Latest Odisha News

BREAKING NEWS

Monthly Archives

August 2025

GST Reforms: ଆଗାମୀ ମାସରେ ହେବାକୁ ଥିବା GST ସଂସ୍କାର ଏକ ବିରାଟ ପରିବର୍ତ୍ତନ ଆଣିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ଓ ଲଘୁ ଉଦ୍ୟୋଗ ଭାରତୀ ପକ୍ଷରୁ ବିକଶିତ ଓଡ଼ିଶା ‘ଓଡିଶାର ଅଭିବୃଦ୍ଧି ଇଞ୍ଜିନକୁ ସଶକ୍ତ କରିବା’ ଉପରେ ଏକ ଆଲୋଚନାଚକ୍ର ଉଦଯାପିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ । ଦେଶର…

Operation Monsoon: ଅବୁଝମାଡ ଜଙ୍ଗଲରେ ମିଳିତ ସୁରକ୍ଷା ବାହିନୀକୁ ବଡ ସଫଳତା…

ରାୟପୁର: ଛତିଶଗଡ଼ର ଅବୁଝମାଡ ଜଙ୍ଗଲରେ ମିଳିତ ସୁରକ୍ଷା ବାହିନୀ ପକ୍ଷରୁ ଆରମ୍ଭ ହୋଇଥିବା ଅପରେସନ ମନସୁନ୍‌ କୁ ବଡ ସଫଳତା ମିଳିଛି । ସୁରକ୍ଷା ବାହିନୀଙ୍କ ଆକ୍ରମଣରେ ମାଓବାଦୀମାନେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଛାଡ଼ି ଜୀବନ ଭୟରେ ପଳାଇଯାଇଥିଲେ । ଘଟଣାସ୍ଥଳରୁ ଏଲଏମଜି ସହ ୬୦ରୁ…

Tata Steel Md Meets CM: ରାଜ୍ୟରେ ଷ୍ଟିଲ ଶିଳ୍ପର ଅଭିବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଟିଭି ନରେନ୍ଦ୍ରନଙ୍କ…

ଭୁବନେଶ୍ୱର: ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ଟାଟା ଷ୍ଟିଲ ଏମଡି । ପାରସ୍ପରିକ ସହଯୋଗ, ଶିଳ୍ପୋଦ୍ୟୋଗ ଗତିବିଧିର ସଂପ୍ରସାରଣ ନେଇ ଆଲୋଚନା କରିଛନ୍ତି ଟାଟା ଷ୍ଟିଲ ପରିଚାଳନା ନିର୍ଦ୍ଦେଶକ ଟିଭି ନରେନ୍ଦ୍ରନ । ରାଜ୍ୟରେ ଷ୍ଟିଲ ଶିଳ୍ପର ଅଭିବୃଦ୍ଧି ସହ…

ଚନ୍ଦ୍ରାୟନ ୫ ମିଶନ ପାଇଁ ଏକାଠି ହେବେ ଭାରତ ଓ ଜାପାନ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ତାଙ୍କର ଜାପାନୀ ପ୍ରତିପକ୍ଷ ଶିଗେରୁ ଇଶିବାଙ୍କ ସହିତ ସାକ୍ଷାତ କରି ଆଲୋଚନା କରିଥିଲେ। ଏହି ବୈଠକର ଲକ୍ଷ୍ୟ ଥିଲା ଭାରତ ଏବଂ ଜାପାନ ମଧ୍ୟରେ ବାଣିଜ୍ୟ, ନିବେଶ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ସମେତ ସାମଗ୍ରିକ ଦ୍ୱିପାକ୍ଷିକ…

ଏସିଆ କପ ଟି୨୦ କ୍ରିକେଟରେ କେଉଁ ଯୋଡି ଭଙ୍ଗ କରିବେ ବଡ ପାର୍ଟନରଶିପର ରେକର୍ଡ

ନୂଆଦିଲ୍ଲୀ: ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଟିମ ଏବେ ଏସିଆ କପ ଟି୨୦ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି ମୁକାବିଲାରେ ଅନେକ ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି । ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନମାନେ ଟି୨୦ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ।…

ମୋଦିଙ୍କୁ ଉପହାରରେ ମିଳିଲା ଦାରୁମା କଣ୍ଢେଇ, ଜାଣନ୍ତୁ କଣ ରହିଛି ଖାସ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ବର୍ତ୍ତମାନ୍ ଦୁଇ ଦିନିଆ ଜାପାନ ଗସ୍ତରେ ଅଛନ୍ତି। ସେଠାରେ ସେ ୧୫ତମ ଭାରତ-ଜାପାନ ସମ୍ମିଳନୀରେ ଯୋଗ ଦେବା ନେଇ ଯୋଜନା ମଧ୍ୟ ରହିଛି। ତେବେ ଜାପାନର ରାଜଧାନୀ ଟୋକିଓର ଶୋରିଞ୍ଜାନ ମନ୍ଦିରର ମୁଖ୍ୟ ପୁରୋହିତ ରେଭ. ସେଇଶି ହିରୋସେ ଶୁକ୍ରବାର ପ୍ରଧାନମନ୍ତ୍ରୀ…

Biju Patnaik Sports Award: ଶ୍ରେଷ୍ଠ ପ୍ରଶିକ୍ଷକ ଏବଂ ଶ୍ରେଷ୍ଠ କ୍ରୀଡା ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ…

ଭୁବନେଶ୍ବର: ଆଜି ଜାତୀୟ କ୍ରୀଡ଼ା ଦିବସ ଅବସରରେ ୨୦୨୪ ବର୍ଷ ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି । ୧୦୦ ଓ ୨୦୦ ମିଟରରେ ଜାତୀୟ ରେକର୍ଡଧାରୀ ଧାବକ ଅନିମେଶ କୁଜୁରଙ୍କୁ ଶ୍ରେଷ୍ଠ କ୍ରୀଡାବିତ ପୁରସ୍କାର ପ୍ରଦାନ କରାଯାଇଛି । ରାଜ୍ୟପାଳ ହରିବାବୁ କମ୍ଭମପତି ଏହି…

କୁଇନ ୨, ତନୁ ୱେଡସ ମନୁ ୩ ପାଇଁ ପ୍ରସ୍ତୁତି ଆରମ୍ଭ କଲେ କଙ୍ଗନା

ମୁମ୍ବାଇ: ଅଭିନେତ୍ରୀ ଓ ବିଜେପି ନେତ୍ରୀ କଙ୍ଗନା ରାନାୱତ ବଲିଉଡର ଜଣେ ପ୍ରତିଷ୍ଠିତ କଳାକାର । ସେ ଜାତୀୟ ପୁରସ୍କାର ଜିତିବା ସହ ଅନେକ ହିଟ ଫିଲ୍ମ ଦେଇଛନ୍ତି । ତାଙ୍କର ବହୁଚର୍ଚ୍ଚିତ ଫିଲ୍ମ କୁଇନ ଓ ତନୁ ୱେଡସ ମନୁ ବକ୍ସ ଅଫିସରେ ଭଲ ବ୍ୟବସାୟ କରିବା ସହ ଲୋକଙ୍କୁ ପସନ୍ଦ ଆସିଥିଲା । ଏବେ…

Reliance’s Solar Project: ‘ରିଲାଏନ୍ସର ସୌରଶକ୍ତି ପ୍ରକଳ୍ପ ସିଙ୍ଗାପୁରର ଆକାରର ତିନି ଗୁଣ ବଡ଼…

ମୁମ୍ବାଇ: ଗୁଜୁରାଟର ଜାମନଗରରେ ନିର୍ମିତ ଧୀରୁଭାଇ ଅମ୍ବାନୀ ଗିଗା ଏନର୍ଜି କମ୍ପ୍ଲେକ୍ସ ଟେସଲାର ଗିଗାଫ୍ୟାକ୍ଟ୍ରି ଅପେକ୍ଷା ଚାରି ଗୁଣ ବଡ଼ । ୪୪ ଲକ୍ଷ ବର୍ଗଫୁଟ ପରିବ୍ୟାପ୍ତ ଏହି ଗିଗା ଏନର୍ଜି କମ୍ପ୍ଲେକ୍ସର କାମ ରେକର୍ଡ ଗତିରେ ଚାଲିଛି । ଏପର୍ଯ୍ୟନ୍ତ ଏହାକୁ ନିର୍ମାଣ କରିବା ପାଇଁ ୩୪…

୭ ଛାତ୍ରୀଙ୍କୁ ଅସଦାଚରଣ; ବନ୍ଧା ହେଲେ ସଂସ୍କୃତ ଶିକ୍ଷକ 

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟର ସାତ ଜଣ ଛାତ୍ରୀଙ୍କୁ ଜଣେ ୩୬ ବର୍ଷୀୟ ସଂସ୍କୃତ ଶିକ୍ଷକ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଛାତ୍ରୀମାନେ ଥାନାରେ ଅଭିଯୋଗ କରୁଥିବା ଜାଣିବା ପରେ ଶିକ୍ଷକ ସହର ଛାଡି ପଳାଇ ଯାଇଥିଲେ। ଛାତ୍ରୀମାନେ ସ୍କୁଲର…