ଟ୍ରମ୍ପ ଏବଂ ପୁଟିନଙ୍କ ବୈଠକ ପୂର୍ବରୁ ଜେଲେନ୍ସକି ଖପ୍ପା, କହିଦେଲେ ବଡ କଥା…
ନୂଆଦିଲ୍ଲୀ: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଶନିବାର ଚେତାବନୀ ଦେଇଛନ୍ତି ଯେ ୟୁକ୍ରେନ ତା'ର ଭୂମି ଛାଡିବ ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିବା ପରେ ତାଙ୍କର ଏହି ବୟାନ ଆସିଛି । ଟ୍ରମ୍ପ କହିଥିଲେ ଯେ, ରୁଷ ସହିତ ଶାନ୍ତି ଚୁକ୍ତିନାମାରେ କିଛି ଅଞ୍ଚଳ…