭାରତକୁ ପରମାଣୁ ଧମକ ଦେଇଛନ୍ତି ମୁନିର। ମୁନିର କହିଛନ୍ତି ଯେ ଯଦି ଭବିଷ୍ୟତରେ ଭାରତ ସହିତ ଯୁଦ୍ଧ ହୁଏ ଏବଂ…