ଖାଲି ପେଟରେ ପିଜୁଳି ପତ୍ର ଖାଇଲେ ମିଳେ ଏହି ସବୁ ଲାଭ…
ଭୁବନେଶ୍ବର:ପିଜୁଳି ଏକ ଏପରି ଫଳ ଯାହାକୁ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି। ପିଜୁଳିରେ ମାଙ୍ଗାନିଜ୍, ପୋଟାସିୟମ୍, ଭିଟାମିନ୍, ଭିଟାମିନ୍ ସି, ଖଣିଜ ପଦାର୍ଥ, ଲାଇକୋପିନ୍, ଫାଇବର ଭଳି ଗୁଣ ରହିଛି। ଆୟୁର୍ବେଦରେ ମଧ୍ୟ ପିଜୁଳିର ଗୁଣ ବିଷୟରେ ଉଲ୍ଲେଖ କରାଯାଇଛି। କେବଳ ପିଜୁଳି ନୁହେଁ, ଏହାର…