ଖରାପ ସିଟ୍ ଦେଇ ଫସିଲା ଇଣ୍ଡିଗୋ, ଏୟାରଲାଇନ୍ସକୁ ୧.୫ ଲକ୍ଷ ଫାଇନ
ନୂଆଦିଲ୍ଲୀ: ଜଣେ ଯାତ୍ରୀଙ୍କୁ ଖରାପ ଏବଂ ଅସ୍ୱଚ୍ଛ ସିଟ୍ ଦେବା ଇଣ୍ଡିଗୋ ଏୟାରଲାଇନ୍ସକୁ ମହଙ୍ଗା ପଡ଼ିଛି। ଦିଲ୍ଲୀର ଏକ କଞ୍ଜ୍ୟୁମର ଫୋରମ୍ ଏୟାରଲାଇନ୍ସ ଉପରେ ୧.୫ ଲକ୍ଷ ଟଙ୍କା ଜରିମାନା ଲଗାଇଛି। ଫୋରମ୍ ଏହାକୁ 'ସେବାରେ ଅଭାବ' ବୋଲି ବିଚାର କରିଛି।
ସୂଚନା ଅନୁଯାୟୀ, ଜଣେ ମହିଳା ଚଳିତ…