ମାସକ ଭିତରେ ତିନି ମହିଳା ଜଳି ମରିବା ଘଟଣା, ଆଗକୁ ସିପାହୀ ବିଦ୍ରୋହ ପାଇଁ କଂଗ୍ରେସର ଚେତାବନୀ
ଭୁବନେଶ୍ୱର: ରାଜ୍ୟରେ ଗତ ତିନି ସପ୍ତାହ ମଧ୍ୟରେ ତିନି ମହିଳାଙ୍କ ଜଳିମରିବା ଘଟଣାରେ ନ୍ୟାୟ ଦାବି କରି ଶୁକ୍ରବାର ଓଡ଼ିଶା କଂଗ୍ରେସ ଡିଜିପି କାର୍ଯ୍ୟାଳୟ ନିକଟରେ ଧାରଣା ଦେଇଛି। ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଭୁବନେଶ୍ୱରର ମାତା ମଠରୁ ଡିଜିପି…